Breaking News

ବଡପଣ ଦେଖେଇଲେ ବିରାଟ କୋହଲି ! ସୋସିଆଲ ମିଡିଆ ରେ ଛୁଟିଲା ପ୍ରଶଂସାର ର ସୁଅ !

ହୃଦୟ ଜିତିଲେ କୋହଲି ଶୋସିଆଲ ମିଡିଆ ରେ ମିଳିଲା ପ୍ରଶଂସା ର ସୁଅ | ଯେପରିକି ଆପଣମାନେ ଜାଣିଥିବେ ଚଳିତ ବର୍ଷ ରେ ଭାରତ ଇଂଲଣ୍ଡ ଟେଷ୍ଟ ମ୍ଯାଚ ଚେନ୍ନାଇ ରେ ଖେଳାଯାଉଛି | ଏହି ମ୍ଯାଚର ପ୍ରଥମ ଦିନରେ ଘଟିଥିଲା କିଛି ଏପରି ଦ୍ରୁଶ୍ଯ ଯାହା ସମସ୍ତ ଦର୍ଶକ ମାନଙ୍କ ହୃଦୟ କୁ ଜିତ୍ୟ ନେଇଥିଲା | ଏବଂ ବିରାଟ କୋହଲି ହୋଇଯାଇଥିଲେ ପ୍ରଶଂସା ର ପାତ୍ର |ଯାହାପରେ ICCI ଠାରୁ ଆରମ୍ଭ କରି BCCI ପର୍ଯ୍ୟନ୍ତ ସମସ୍ତେ କୋହଲି ଙ୍କୁ ବହୁତ ପ୍ରଶଂସା କରିଛନ୍ତି |


ଏହି ମ୍ଯାଚ ର ପ୍ରଥମ ଇନିଗ୍ସ ରେ କିଛି ଏଭଳି ଘଟଣା ଘଟିଥିଲା ଯାହା ପରେ ସମସ୍ତେ କରିଥିଲେ ବିରାଟ ଙ୍କ ଭରପୁର ପ୍ରଶଂସା |
ମ୍ଯାଚ ର ଶେଷ ସେସନ ରେ ବ୍ୟାଟିଂ କରୁଥିବା ବେଳେ ଇଂଲଣ୍ଡ ଅଧିନାୟକ ଜୋ ରୁଟ ଙ୍କ ଡାହାଣ ଗୋଡ କିଛି ସମସ୍ଯା ଦେଖାଦେଇଥିଲା ୮୭ତମ ଓଭରରେ ସେ ଶ୍ରୀ ରବିଚନ୍ଦ୍ର ଅଶ୍ଵିନୀ ଙ୍କ ବଲ ରେ ଏକ ଛକ୍କା ମାରିବା ପରେ ସେ ତଳେ ପଡି ଯାଇଥିଲେ |


ଏହାପରେ ରୁଟ ଙ୍କ ଡାହାଣ ଗୋଡ ମାଂସପେଶୀ ରେ ଯନ୍ତ୍ରଣା ହୋଇଥିଲା ଏବଂ ଏହା ଦେଖି ଟୀମ ଇଣ୍ଡିଆ ର ଅଧିନାୟକ ବିରାଟ କୋହଲୀ ଘଟଣା ସ୍ଥଳ ରେ ପହଞ୍ଚି ତାଙ୍କ ଗୋଡ କୁ ଧରିରଖିଥିଲେ ଏବଂ ତାଙ୍କୁ ଯନ୍ତ୍ରଣା ରୁ ମୁକ୍ତି ଦେବାକୁ ଚେଷ୍ଟା କରିଥିଲେ |


ତେବେ କୋହଲୀ ଙ୍କର ଏହି କାମ ସମସ୍ତ ଙ୍କ ହୃଦୟ କୁ ଜିତିଛି | ଯାହା ଫଳରେ ସବୁ ଶୋସିଆଲ ମିଡିଆ ରେ ତାଙ୍କୁ ମିଳିଥିଲା ପ୍ରଶଂସା ର ସୁଅ | ଏହି ସମୟର ସମ୍ପୂର୍ଣ ଭିଡିଓ କୁ BCCI ଙ୍କ ପକ୍ଷରୁ ଟୁଇଟ କରି ଜଣାଯାଇଥିଲା | ଏବଂ କୁହାଯାଇଥିଲା ଏହା ହେଉଛି କ୍ରିକେଟ ସ୍ପିରିଟ | ତେବେ ପ୍ରଥମ ଦିନରେ ସେ ୧୯୭ ବଲ ରେ ୧୪ଟି ଚଉକା ଏବଂ ଗୋଟିଏ ଛକ୍କା ମାରି ଅପରାଜିତ ଥିଲେ ଏବଂ ଯାହା ଟୀମ ଇଣ୍ଡିଆ ପାଇଁ ଏକ ଚିନ୍ତା ର ବିଷୟ ମଧ୍ୟ ହୋଇଥିଲା |

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

E-Shram କାର୍ଡରେ ମିଳିବ ପଇସା, ଶୀଘ୍ର ଆବେଦନ କରନ୍ତୁ, ଜାନ୍ତନୁ କେତେ ଟଙ୍କା ମିଳିବ ଓ କେଉଁ ମାନେ ଏହା ପାଇବେ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ଇଶ୍ରମ କାର୍ଡ କୁ ନେଇ ଆସିଗଲା ବଡ ଖବର ଯେ , ଯେଉଁ …

Leave a Reply

Your email address will not be published. Required fields are marked *