Breaking News

August ମାସ 2022 ର ମେଷ ରାଶିର ମାସିକ ରାଶି ଫଳ ଖୋଲିଗଲା ଭାଗ୍ୟ, ହେଇଯିବେ କୋଟିପତି… ଜାଣନ୍ତୁ ଆପଣଙ୍କ ରାଶି ବିଷୟରେ

ବନ୍ଧୁଗଣ ଆଜି ଆମେ ଜାଣିବା 2022 ଅଗଷ୍ଟ ମାସର ରାଶିର ମାସିକ ରାଶିଫଳ ବିଷୟରେ ଏହି ମାସିକ ରାଶିଫଳ ଗ୍ରହଙ୍କ ସ୍ତିସ୍ଥି ଚଳନକୁ ନେଇ ଆଧାରିତ ଏବଂ ଗ୍ରହଙ୍କ ସ୍ତିତି ଓ ଚଳନକୁ ଆମ ଜୀବନରେ ବହୁତ ପ୍ରଭାବ ପକାଇଥାଏ ସେଥିପାଇଁ ଗ୍ରହଙ୍କ ସ୍ତିସ୍ଥି ଓ ଚଳନକୁ ନେଇ ଆମେ ପରିବରିକ ଜୀବନରେ ବୈବାହିକ ଜୀବନ ଆର୍ଥିକ ସ୍ତିସ୍ଥି ଶିକ୍ଷା ଵେବସାୟ ଏବଂ ସ୍ୱାସ୍ଥ୍ୟ ବିଷୟରେ ସମ୍ପୂର୍ଣ ବିଷୟରେ ବିସ୍ଲେସଣ କରି କହିବୁ |

ଆପଣ ପାଇଁ ଅଗଷ୍ଟ ମାସଟି ନିଶ୍ଚୟ ଭାବରେ ପରିଣାମ ନେଇକି ଆସିବ ମେଷ ରାଶିର କୁଣ୍ଡଳୀରେ ଗ୍ରହଙ୍କ ସ୍ତିସ୍ଥି ବେଶେଷ କରି ସୂର୍ଯ୍ୟ ଶୁକ୍ର ଓ ବୁଧ ଗ୍ରହଙ୍କ ସ୍ତିତି ଆପଣଙ୍କ ଜୀବନର ବିଭିନ୍ନ କ୍ଷେତ୍ରରକୁ ପ୍ରଭାବିତ କରିବ କୟରିଆର ଦୃଷ୍ଟିରୁ ମାସଟି ସାମାନ୍ୟ ରହିବ ଆପଣଙ୍କର ଦଶମ ଭାବ ସ୍ୱାମୀ ଶନି ଏକାଦଶ ଭାବରେ ଗୋଚର କରି ଆପଣଙ୍କ ଦଶମ ଭାବ ବକ୍ରୀ ହୋଇ ବିରାଜିତ ରହିବେ ଯାହା ଫଳରେ ଆପଣ କାର୍ଯ୍ୟ କ୍ଷେତ୍ରର ରେ ପୂର୍ଣ୍ଣ ନିଷ୍ଠା ସହିତ ପରିଶ୍ରମ କରିବେ |

