Breaking News

ଆଉ ନ ରହିପାରି ଫୁଣି ଓଡ଼ିଆ ଇଣ୍ଡଷ୍ଟ୍ରି କୁ ଫେରି ଆସିଲେ Rachana ବାନାର୍ଜୀ, ଫୁଣି ଏକାଠି ହେବାକୁ ଯାଉଛନ୍ତି ଏହି ଲୋକ ପ୍ରିୟ ଯୋଡି ସିଦ୍ଧାନ୍ତ ଓ ରଚନା…. ଦେଖନ୍ତୁ ସିଦ୍ଧାନ୍ତ ଏହି ବିଷୟରେ କଣ କହିଲେ !

ନମସ୍କାର ବନ୍ଧୁଗଣ ବର୍ତମାନ ସମୟରେ ଆସିଛି ବଡ଼ ଖୁସି ଖବର ତେବେ ଆପଣ ମାନଙ୍କର ମନରଞ୍ଜନ କରାଇବା ପାଇଁ ପ୍ରତି ବର୍ଷ ଅନେକ ଚଳଚିତ୍ର ନିମିତ ହୋଇଥାଏ ବର୍ତମାନ ସମୟରେ ଓଡ଼ିଆ ଇଣ୍ଡଷ୍ଟ୍ରି ଦିନକୁ ଦିନ ଲୋକ ପ୍ରିୟତା କମିବାରେ ଲାଗିଛି କାରଣ ନୀରିମିତ ହେଉଥିବା ଚଳଚିତ୍ର ଲଭ ଷ୍ଟୋରୀ ଓ ରୋମାନାଟିକ ସିନେମା ହେଉଛି ଯାହାକି ଆଜିର ମାନଙ୍କୁ ଏପରି ସିନେମା ପସନ୍ଦ ଆସୁନି |

ଦର୍ଶକ ମାନେ ବାସ୍ତବ କାହାଣୀ କୁ ପସନ୍ଦ କରୁଛନ୍ତି ଯାହା କି ଓଡ଼ିଶାରେ ହୋଇ ପାରୁନାହିଁ ତେବେ ସେଭଳି ସମୟରେ ଆସିଛି ବଡ଼ ଖୁସି ଖବର | ବର୍ତମାନ ସମ୍ବରରେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରିର ଏକ ଚଳଚିତ୍ର ବେଶେ ଚର୍ଚାରେ ଅଛି ଦର୍ଶକ ମାନେ ଏହି ଚଳଚିତ୍ରକୁ ବହୁତ ସାରା ଭଲପାଇବା ଦେଇଛନ୍ତି ଏହି ଚଳଚିତ୍ର ରେ ଆମ ଓଡ଼ିଶାର ପରମ୍ପର ସଂସ୍କୃତି ବିଷୟରେ ରହିବ ସହ ମହା ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କୁ ନେଇ ଏହି ଚଳଚିତ୍ର ହୋଇଛି |

ଏହି ଚଳଚିତ୍ର ହେଉଛି ମହା ବାହୁ ଏହି ଚଳଚିତ୍ର ରେ ମୁଖ୍ୟ ଭୂମିକାରେ ଅଛନ୍ତି ଆକାଶ ନାଇକା ପୁନମ ଓ ଶ୍ରୀତମ ଦାଶ ଏହାର ନିଦେଶନା ଦେବା ସହ ଅଭିନୟ କରିଛନ୍ତି ଏହି ସେନାମାକୁ ଦେଖି ଅନେକ ଦର୍ଶକ ଅଖିଲେ ଲୁହ ଆସିଯାଇଛି ମହା ବାହୁ ଏକ ସୁପରହିଟି ସିନେମା ବୋଲି ପ୍ରଜକ ରମେଶ ପାଡ଼ି କହିଛନ୍ତି | ଆଗାମୀ ଦିନରେ ଅଭିନେତା ସିଦ୍ଧାନ୍ତ ମହାପାତ୍ର ଓ ଅଭିନେତ୍ରୀ ରଚନା ବାନାର୍ଜୀ ଙ୍କୁ ନେଇ ଆଗାମୀ ଦିନ ମାନଙ୍କରେ ଏକ ଚଳଚିତ୍ର ଆସିବାକୁ ଯାଉଛି |

ଉଭୟ ଏକାଠି ହୋଇ ଅଭିନୟ କରିବା ପାଇଁ ରାଜି ଅଛନ୍ତି ସେ ଆହୁରି କହିଛନ୍ତି ଅନୁଭବ ମହାନ୍ତିଙ୍କୁ ନେଇ ମଧ୍ୟ ଏକ ଚଳଚିତ୍ର କରିବାକୁ ଯାଉଛନ୍ତି କାରଣ ଦର୍ଶକ ମାନେ ଏହି ଅଭିନେତାଙ୍କ ଅଭିନୟ ଦେଖିବା ପାଇଁ ଇଛୁକ ଅଛନ୍ତି | ସବୁଠାରୁ ବଡ଼ କଥା କହିଛନ୍ତି ଆଗାମୀ ଦିନ ମାନଙ୍କରେ ବାବୁସାନଙ୍କୁ ନେଇ ଏହି ଚଳଚ୍ଚିତ୍ର ଆଣିବାକୁ ଯାଉଛନ୍ତି |

ଏହି ଚଳଚ୍ଚିତ୍ର ତୀର ନାଁ ହେଉଛି ଗୋଟେ ଥିଲା ରାଜା ସିଦ୍ଧାନ୍ତ ମହାପାତ୍ର ଏବଂ ରଚନା ବାନାର୍ଜୀ ଏକାଠି ସିନେମା କରିବା ପାଇଁ ରାଜି ଅଛନ୍ତି | ତେବେ ସିନେମାକୁ ନେଇ ଖୁବି ଶୀଘ୍ର ଓଡ଼ିଆ ଏକ ଚଳଚିତ୍ର କରାଯିବ ତେବେ କେତେ ଠିକି ତାହା ସମୟ ଆସିଲେ ଜଣ ପଡିବ |

About odisha news

Check Also

ପ୍ରଥମ ଥର ଦେଖନ୍ତୁ Anu Chaudhury ଜୀବନୀ ଓ ପରିବାର ତାଙ୍କ ଘରେ କିଏ କିଏ ସବୁ ଅଛନ୍ତି ଏବଂ ତାଙ୍କ ସ୍ୱାମୀ କିଏ !

ଆପଣମାନେ ଅନୁ ଚୌଧୁରୀ ଙ୍କୁ ସିନେମାରେ ବିଭିନ୍ନ କ୍ୟାରେକ୍ଟର ରେ ଅଭିନୟ କରିଥିବାର ଆପଣମାନେ ନିଶ୍ଚିତ ଦେଖିଥିବେ ସାଙ୍ଗମାନେ ଆପଣ …

Leave a Reply

Your email address will not be published.