Breaking News

ଆସୁଛି ଭୟଙ୍କର ବନ୍ୟା ସହ ପ୍ରବଳ ବର୍ଷା ବୁଡ଼ିଯିବ ଏହି ସବୁ ଜିଲ୍ଲା Asiba ପ୍ରବଳ ପାଣି, ଏହି ୧୪ ଜିଲ୍ଲା କୁ ଏର୍ଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ…. ଦେଖନ୍ତୁ ଆପଣଙ୍କ ଜିଲ୍ଲାରେ କଣ ରହିଛି ପ୍ରଭାବ !

ନମସ୍କାର ଦର୍ଶକବନ୍ଧୁ ଏବେ ଏବେ ପାଣିପାଗ ବିଭାଗ ପକ୍ଷରୁ ଲଘୁଚାପ କୁ ନେଇ ଆସିଲା ବଡ଼ ସୂଚନା ବଙ୍ଗୋପ ସାଗରରେ ସୃଷ୍ଟି ହେଲା ଘୁନି ବଳୟ ଲଘୁଚାପରେ ପରିଣତ ହେଲା ଆସନ୍ତା କଲି ବାତ୍ୟାର ରୂପ ନେବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ ପରବର୍ତୀ 24 ଘନ ଏହା ଡିପ୍ରେସନ ପରିଣ ହୋଇ ଓଡିଶା ଉପକୂଳକୁ ମୁହାଁହିବ ଉତର ଅଣ୍ଡର ତଥା ବଙ୍ଗୋପ ସାଗରରେ ଘେନି ଭୁତ ହେବା ନେଇ ସୂଚନା ଦେଇଛି ବିଭାଗ |

ଏହାରି ପ୍ରଭାବରେ ଆଜି ରାତିଠାରୁ ଉପକୂଳ ରେ ପର୍ଵକ ବର୍ଷା ସମ୍ଭାବନା ରହିଛି | ଦକ୍ଷିଣ ଉପକୂଳ ତଥା ଅଭ୍ୟନ୍ତରଣ ଜିଲ୍ଲାର ପ୍ରବଳ ବର୍ଷର ସୂଚନା ଦେଇଛି ପାଣିପାଗ ବିଭାଗ ଏପଟେ ଆସନ୍ତା କାଲି ଠାରୁ ରାଜ୍ୟରେ ବର୍ଷାର ପରିମାଣ ବଢିବା ସାଙ୍ଗକୁ 4 ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେଇ ଚେତା ବନେଇ ଜାରି ହୋଇଛି | 11 ରୁ 20 ସେଣ୍ଟିମିଟର ମଧ୍ୟରେ ବର୍ଷା ହେବା ନେଇ ସୂଚନା ଦେଇଛି ବିଭାଗ ବିଶେଷକରି |

କନ୍ଧମାଳ ଗଞ୍ଜାମ ଗଜପତି ସମତେ କୋରାପୁଟ ଜିଲାରେ ଆସନ୍ତା କଲି ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି ଏପଟେ ସକ୍ରିୟ ଲଘୁଚାପ ପାଷ୍ଟମି କେନ୍ଦ୍ରୀୟ ପୂର୍ବ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ଅଞ୍ଚଳରେ ସକ୍ରିୟ ରହିଛି ଲଘୁଚାପ ଘନୀଭୂତ ହୋଇ ଆଗାମୀ 24 ରୁ 48 ଘଣ୍ଟା ମଧ୍ୟରେ ବାତ୍ୟାର ପରିଣତ ହେବା ନେଇ ସୂଚନା ଦେଇଛି ବିଭାଗ ଏହି ପ୍ରଭାବ ରାଜ୍ୟରେ 10 ତରଖା ଠାରୁ ଦେଖିବା ପାଇଁ ମିଳିବ ଉପକୂଳର କେତେକ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ସତର୍କ ସୂଚନା କରିଛି ପାଣିପାଗ ବିଭାଗ |

