Breaking News

ଆସିଲା ବଡ ଖବର ! ଆତ୍ମହତ୍ୟା କରିବେ ରାଣୀ ପଣ୍ଡା ଫୋଟୋ ପୋଷ୍ଟ କରି କହିଲେ ଏମିତି

ଏକ ବଡ ଏବଂ ଚାଞ୍ଚଲ୍ୟକର ଖବର ଆସି ପହଞ୍ଚିଛି |ପ୍ରାୟ ରାତି ୧.୩୦ ରୁ ୨ଟା ଭିତରେ ରାନୀ ପଣ୍ଡା ଏଭଳି ପୋଷ୍ଟ କରିଛନ୍ତି ଯାହାକି ତାଙ୍କ ଫ୍ଯାନ ମାନଙ୍କୁ ହଲେଇ ଦେଇଛି | ରାନୀ ପଣ୍ଡା କହିଛନ୍ତି ଯେ ମୁଁ ଗୋଟେ ବୋକି ଝିଅଟିଏ ଜାଣିଶୁଣି ଭୁଲ କରେ ଛାଡ |

ସି
ମୁଁ ଯେଉଁ ଡାଳ ଧରୁଛି ସେ ଡାଳ ଭାଙ୍ଗି ଯାଉଛି | ମୋର ସବୁ ସ୍ଵପ୍ନ ଅଧା ରହିଗଲା ଭଳି ମୋତେ ଲାଗୁଛି | କେତେ ନିନ୍ଦା ସହିଲି କେତେ ଅପମାନ ମଧ୍ୟ ପାଇଲି | ଆହୁରି ମଧ୍ୟ କେତେ ସଂଘର୍ଷ କଲି | ନିଜ ଲଭ କୁ ପାଇବା ପାଇଁ ଆଶା ରେ ବଞ୍ଚିଲି | ହେଲେ ମୁଁ ହାରିଗଲି ହଁ ମୁଁ ହାରିଗଲି | ଆଉ ବଞ୍ଚିକି କିଛି ଲାଭ ନାହିଁ | ଭଗବାନ ଯଦି ଚାହୁଁଛନ୍ତି ମୁଁ ମରିଗଲେ ଭଲ ହେବ | ମୁଁ ମାରିବା ପୂର୍ବରୁ ସବୁ ଦେବାଦେବୀ ଙ୍କୁ ଦର୍ଶନ କରି ବିଷ ଟିକିଏ ଖାଇକି ଶୋଇପଡିବି |

ତା ପରେ ମୋତେ ଗୋଟିଏ ବେଶ୍ୟା , ନାରଚିତ୍ର, କଳଙ୍କ ଏବଂ ଆଖ୍ୟା ଦିଆଯିବ ନାହିଁ ବୋଲି ରାନୀ ପଣ୍ଡା ଦର୍ଶାଇଛନ୍ତି |ସବୁଦିନ ପାଇଁ ଏ ଦୁନିଆ ଛାଡି ଚାଲିଯିବି ଯଦି ମୋ ତରଫରୁ କିଛି ଭୁଲ ଥିବ ତେବେ ମୋତେ କ୍ଷମା କରିଦେବେ ଓଡିଶାବାସୀ ମୁଁ ଆପଣମାନଙ୍କର ବିବାଦୀୟ ଅଭିନେତ୍ରୀ ରାନୀ ପଣ୍ଡା | ଆଉ କେବେ ବି ମୁଁ ଓଡିଶା ପାଇଁ ଖରାପ ହେବିନି ଆଉ ମୋ ପାଇଁ ମଧ୍ୟ ଓଡିଶା ଖରାପ ହେବ ନାହିଁ |


ସବୁ କଳାକାର ଦୁଖୀ ଦରିଦ୍ର ଭଗବାନ ଆପଣ ମାନଙ୍କୁ ଭଲରେ ରଖନ୍ତୁ | ମୁଁ ତ ଆଉ କାହାକୁ ସାହାର୍ଯ୍ୟ କରି ପାରିବି ନାହିଁ | ଜଗନ୍ନାଥ ଆପଣମାନଙ୍କର ସାହା ଭରସା ହୁଅନ୍ତୁ | ଓଡିଶା ବାସୀ ଭଲରେ ରୁହନ୍ତୁ ମୋ ପାଇଁ ଆଉ ତୁମ ମାନଙ୍କର ଇଜ୍ଜତ ଯିବନି| ଏଥର ଖୁସି ରେ ରୁହନ୍ତୁ ସମସ୍ତେ | ମନରେ ଅନେକ କଥା ଅଛି କହିବାକୁ ହେଲେ କହି ପାରୁନି | ମୋ ଜୀବନ ଅଧାରେ ରହିଗଲା | ମୋ ଲଭ ତୁ ଭଲରେ ରହ ବୋଲି ଏମିତି ପୋଷ୍ଟ କରି ରାତି ଅଧରେ ସମସ୍ତଙ୍କୁ ଚମକେଇ ଦେଇଛନ୍ତି ରାନୀ ପଣ୍ଡା |


ରାନୀ ପଣ୍ଡା ଙ୍କ ମୃତ୍ୟୁ କୁ ନେଇ ତାଙ୍କ ପୋଷ୍ଟ ର କମେନ୍ଟ ବକ୍ସ ରେ ଅନେକ ଲୋକଙ୍କ ଭିଡ ଜମିଥିଲା |ରାନୀ ପଣ୍ଡା ଙ୍କୁ ଏଭଳି ଭୁଲ ଷ୍ଟେପ ନଉଠାଇବା ପାଇଁ ହଜାର ହଜାର କମେନ୍ଟ ମଧ୍ୟ ଆସିଥିଲା ହେଲେ ତାଙ୍କର କୌଣସି ଉତ୍ତର ମିଳିନଥିଲା | ତେବେ ତାଙ୍କର ଏହି ଖବର ବର୍ତ୍ତମାନ ଚାନଚଲ୍ୟ ସୃଷ୍ଟି କରିଛି |

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଟାୟାରର ରଙ୍ଗ କଳା କାହିଁକି ଏହା ପଛରେ କାରଣ କଣ ଆପାନ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ…

ଏହା ପଛରେ ରହିଛି ବଡ଼ କାରଣ ଦୁନିଆରେ ଅନେକ ପ୍ରକାରର ଗାଡି ରହିଛି ସବୁ ଗାଡ଼ିରେ ଟାୟାର ଲଗାଯାଇଥାଏ କେବେଳ …

Leave a Reply

Your email address will not be published.