Breaking News

ଦେଖନ୍ତୁ ଭିଡିଓ ବାହଘର ପରେ କିପରି କୁଆଁରୀ ବୋହୂ ଅଭିନେତ୍ରୀ କବିତା ଅପା ପୁରୀରେ କିପରି ଏଞ୍ଜୟ କରୁଛନ୍ତି ସ୍ଵାମୀ ଓ ଶାଶୁଙ୍କ ସହ

ଆପଣ ମାନେ ଜାଣିଥିବେ ନିଶ୍ଚୟ ଗତ ମାସ ମାନେ ଗତ ବର୍ଷ ୨୦୨୦ ଡିସେମ୍ବର ୧୧ ତାରିଖରେ ପ୍ରଜ୍ଞା ସାଗର କୁ ବିବାହ କରିଥିଲେ ଓଡ଼ିଆ ସିରିଏଲ ର କୁଆଁରୀ ବୋହୂର କବିତା ଅପା ବା ସୋନାଲି । ତେବେ ସୋନାଲି ବିବାହର ପ୍ରଥମ ଥର ବିବାହ ପରେ ଶାଶୁ ଶଶୁର ଓ ସ୍ବାମୀ ଙ୍କ ସହ ନବ ବର୍ଷର ପାଳନ କରିଛନ୍ତି ।

ନବ ବର୍ଷ ରେ ପୁରୀ ଧାମ କୁ ବୁଲି ବାକୁ ଯାଇଥିଲେ ଏବଂ ଏହାର ଫଟୋ ସୋସିଆଲ ମିଡିଆରେ ବା ସେ ନିଜେ ସୋସିଆଲ ଆକାଉଣ୍ଟ ରେ ପୋଷ୍ଟ କରିଥିଲେ । ସୋନାଲି କୁଆଁରୀ ବୋହୂ ଧାରାବାହିକ ରେ କବିତା ଅପା ନାମରେ ବେଶ୍ ପରିଚିତ । ଲୋକ ମାନଙ୍କ ମନ୍ ଙ୍କୁ ତାଙ୍କ୍ ଅଭିନୟ ବେଶ୍ ଛୁଇଁଛି ।

 

କଟକ ଜଗତସିଂହପୁର ର ବିଜନେସ ମ୍ୟାନ ପ୍ରଜ୍ଞା ସାଗର ଙ୍କୁ ବିବାହ କରିଛନ୍ତି । ଏବଂ ଦୁଇ ଜଣଙ୍କ ପ୍ରେମ ସଂପର୍କ ବହୁ ଦିନ ଧରି ଚାଲିଥିଲା ଏବଂ ଶେଷରେ ଦୁଇ ଜଣ ବିବାହ ବନ୍ଧରେ ହେଲେ । ଆଉ ଆଗକୁ ଦୁଇଜଣ ହାତ ଧରି ଚାଲିବେ ବୋଲି ଦୁହେଁ ଦୁହିଁଙ୍କୁ କଥା ଦେଇଛନ୍ତି ।

ତେବେ ପ୍ରଜ୍ଞା ସାଗର କୁ ବିବାହ କରି ସାରିଲା ପାରେ ପ୍ରଥମ ଥର ପାଇଁ ତାଙ୍କ ଶାଶୁ ଶଶୁର ଓ ତାଙ୍କ ସ୍ବାମୀ ଙ୍କ ସହ ବାହାର କୁ ବୁଲି ବାକୁ ଯାଇଛନ୍ତି ଆପଣ ମାନଙ୍କ ପ୍ରିୟ କବିତା ଅପା ବା ସୋନାଲି ।ସୋନାଲି ପ୍ରଥମ ଥର ତାଙ୍କ ସ୍ବାମୀ ଓ ତାଙ୍କ ଶାଶୁ ଶଶୁର ଙ୍କ ସହିତ ପୁରୀ ବୁଲିବାକୁ ଯାଇଥିଲେ ଏବଂ ନୂଆ ବର୍ଷ ସେଇଠାରେ ପାଳନ କରିଛନ୍ତି ।

 

କବିତା ଅପା ଓ ପ୍ରଜ୍ଞା କଟକ ବାସିନ୍ଦା ଅଟନ୍ତି କଟକ ଜଗତସିଂହପୁର ଅଞ୍ଚଳର ବୋହୂ ହୋଇ ସାରିଛନ୍ତି କବିତା ଅପା । କବିତା ସେମିତି ତାଙ୍କର ଅଭିନୟ ଜାରି ରହିଛନ୍ତି । ଓ ଆଗକୁ ମଧ୍ୟ ସେମିତି ଜାରି ରଖିବେ ଓ ତାଙ୍କ୍ ଶାଶୁ ଘର ଲୋକ ତାଙ୍କୁ ସାହାଯ୍ୟ କରନ୍ତି ଅଭିନୟ ରେ ସେ କଥା ମଧ୍ୟ କହିଛନ୍ତି ସୋନାଲି ।

ଆଗକୁ ସେମିତି ଅଭିନୟ କରିବେ ଓ ଲୋକ ମାନେ ତାଙ୍କୁ ଯେମିତି ଭଲ ପାଇବା ଦେଇଛନ୍ତି ସେମିତି ଦେଇ ଥାଆନ୍ତୁ । ଓ ଲୋକ ମାନଙ୍କ ମନରେ ସେମିତି ଜାଗା କରି ରହିବେ ଓ ଆଗକୁ ମଧ୍ୟ ରହିବେ । ପ୍ରଜ୍ଞା ଙ୍କୁ ବିବାହ କରି ସାରିଲା ପରେ ଅଭିନୟ ରେ କିଛି ଅସୁବିଧା ହବ ନାହିଁ ବୋଲି ସେ ମଧ୍ୟ ରୋକ୍ ଠୋକ୍ କହିଛନ୍ତି ସୋନାଲି ।

 

ସୋନାଲି ଆଗରୁ ପ୍ରଜ୍ଞା ଙ୍କ ସହ ପ୍ରେମ ସମ୍ପର୍କ ରଖିଥିଲେ ଏହା ପରେ ସେ ଦୁଇ ଜଣ ବିବାହ ବନ୍ଧରେ ହୋଇଗଲେ । ଏବଂ ଦୁଇ ଜଣଙ୍କ ରିସେପ୍ ସନ୍ ରେ ବଡ଼ ଧୁମ୍ ଧାମରେ ରେ ପାଳନ ହୋଇଥିଲା ସୂଚନା ଆସିଥିଲା । ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଭିଡିଓ ଦେଖନ୍ତୁ – ଲକଡାଉନରେ ଏଲିନା (Elina) କିପରି ଗାଁ ରେ ପିଲା ମାନଙ୍କ ସହ ଖେଳୁଛନ୍ତି

ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରୀ ର ଥିବା ସମସ୍ତ ଲୋକ ପ୍ରିୟ ଅଭିନେତ୍ରୀ …

Leave a Reply

Your email address will not be published. Required fields are marked *