ଆମେ ସମସ୍ତେ ଲକ୍ଷ ଲକ୍ଷ ଲୋକ କୋଟି କୋଟି ଲୋକ ହନୁମାନଙ୍କୁ ପୂଜା କରିଥାନ୍ତି କିନ୍ତୁ ପ୍ରକୃତରେ ମଣିଷ ହନୁମାନଙ୍କୁ କାହିଁକି ପୂଜା କରେ | ଆମେ ସବୁ ବେଳେ ହନୁମାନଙ୍କୁ ପୂଜା କରିଥାନ୍ତୁ କିନ୍ତୁ ଆମ ପୂଜା ସେତେବେଳେ ଯାଏଁ ସଫଳ ନୁହେଁ ଯେତେବେଳେ ଯାଏଁ ତାଙ୍କର ଗୁଣ ଆମ ଶରୀରରେ ନ ଆସିଛି ତାଙ୍କର ଗୁଣ ଆମ କ୍ରମରେ ପ୍ରତିଫଳିତ ନହୋଇଛି | ହନୁମାଙ୍କର ଚାରାଟି ଅମୁଲ୍ୟ ଗୁଣ ଯାହାକୁ ଆମେ ଆମ ଜୀବନର ଲଗାଇଲେ ଆମ ଜୀବନକୁ ଗୋଟେ ଶକ୍ତି ସାଳି ଜୀବନ କରିବା |
ପ୍ରଥମ କଥା ହନୁମାନ ଯେତେବେଳେ ସୀତା ଦେବୀଙ୍କୁ ମାତା ସୀତାଙ୍କୁ ଖୋଜିବା ପାଇଁ ମନସ୍ତ କଲେ ସମସ୍ତେ ଠିକି କଲେ ସମୁଦ୍ର ପାର କରି ହନୁମାନ ମାତା ସୀତାଙ୍କୁ ଖୋଜିବା ପାଇଁ ଯିବାକୁ ପଡିବ ସେତେବେଳେ ହନୁମାନ ସମୁଦ୍ର କୂଳରେ ଠିଆ ହେଲେ | ସେଠାରେ ହନୁମାନ ଭୟଭିତ ହେଲେ ଏତେ ଅବ୍ଦ ସମୁଦ୍ର ମୁଁ ଜଣେ ବାନର କେମିତି ଏ ସମୁଦ୍ର ସାତ ସମୁଦ୍ର ପାର କରି ଯାଇ ସୀତା ମାତାଙ୍କର ଠାବ କରିବି ସେବେଳେ ତାଙ୍କ ମନରେ ଆଶଙ୍କା ଆସିଲା | ଅନୁମାନ ତାଙ୍କର ସବୁ ଶକ୍ତି ଭୁଲି ଗଲେ ସେତେବେଳେ ସେ ସମୁଦ୍ର କୂଳରେ ଠିଆ ହୋଇ ଅଶେଷ ବଳର ମାଲିକ ହୋଇ ମଧ୍ୟ | ଏତେ ଶକ୍ତି ସାଳି ହୋଇ ମଧ୍ୟ ସମୁଦ୍ର ଲଙ୍ଘନ କରିବା ପାଇଁ ତାଙ୍କ ମନେର ଆଶଙ୍କା ଆସିଲା | ନିଅ ଅନନ୍ତ ଶକ୍ତିକୁ ଜଣା ନିଜ ଉପରେ ବିଶ୍ୱାସ ରଖ |
ଦ୍ୱତୀୟ ରେ ଜୀବନରେ କେବେବି ଅହଂକାରି ହୁଅ ନାହିଁ ଆପଣ ମାନେ ଜାଣିଛନ୍ତି ହନୁମାନ ଅସୀମ ଶକ୍ତିର ମଳିକି ଅନନ୍ତ ଶକ୍ତି ତଥାପି ସେ ଜୀବନରେ କେବେବି ଅହଂକାର କରି ନାହାନ୍ତି | ମୋ ଦ୍ୱାରା ରାମାୟଣରେ ବହୁ ଦିନିଷ ସଫଳ ହୋଇଛି ବୋଲି ସେହି ହେଉଛି ପ୍ରକୃତ ମଣିଷର ଗୁଣ ଯେଇଁ ବହୁତ ଶକ୍ତି ଥାଇ ବହୁତ ସଫଳତା ଥାଇ ମଧ୍ୟ ସବୁବେଳେ ନମ୍ର ହିସାବରେ ରହିବା |
