Breaking News

ଆସୁଛି ଭୟଙ୍କର ବାତ୍ୟା ୨୫ ଜିଲ୍ଲାକୁ କଢା କଢି ସତର୍କ ସୂଚନା, ୧୮ ଯାଏଁ ଏହି ୨୫ ଜିଲ୍ଲାକୁ କରିବ ମହା ତାଣ୍ଡବ ଘରୁ ନବାହାରିବା ପାଇଁ ସତର୍କ ସୂଚନା ଦେଲା ପାଣିପାଗ ବିଭାଗ !

ଏବେ ଏବେ ପାଣିପାଗ ଵିଭାକୁ ନେଇ ଆସିଲା ବଡ ଖବର, ଝଡ ବର୍ଷା ନେଇ ରାଜ୍ୟରେ ସତର୍କ ସୂଚନା ଜାରି | ତେବେ ଆସନ୍ତା 24 ଘଣ୍ଟା ମଧ୍ୟରେ ଏହି ସବୁ ଜିଲ୍ଲାକୁ ବିଜୁଳି ଘଡଘଡି ସହିତ ବର୍ଷା ହେବାର ସମ୍ଭାବନା ରହିଛି | ତେବେ ଆସନ୍ତୁ କେଉଁ କେଉଁ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି ଏହି ସମ୍ପର୍କରେ ସମ୍ପୂର୍ଣ ବିବରଣୀ ଜାଣିବାକୁ ହେଲେ ଏହି ଖବରଟିକୁ ସମ୍ପୂର୍ଣ ପଢନ୍ତୁ |

ତେବେ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟରେ ବାଲେଶ୍ଵର,ଭଦ୍ରକ,ଯାଜପୁର,କେନ୍ଦ୍ରାପଡା,କଟକ,ଜଗସିଂପୁର, ମୟୌରଭଞ୍ଜ,କେନ୍ଦୁଝର,ଢେଙ୍କାନାଳ,ଅନୁଗୁଳ ଜିଲ୍ଲାରେ ଗୋଟିଏ ରୁ କିମ୍ବା ଦୁଇଟି ସ୍ଥାନରେ ବଜ୍ରପାତ ଓ ଝାଡ଼ବର୍ଷା ଜନିତ କାଳବୈଶାଖୀର ମଧ୍ୟ ସମ୍ଭାବନା ରହିଛି | ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି 30ରୁ 40 କିଲୋମିଟର ପର୍ଯ୍ୟନ୍ତ ରହି ପରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି |

ସେହିପରି ସମୟ ମଧ୍ୟରେ ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ,କୋରାପୁଟ, ନବରଙ୍ଗପୁର ଜିଲ୍ଲାରେ ଗୋଟିଏରୁ କିମ୍ବା ଦୁଇଟି ସ୍ଥାନରେ ବଜ୍ରପାତ ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗର ଭୁବେନେଶ୍ଵର ସ୍ତିତ ଆଞ୍ଚଳିକ ପାଣିପାଗ ବିଜ୍ଞାନୀ ପକ୍ଷରୁ ଜାରିଏହି ସତର୍କ ସୂଚନାରେ କୁହାଯାଇଛି | ତେବେ ଏହାକୁ ଦୃଷ୍ଟିରେ ରଖି 18ଟି ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ଏଲୋ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରାଯାଇ ସତର୍କ ରହିବାକୁ ସୂଚନା ଦିଆଯାଇଛି |

ତେବେ କାଳବୈଶାଖୀ ସମୟରେ ପଦାକୁ ନବାହାରିବା ପାଇଁ ଲୋକଙ୍କୁ ପରାମର୍ଶ ଦେଇଛି ପାଣିପାଗ କେନ୍ଦ୍ର | ସେହି ପରି ଜାରି ସତର୍କ ସୂଚନା ଅନୁସାରେ ଉତର ଉପକୂଳ ଓଡିଶା ମୟରଭଞ୍ଜ, କେନ୍ଦୁଝର ଜିଲ୍ଲାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହଳିକାରୁ ମଧ୍ୟମ ଧରଣର ବର୍ଷା ବା ବଜ୍ରପାତ ହେବାର ସମ୍ଭାବନା ରହିଛି | ଓଡ଼ିଶାର ଜିଲ୍ଲା ଗୁଡିକରେ ଆସନ୍ତା ତିନରୁ ଚାରି ଦିନ ମଧ୍ୟରେ ସର୍ବାଧିକ ତାପମାତ୍ରା ଦିନର ତାପମାତ୍ରାରେ କୌଣସି ବଡଧରଣର ପରିବର୍ତନ ହେବାର ମଧ୍ୟ ସମ୍ଭାବନା ନାହିଁ |

ଅନ୍ୟ ପଟେ 24 ଘଣ୍ଟା ମଧ୍ୟରେ ଭୁବେନେଶ୍ଵର ଅଖା ପାଖ ଅଞ୍ଚଳରେ ଆକାଶ ମେଘୁଆ ରହିବ ସହ ଅପରାହ୍ନରେ ହଳିକା ବର୍ଷା ସହ ବଜ୍ରପାତ ସମ୍ଭାବନା ନେଇ ପାଣିପାଗ ବିଭାଗ ଆକଳନ କରିଥିବା ବେଳେ ଅପରାହ୍ନ 4.30 ପାଖ ପାଖି ଭୁବେନେଶ୍ଵର ଆକାଶ ମେଘୁଆ ରହିବ ସହ ଥଣ୍ଡା ପବନ ବହିବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି |

About odisha news

Check Also

ଏହି ତାରିଖରେ ମିଳିବାକୁ ଯାଉଛି କାଳିଆ ଯୋଜନାର ଦ୍ୱିତୀୟ କିସ୍ତି ଟଙ୍କା, ଦେଖନ୍ତୁ ଡେଉଁ ମାନଙ୍କୁ ମିଳିବ ଏହି ଟଙ୍କା ଓ କେଉଁ ମାନଙ୍କୁ ମିଳିବ ନାହିଁ ଏହି ଟଙ୍କା !

କାଳିଆ ଯୋଜନାରେ ଏବେ ଆସୁଛି ଆଉ କିଛି ନୂଆ ଯୋଜନ ଆପଣ ମାନେ ସମସ୍ତେ ଜାଣିଥିବେ କାହାକୁ ଟଙ୍କା ମିଳୁଥିବା …

Leave a Reply

Your email address will not be published.