Breaking News

ବାହାଘର ପରେ ପ୍ରଥମ ଥର ସ୍ବାମୀଙ୍କ ସହ ବୁଲିଗଲେ କୁଆଁରୀ ବୋହୁ ର କବିତା ଅପା

କିଛି ଦିନ ତଳେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ସୋନାଲୀ । ବର୍ତ୍ତମାନ ସୋନାଲୀ ଙ୍କର ରିସିପ୍ସନ ମଧ୍ୟ ସରି ଯାଇଛି ।ଏବେ ସାଗରଙ୍କ ସହିତ ନିଜ ଶାଶୁଘରେ କେମିତି ଅଛନ୍ତି ସୋନାଲି କଣ ଆପଣ ଜାଣନ୍ତି । ତେବେ ଏହାକୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ । ତେବେ ସୋନାଲି ଓଝାଙ୍କୁ ଆପଣ ମାନେ କୁଆଁରୀ ବୋହୁ ଧାରାବାହିକରେ ଅଭିନୟ କରୁଥିବାର ଆପଣ ମାନେ ନିଶ୍ଚିତ ଭାବରେ ଦେଖିଥିବେ


ତେବେ ଏହି ଧାରାବାହିକରେ ଅଭିନୟ କରୁଥିବା ଜଣେ ଅଭିନେତ୍ରୀ କବିତା ଅପା ଙ୍କୁ ଆପଣମାନେ ନିଶ୍ଚୟ ଜାଣିଥିବେ | ସେ ତାଙ୍କର ଦମଦାର ଅଭିନୟ ବଳରେ ବହୁତ ଲୋକପ୍ରିୟତା ହାସଲ କରିଛନ୍ତି | ଏବଂ ଦର୍ଶକ ମାନଙ୍କର ହୃଦୟକୁ ମଧ୍ୟ ଜିତି ପାରିଛନ୍ତି | ବର୍ତ୍ତମାନ ସେ ତାଙ୍କ ବାହାଘର ପରେ ସ୍ବାମୀଙ୍କ ସହ ହଲିଡ଼େ ରେ ଅଛନ୍ତି | ଏବଂ ସେ ବହୁତ ସୁନ୍ଦର ମୁହୂର୍ତ ବିତାଉଛନ୍ତି ଏବଂ ତାଙ୍କର ଏହି ହଲିଡ଼େ ର ଅନେକ ଗୁଡିଏ ଫୋଟୋ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି |

ତେବେ ତାଙ୍କର ଖୁବ ସୁନ୍ଦର ଅଭିନୟ ପାଇଁ ଆଜି ସାରା ଓଡ଼ିଶାରେ ପରିଚିତ ହୋଇ ପାରିଛନ୍ତି। କବିତା ଅପା ଏବେ ସୋସିଆଲ ମିଡ଼ିଆ ରେ ଖୁବ ଚର୍ଚ୍ଚା ରେ ରହିଛନ୍ତି ତେବେ ଆସନ୍ତୁ ଜାଣିବା କଣ ପାଇଁ ସେ ଚର୍ଚ୍ଚା ରେ ଅଛନ୍ତି।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ବର୍ଷା (Varsha) ଅନୁଭବ (Anubhav) ଙ୍କ ଠାରୁ ଅଲଗା ହେବା ପରେ ତାଙ୍କର ଅବସ୍ଥା ଏବେ ଏମିତି, ଦେଖିଲେ ଆଖି ଓଦା ହୋଇଯିବେ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ମାନେ ସୋସିଆଲ …

Leave a Reply

Your email address will not be published. Required fields are marked *