ତୃତୀୟ ରେ ହେଉଛି ଖରାପ ସମୟରେ ଶକ୍ତିରେ ନୁହଁ ବୁଦ୍ଧିରେ କାମ କରିବା ଉଚିତି ନିଜର ବିଚକ୍ଷଣ ବୁଦ୍ଧିକୁ ପ୍ରୟାଗ କରିବା ଉଚିତି ଯେମିତି ଠିକି ହନୁମାନ କରିଥିଲେ ଯେତେବେଳେ ଦଖିଲେ ଏଠି ଶକ୍ତିର ପ୍ରୟଗ ଠିକି ନୁହେଁ ସେତେବେଳେ ସେ ତାଙ୍କର ତୀକ୍ଷଣ ବୁଦ୍ଧିକୁ ତୁରନ୍ତ ନିଜକୁ ସୁକ୍ମ ଆଚରଣ ଧାରଣ କରିଥିଲେ ଯେତେବେଳେ ଜୀବନରେ ବିକଟ ପରିସ୍ତିସ୍ଥି ଆସୁଛି ବିଭିନ୍ନ ସମୟରେ ବିଭିନ୍ନ ପ୍ରକାରର ସମସ୍ୟା ଆସୁଛି ସେତେବେଳେ ଶକ୍ତି ନୁହଁ ବୁଦ୍ଧି ପ୍ରୟୋଗ କରିବା ଉଚିତି |
ଚତୁର୍ଥ ରେ ହେଉଛି ଆପଣ ଯେଉଁ ଜାଗାରେ ରାମ ଚନ୍ଦ୍ର ଙ୍କ ଚିତ୍ର ଦେଖିବେ ତ ସେହି ଜାଗାରେ ହନୁମାନଙ୍କର ଚିତ୍ର ଦେଖିବେ ସେ ଏମିତି ଭକ୍ତ ଥିଲେ ଏମିତି ସମର୍ପଣ ଥିଲା ଏତେ ଶକ୍ତି ଥାଇ ମଧ୍ୟ ତାଙ୍କର ମଳିକି ତାଙ୍କର ଈଶ୍ୱର ପ୍ରତି ତାଙ୍କର ଶହେ ପ୍ରତିଶତ ସମର୍ପଣ ଥିଲା | ତେଣୁ ଆମେ ଯଦି ଜୀବନରେ ସଫଳ ହେବ ପାଇଁ ଚାହୁଁଛନ୍ତି ଆମର ସମର୍ପଣ ବହୁତ ରହିବ ଆବଶକ୍ୟ ସେ ଈଶ୍ୱର ଙ୍କ ପ୍ରତି ହେଉ ଗୁରୁଙ୍କ ପ୍ରତି ହେଉ ଯାହାକୁ ଜୀବନରେ ଗୁରୁ ବୋଲି ଭାବୁଛନ୍ତି ଯାହା କଥା ଆପଣ ମାନିବାକୁ ଚାହୁଁଛନ୍ତି ଯାହା ଉପରେ ଆପଣଙ୍କର ବିଶ୍ୱାସ ଅଛି ତାଙ୍କ ପ୍ରତି ହେଉ ଆପଣଙ୍କର କର୍ମ ପ୍ରତି ହେଉ ପ୍ରତେକ କ୍ଷେତ୍ରର ଆପଣ ସମର୍ପଣ ରହିବ ଆବଶକ୍ୟ |
Check Also
ଆଉ ରହିଲା ମାତ୍ର କିଛି ସମୟ ତାପରେ ବଦଳିବ 5ଟି ରାଶିର ଭାଗ୍ୟ, ସ୍ୱୟଂ ମା ଲକ୍ଷ୍ମୀ ଆସିବେ ଆପଣଙ୍କ ଦୁଆର ମୁହଁକୁ ଦେଖିବେ…
ଦର୍ଶକବନ୍ଧୁ ଗ୍ରହ ମାନଙ୍କର ହେବାକୁ ଯାଉଛି ଏକ ବଡ଼ ଧରଣର ପରିବର୍ତ୍ତନ ଯାହା ଦ୍ଵାରା ରାଶି ଚକ୍ର ରେ ଥିବା …