10 ତାରିଖ ବେଳକୁ 11 ଜିଲ୍ଲାକୁ ହୋଇଛି ୱାରେନ ୱାର୍ଣ୍ଣିଂ 11 ତାରିଖରୁ 10 ଜିଲ୍ଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଚେତା ବନେଇ ଦେଇଛି ପାଣିପାଗ ବିଭାଗ ଏପଟେ ଆଜି ସନ୍ଧ୍ୟରୁ ରାଜ୍ୟର କେତେକ ଅଞ୍ଚଳରେ ପ୍ରବଳ ବର୍ଷର ସମ୍ଭାବନା ରହିଛି ଜଣାନ୍ତୁ କେଉଁ ସବୁ ଜିଲ୍ଲା ପାଇଁ ଜାରି ହୋଇଛି ଏର୍ଲୋ ୱାର୍ଣ୍ଣିଂ 7 ରୁ 11 ସେଣ୍ଟିମିଟର ମଧ୍ୟରେ ବର୍ଷା ହେବା ନେଇ ଚେତା ବନି ଜାରିକରିଛି ପାଣିପାଗ ବିଭାଗ ବିଶେଷ କରି ମାଲକାନଗିରି କୋରାପୁଟ ନବରଙ୍ଗପୁର କଳାହାଣ୍ଡି ରାୟଗଡା ଗଜପତି ଗଞ୍ଜାମ କନ୍ଧମାଳ ସମତେ ପୁରୀ ଏବଂ ଖୋର୍ଦ୍ଧା ଜିଲ୍ଲା କଣ ରହିଛି ପାଣିପାଗ ଜନିତ ଆଜିର ବଡ଼ ଖବର |

କେଉଁ ସବୁ ଜିଲ୍ଲା ମାନଙ୍କୁ ଆଗାମୀ 10 ତାରିଖ ପର୍ଯ୍ୟନ୍ତ ୱାରେନ ୱାର୍ଣ୍ଣିଂ ଓ ଏର୍ଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ଲଘୁଚାପ କେନ୍ଦ୍ର ମଧ୍ୟ ଦେଇ ଲମ୍ବିଚି ଯାହାର ପ୍ରଭାବରେ ଆଜି ଉପକୂଳ ଜିଲ୍ଲାରେ ଲାଗି ରହିଛି ବିଜୁଳୁ ଘଡଘଡି ସାଙ୍ଗକୁ ତୁହାକୁ ତୁହା ବର୍ଷା ଏବଂ ଆଗାମୀ 24 ଘଣ୍ଟା ମଧ୍ୟରେ ମୟୁରଭଞ୍ଜ ଭଦ୍ରକ ବାଲେଶ୍ୱର ଯାଜପୁର କେନ୍ଦ୍ରାପଡା ଜଗସିଂହପୁର କଟକ ଖୋର୍ଦ୍ଧା ପୁରୀ ସମତେ ନୟାଗଡ ଗଞ୍ଜାମ ଗଜପତି କନ୍ଧମାଳ ରାୟଗଡା କଳାହାଣ୍ଡି ନବରଙ୍ଗପୁର କୋରାପୁଟ ଓ ମାଲକାନଗିରି ଜିଲାରେ ବିଜୁଳି ଘଡଘଡି ସାଙ୍ଗକୁ
ବର୍ଷାର ସୂଚନା ରହିଛି |

About odisha news

Check Also

Big Update : ପୁଣି ଚାଷୀଙ୍କ ଖାତାକୁ ଆସିଲା ପିଏମ କିଷାନ ଯୋଜନା 6 ହଜାର ଟଙ୍କା କେଉଁ ଚାଷୀମାନଙ୍କୁ ମିଳିଲା ଟଙ୍କା ଜାଣନ୍ତୁ |

ବନ୍ଧୁଗଣ ଆସନ୍ତୁ ଜାଣିବ PM KISAN ଯୋଜନାର ବଡ ଖବର ତେବେ ଆପଣ ମାନେ ଯଦି PM KISAN ଯୋଜନାର …

Leave a Reply

Your email address will not be published.