ମାସର ପାରମ୍ଭରେ ଆପଣଙ୍କର ଚଳନ ସୂର୍ଯ୍ୟ ଓ ଶୁକ୍ର ସ୍ତିତି କାରଣରୁ ଆପଣଙ୍କର ବିଗିଡ଼ିଥିବା ସବୁ କାର୍ଯ୍ୟରେ ମଧ୍ୟ ସୁଧାର ଦେଖିବାକୁ ମିଳିବ କାର୍ଯ୍ୟ କ୍ଷେତ୍ରରେ ନାଁ ରୋଜଗାର ସମ୍ଭାବନା ଉତ୍ପର୍ଣ୍ଣ ହେବ | ଏବଂ ସରକାରୀ ଚାକିରୀ କ୍ଷେତ୍ରରରେ ବ୍ୟକ୍ତିଙ୍କ ପାଇଁ ମାସଟି ଉତ୍ତମ ଓ ଅନୁକୂଳ ରହିବ ତଥା ଆପଣଙ୍କୁ ନିଜ ପରିଶ୍ରମର ପୁର୍ଣ ଫଳ ପ୍ରାପ୍ତି ହେବ ମାସରେ ଦ୍ୱତୀୟ ସପ୍ତାହରେ ସୂର୍ଯ୍ୟ ବୁଧ ଙ୍କର ସହିତ ଜ୍ୟୋତିକରି ଯାହା ଫଳରେ ବୁଧା ଅଦ୍ୱିତୀୟ ଯୋଗ ରହିଛି ଏବଂ ବେରୋଜଗାରୀ ବ୍ୟକ୍ତିଙ୍କୁ ରୋଜଗାରର ମାର୍ଗ ପ୍ରଶସ୍ତ ହେବ ସେହିପରି ଆର୍ଥିକ ସ୍ତିସ୍ଥି ଦୃଷ୍ଟିରୁ ମାସଟି ଉତ୍ତମ ଅନୁକୂଳ ରହିବ ଆପଣଙ୍କର ଦ୍ୱତୀୟ ଭାବର ସ୍ୱାମୀ ଶୁକ୍ର ଆପଣଙ୍କର ସପ୍ତମ ଭାଗରେ ସୂର୍ଯ୍ୟଙ୍କ ସହିତ ବିରାଜିତ ରହିବେ |

ଯାହା ଫଳରେ ଏହି ସମୟରେ ଆପଣଙ୍କର ସମସ୍ତ ପ୍ରକାରର ଭୌତିକ ସୁଖରେ ବୃଦ୍ଧି ଘଟିବ ଏହା ସହିତ ଆପଣଙ୍କର ଆର୍ଥିକ ଲାଭରେ ମଧ୍ୟ ବୃଦ୍ଧି ଘଟିବ ଏବଂ ଆପଣଙ୍କର ଲାଭ ଭାବ ସ୍ୱାମୀଙ୍କ ଏକାଦଶ ଭାବରେ ବିରାଜିତ ହେବେ | ଶଶୁର ଘର ପକ୍ଷରୁ ଲାଭ ପ୍ରାପ୍ତିର ସମ୍ଭାବନା ବନୁଚି ସ୍ୱାସ୍ଥ୍ୟ ଦୃଷ୍ଟିରୁ ମାସଟି ନିଷିଦ୍ଧ ପରିମାଣ ପ୍ରଦାନ କରିବ ଆପଣଙ୍କର ରୋଗ ଭାବର ସ୍ୱାମୀ ବୁଧ ନିଜ ସ୍ଥାନ ରୁ ଦ୍ୱାଦଶ ଭାବ ରେ ବିରାଜିତ ରହିବେ ଯାହା ଫଳରେ ଆପଣଙ୍କୁ ସ୍ୱାସ୍ଥ୍ୟ ସମସ୍ୟାରୁ ସାମ୍ନା କରିବାକୁ ପଡିବ ସେଥିପାଇଁ ସ୍ୱାସ୍ଥ୍ୟ ଅବସ୍ଥାର ବିଶେଷ ଧ୍ୟାନ ରଖନ୍ତୁ ଆପଣଙ୍କ ପାଇଁ ପ୍ରତିକାର ହେଲା ଆପଣ ପ୍ରତେକ ମଙ୍ଗଳ ବାର ଦିନ ହନୁମାନଙ୍କ ପୂଜା ଅର୍ଚନା କରି ବଜରଙ୍ଗ ବାଣ ପାଠ କରନ୍ତୁ ଶୁଭ ଫଳ ପାଇବେ |

About odisha news

Check Also

ଶ୍ରାବଣ ମାସରେ ( ନନ୍ଦୀ ) କାନରେ କହିଦିଅନ୍ତୁ ଏହି ଶବ୍ଦ, ଆଉ ତାପରେ ଦେଖନ୍ତୁ ଚମତ୍କାର, ଧନର ବର୍ଷା ହେବ…

ନମସ୍କାର ଦର୍ଶକବନ୍ଧୁ ଶ୍ରାବଣ ମାସ ଅର୍ଥାତ ବର୍ଷ ଜଳଭରା ଏବଂ ସବୁଜ ଜିମା ପରିବେଶ ଏହି ମାସରେ ଧରିତ୍ରୀ ସୁନ୍ଦର …

Leave a Reply

Your email address will not be published.