Breaking News

ଅତ୍ୟାଚାର ସହୀନପାରି ଭାଉଜ ନେଇଗଲେ ଦିଅର ଙ୍କ ଜୀବନ . . .

ଘରେ କେବଳ ଚାଲୁଥିଲା ଦିଅର ଙ୍କ ଉତ୍ପାତ | ପରିବାରରେ ଥିଲେ ସମସ୍ତେ ଅତିଷ୍ଟ ,ସବୁ ସମ୍ପର୍କକୁ ତୁଛ ଭାବି ପରିବାର ରେ ସବୁବେଳେ ମାରପିଟ କରୁଥିଲେ ୪୦ ବର୍ଷୀୟ ଯୁବକ ବିଚିତ୍ର | ଆଜ୍ଞା ହଁ , ନା ଯେପରି ବିଚିତ୍ର କାମ ବି ସେହିଭଳି ବିଚିତ୍ର ଭାଉଜ ଙ୍କ ଉପରେ ନିର୍ଯାତନା ଏତେ ବଢି ଯାଇଥିଲା ଯେ ଠେଙ୍ଗା ରେ ପିଟି ଦେଲେ ଭାଉଜ ଏବଂ ସେଇଠାରେ ପଡିଗଲେ ଦିଅର ବିଚିତ୍ର |


କାକଟ ପୁର ଥାନାରୁ ସୂଚନା ଅନୁଯାଇ , ଦିଅର ବିଚିତ୍ର ପ୍ରତ୍ଯେକ ଦିନ ଘରେ ଉତ୍ତପାତ କରନ୍ତି | ଯାହାକୁ ପାରନ୍ତି ତାକୁ ପିଟି ଦିଅନ୍ତି | କେବଳ ପିଟନ୍ତି ନି ହ ଣାକ ଟା ମଧ୍ୟ କରନ୍ତି | ଯାହା ଆସେ ହାତକୁ ସେଥିରେ ଆକ୍ରମଣ କରିଥାନ୍ତି | ଏସବୁ ଆଉ ପରିବାର ଲୋକେ ସହିପାରୁ ନଥିଲେ | ବିଚିତ୍ର ଏକ ମରଣା-ତ୍ମକ ଅସ୍ତ୍ର ରେ ଭାଉଜଙ୍କ ଉପରକୁ ଆକ୍ରମଣ କରିଥିଲେ |

ତେବେ ଏସବୁକୁ ଭାଉଜ ଆଉ ସାହି ନପାରି ଉଠାଇଥିଲେ ଏକ ଠେଙ୍ଗା ଆଉ ପକାଇଥିଲେ ଏକ ପାହାର ବିଚିତ୍ର ଙ୍କ ମୁ ଣ୍ଡ କୁ |
ବାସ , ଦିଅର ମୁକ ହୋଇ ପଡିଗଲେ ବିଲ ରେ | ଏତେ କଷ୍ଟ ଦେଇଛନ୍ତି ବିଚିତ୍ର ନିଜ ପରିବାର ଲୋକଙ୍କୁ ଯେ ପରିବାର ର କେହି ବି ତାଙ୍କୁ ଡାକ୍ତରଖାନା ନେଲେ ନାହିଁ | ସେଠାରେ ତାଙ୍କର ମୁଣ୍ଡ ଫାଟି ବହୁତ ରକ୍ତ ବାହାରି ପଡିଥିଲା ଏବଂ ମୃ-ତ୍ୟୁ ହୋଇଯାଇଥିଲା | ସ୍ଥାନୀୟ ଲୋକଙ୍କ କହିବ ମୁତାବକ ଘଟଣା ସ୍ଥଳ ରେ ଅଭିଯୁକ୍ତ ମାଡ଼ ଖାଇ ବିଲକୁ ଦଉଡି ପଳାଇଆସିଥିଲା |


ମୃତକଙ୍କ ପତ୍ନୀ ନିଜେ ଏଭଳି ଅଭିଯୋଗ କରିଛନ୍ତି କାକଟ ପୁର ଥାନା ରେ | ଅଭିଯୋଗ କୁ ଭିତ୍ତି କରି ଥାନା ପକ୍ଷରୁ ଛାନବିନ ଆରମ୍ଭ କରାଯାଇଛି | ମୃ- ତକ ଙ୍କ ପୁଅ ସମେତ ଭାଉଜ ଏବଂ ଭାଇ ଙ୍କୁ ଅଟକ ରଖୀ ପୋଲିସ ପଚରା ଉଚରା କରୁଛି |ତେବେ ଏହି ଘଟଣା ଆମ ସମସ୍ତଙ୍କୁ ଏହି ଶିକ୍ଷା ଦେଉଛି ଯେ ପାରିବାରିକ କଳହ ଭୁଲିଯାଏ ସବୁ ସମ୍ପର୍କ | ତେବେ ଏଠାରେ ଶାନ୍ତି ରେ ଚାଲିବା ହିଁ ଠିକ |

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଜଣେ ଗରିବ ଝିଅ କେମିତି ହେଲା ନଡ଼ିଆ ରାଣୀ ମା ତାରିଣୀ, ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ…

ଦର୍ଶକବନ୍ଧୁ ତାରିଣୀ ମନ୍ଦିର କେନ୍ଦୁଝର ଜିଲ୍ଲା ଘଟ ଗାଁ ରେ ଥିବା ଏକ ଠାକୁରାଣୀ ମନ୍ଦିର ଏଠାରେ ଅଧିଷ୍ଟାତି ଦେବୀ …

Leave a Reply

Your email address will not be published.