Breaking News

ଛାତ୍ର ଛାତ୍ରୀ ଙ୍କ ପାଇଁ ବଡ ଖବର || ଏବେ ଅନଲାଇନ୍ ରେ ହେବ ସବୁ ପରୀକ୍ଷା

ରାଜ୍ୟରେ କୋଭିଡ ସଂକ୍ରମଣ ବଢୁଥିବାରୁ ବୈଷୟିକ ଶିକ୍ଷା ଗୁଡିକର ପରୀକ୍ଷା ଅନଲାଇନ ହେବ ବୋଲି କୁହାଯାଇଛି | କେତେକ ବୈଷୟିକ ଶିକ୍ଷାନୁଷ୍ଠାନ ଗୁଡିକରେ କୋଭିଡ ସଂକ୍ରମଣ ବଢୁଥିବାରୁ ଆଇଶୋଲେସନ ଉପରେ ଗୁରୁତ୍ଵ ଦିଆଯାଇଛି | ତେବେ ଏହି ଭଳି ଏକ ଗୁରୁତ୍ଵପୂର୍ଣ ନିଷ୍ପତିକୁ ସ୍ଵାଗତ କରିଛନ୍ତି ବିପିୟୁଟି ର ଛାତ୍ର ଗୋଷ୍ଠୀ |

ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକ ଙ୍କୁ ଭେଟି ଛାତ୍ର ମାନେ ସମ୍ବର୍ଦ୍ଧିତ କରିଛନ୍ତି | ଏହା ସହ ଅନଲାଇନ ଶିକ୍ଷା ଦାନ ପାଇଁ ଦାବି କରିଛନ୍ତି | ତେବେ ବିପିୟୁଟି ର ଏହି ନିସ୍ପତି ଅନେକ ବୈଷୟିକ ଛାତ୍ର ଛାତ୍ରୀ ଙ୍କ ପାଇଁ ଲାଭଦାୟକ ହେବ ବୋଲି ଆଶା କରାଯାଉଛି |

ତେବେ ଏ ନେଇ ମନ୍ତ୍ରୀ ପ୍ରେମାନନ୍ଦ ନାୟକ କହିଛନ୍ତି ଯେ ବିଶେଷ କରି ଆଇଶୋଲେସନ କୁ ଦ୍ରୁଷ୍ଟି ରେ ରଖି ଏଭଳି ଏକ ଗୁରୁତ୍ଵପୂର୍ଣ ନିଷ୍ପତି ନିଆଯାଇଛି |ତେବେ କରୋନା ର ଏହି ବଢୁଥିବା ଚେନ କୁ ଭାଙ୍ଗିବା ପାଇଁ ଶିକ୍ଷା କ୍ଷେତ୍ରରେ ଏଭଳି ନିଷ୍ପତି ନେବା ନିହାତି ଲାଭଦାୟକ ରହିବ |

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About mahendra kumar

Check Also

ସେପ୍ଟମ୍ବର ୨୭ ତାରଖରେ ଭାରତ ବନ୍ଦ, ଜାଣନ୍ତୁ ଏହି ଦିନ କଣ ଖୋଲା ଓ କଣ ବନ୍ଦ ରହିବ, ବନ୍ଦର କାରଣ ଜାଣନ୍ତୁ ଓ ସେୟାର କରି ଅନ୍ୟ ମାନଙ୍କୁ ଜଣାନ୍ତୁ

ଦର୍ଶକ ବନ୍ଧୁ ଯେତେବେଳେ ଲୋକ ମାନେ ବାଛିଥିବା ସରକାର ଲୋକ ମାନ ଙ୍କୁ ସମର୍ଥନ ନ କରି ସେମାନ ଙ୍କ …

Leave a Reply

Your email address will not be published. Required fields are marked *