Breaking News

ଅଭିନୟ ଛାଡି ରାଜନୀତିରେ ଯୋଗ ଦେଲେ Varsha ପ୍ରିୟଦର୍ଶନୀ, ଏହାକୁ ଦେଖିଲା ପରେ ଅନୁଭବଙ୍କ ପ୍ରତିକ୍ରୟା କଣ ଦେଖନ୍ତୁ….

ନମସ୍କାର ଦର୍ଶକବନ୍ଧୁ ଛାଡି ଏବେ ରାଜନୀତିରେ ଯୋଗ ଦେଲେ ବର୍ଷା ପ୍ରିୟଦର୍ଶନୀ ତେବେ ଓଲିଉଡର ଜବରଦସ୍ତ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ ଙ୍କୁ ଆପଣ ମାନେ ବେଶେ ଭଲ ଭାବରେ ଜାଣିଥିବେ | 2003 ମସିହାରୁ ଓଲିଉଡ ଇଣ୍ଡଷ୍ଟ୍ରିରେ ସେ ନିଜର କ୍ୟାରିଅର ଆରମ୍ଭ କରିଥିଲେ ତେବେ ପ୍ରାୟତ 1300 ଶହରୁ ଅଧିକ ଓଡ଼ିଆ ଓ ବଙ୍ଗାଳି ଫିଲ୍ମରେ ଅଭିନୟ କରି ସାରିଛନ୍ତି ବର୍ଷ ପ୍ରିୟଦର୍ଶନୀ |

ତାହାଲେ ବର୍ଷା ପ୍ରିୟଦର୍ଶନୀ ଅନୁଭବ ମହାନ୍ତିଙ୍କ ଯୋଡି ସାରା ଓଡ଼ିଶାର ଲୋକ ମାନେ ବହୁତ ଅଧିକ ଭଲ ପାଇବା ଦେଇଛନ୍ତି ତେବେ ଅନୁଭବ ଙ୍କ ସହିତ ବର୍ଷା ସବୁଠାରୁ ଅଧିକ ଫିଲ୍ମରେ ରେ ଅଭିନୟ କରିଛନ୍ତି | ଆଉ ସୁଟିଂ ସେଟରୁ ଭଲ ପାଇ ଅନୁଭବ ମହାନ୍ତିଙ୍କୁ ବାହା ହୋଇଥିଲେ ବର୍ଷା ପ୍ରିୟଦର୍ଶନୀ କିନ୍ତୁ ତାଙ୍କ ବାହାଘର ବର୍ତମାନେ ଡିଭସା ହେବା ପାଖା ପାଖି ପହଁଚିଲାଣି |

ତେବେ ଅନୁଭବ ବର୍ଷାଙ୍କ ଠାରୁ ଅଲଗା ହେବା ପାଇଁ କୋର୍ଟ ରେ ହଜାର ହୋଇଥିଲେ ଆଉ ବର୍ତମାନେ ଏହା କୋର୍ଟରେ ବିଚାରାଧୀନ ଅବସ୍ଥାରେ ରହିଛି | ତେବେ ବର୍ତମାନ ବର୍ଷା ପ୍ରିୟଦର୍ଶନୀ ଅନୁଭବଙ୍କ ଠାରୁ ଅଲଗା ହେଲା ପରେ ରାଜନୀତିରେ ଯୋଗ ଦେଇଥିବାର ନଜର ଆସିଛନ୍ତି ତାହାଲେ ଅନୁଭବ ମହାନ୍ତି ରାଜନୀତିରେ 2014 ମସିହାରୁ ଯୋଗ ଦେଇଥିଲେ ଆଉ ବର୍ତମାନେ ବର୍ଷା ପ୍ରିୟଦର୍ଶନୀ ମଧ୍ୟ ଓଲିଉଡ ଇଣ୍ଡଷ୍ଟ୍ରି ଛାଡି ରାଜନୀତିରେ ଯୋଗ ଦେଇଥିବାର ଜଣ ପଡିଛି |

ତେବେ ଗତ ଦିନ ମାନଙ୍କରେ ବର୍ଷା ପ୍ରିୟଦର୍ଶନୀ ପଚାର ଓ ପ୍ରସାର କରୁଥିବାର ଦେଖିବା ପାଇଁ ମିଳୁଛି ଆଉ ଏହା ଛଡା ବର୍ଷା ପ୍ରିୟଦର୍ଶନୀ ଗତ ଦିନ ମାନଙ୍କରେ ଲୋକ ମାନଙ୍କର ସାହାଯ୍ୟ କରିଥିବାର ନଜର ଆସିଛନ୍ତି |

ବର୍ଷା ବର୍ତମାନେ ଓଲିଉଡ ଇଣ୍ଡଷ୍ଟ୍ରିରେ ଚଡି ରାଜନୀତିରେ ଯୋଗ ଦେଇଥିବା କଥା ଜଣା ପଡିଛି ଆଉ ଏହି ଭଳି ବର୍ଷା ଦୀର୍ଘ 2 ବର୍ଷା ଧରି ଗରିବ ଲୋକ ମାନଙ୍କୁ ସାହାଯ୍ୟ କରବା ସହିତ ଲୋକ ମାନଙ୍କ ସୁଖ ଦୁଃଖରେ ଛିଡା ହୋଇଥିବାର ଦେଖାଦେଇଛି | ଆଉ ଅନ୍ୟପକ୍ଷେ ଅନୁଭବ ମହାନ୍ତି ରାଜନୀତିରେ ଥାଇବି ମଧ୍ୟ ପାରିବାରିକ ବିବାଦରେ ଛନ୍ଦି ହୋଇ ପଡିଥିବା କାରଣରୁ ଲୋକ ମାନଙ୍କର ସାହାଯ୍ୟ କରିଥିବାର ନଜର ଆସୁନାହାନ୍ତି |

ତେବେ ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶନୀ ଆଗାମୀ ଦିନ ମାନଙ୍କରେ ଅଲଗା ହେବା ପାଇଁ ଯାଉଛନ୍ତି ଏବଂ ଓଲିଉଡର ଏହି ଯୋଡି କେମିତି ଲାଗନ୍ତି ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ !

About odisha news

Check Also

ଆପଣ ମାନେ କେବେ ନିତୁ ମିଶ୍ରଙ୍କ ସ୍ୱାମୀକୁ କେବେ ଦେଖିନଥିବେ ଦେଖନ୍ତୁ ସେ କୋଉ Hero ଠାରୁ କମ ନୁହନ୍ତି !

ନମସ୍କାର ବନ୍ଧୁଗଣ ଆପଣ ମାନେ ତ ଶିରିଏଲ ତଥା ଓଡ଼ିଆ ଇଣ୍ଡରଷ୍ଟି ର ଅଭିନେତ୍ରୀ ନିତୁ ମିଶ୍ର କୁ ବେଶ୍ …

Leave a Reply

Your email address will not be published.