Breaking News

ଆସୁଛି ବଡ଼ ଧରଣ ର ବର୍ଷା Saha ବଜ୍ରପାତ ଏହି ସବୁ ଜିଲ୍ଲା କୁ ସତର୍କ କରାଇଲା ପାଣିପାଗ ବିଭାଗ, ଆପଣଙ୍କ ଜିଲ୍ଲା ରେ କଣ ରହିବ ଏହାର ପ୍ରଭାବ ଦେଖନ୍ତୁ !

ଏବେ ଏବେ ପାଣିପାଗ ବିଭାଗ ପକ୍ଷରୁ ଲଘୁଚାପ ନେଇ ଆସିଲା ବଡ଼ ସୂଚନା ଭୀଷଣ ରୂପ ନେଇଛି ଲଘୁଚାପ ଆଗାମୀ 24 ଘଣ୍ଟା ଆହୁରି ଘେନି ଭୁତ ହେବା ନେଇ ସୂଚନା ଦେଲା ବିଭାଗ ପ୍ରଭାବରେ ଦକ୍ଷିଣ ରେ ପ୍ରବଳ ବର୍ଷା ନେଇ ଚେତା ବନି ଜାରି କରିଛି ପାଣିପାଗ ବିଭାଗ | ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି. କଳାହାଣ୍ଡି,ନବରଙ୍ଗପୁର ସମତେ ପ୍ରସଵର୍ତୀ ଜିଲ୍ଲା ଗୁଡିକ ଲାଗିରହିବ ପ୍ରବଳରୁ ଅତି ପ୍ରବଳ ବର୍ଷା |

ଆଗାମୀ 48 ଘଣ୍ଟା ମଧ୍ୟରେ ସମସ୍ତ ଜିଲ୍ଲା ମାନଙ୍କରେ ଦେଖିବା ପାଇଁ ମିଳିବ ଭୀଷଣ ବର୍ଷା ଏପଟେ ରାଜ୍ୟର 8ଜିଲାକୁ ଫୁଣି ଜାରି ହେଲା ସତର୍କ ସୂଚନା ଏହି ଅଧିକାଂଶ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଚେତା ବନି ଜାରିକରିଛି | 11 ରୁ 20 ସେଣ୍ଟିମିଟର ମଧ୍ୟରେ ସମସ୍ତ ଜିଲ୍ଲା ମାନଙ୍କରେ ଜାରି ରହିବ ଲଗାଣ ବର୍ଷା ଆଉ 16 ଜିଲ୍ଲା ପାଇଁ ସତର୍କ ସୂଚନା ଜାରି ସୂଚନା ଦେଇଛି ପାଇପାଗ ବିଭାଗ |

ଏପଟେ ଗୋଟେ ଲଘୁଚାପ ନଯାଉଣୁ ଆହୁରି ଏକ ଲଘୁଚାପ ଆସିବା ନେଇ ଏବେ ଏବେ ପାଣିପାଗ ବିଭାଗ ସୂଚନା ଦେଇଛି IMD ସୂଚନା ଦେଉଛି ଆଉ ଏକ ବଡ଼ ଲଘୁଚାପ 15 ତାରିଖ ବେଳକୁ ଆଉ ଏକ ଲଘୁଚାପ କ୍ଷେତ୍ରର ସମ୍ଭାବନା ରହିଛି ପ୍ରଶାନ୍ତ ମହାସାଗର ଆସୁଛି ବାତ୍ୟା ବଳୟର ଅବଶିଷ୍ଟ ଏହାର ପ୍ରଭାବରେ 15 ତାରିଖ ବେଳକୁ ଫୁଣି ବଙ୍ଗୋପ ସାଗରରେ ଦାନା ବାନ୍ଧିବ ଲଘୁଚାପ ଏନେଇ ସୂଚନା ଦେଇଛନ୍ତି IMD ମୃତୁଞ୍ଜୟ ମହାପାତ୍ର ତେବି ଏହା ଉତ୍ତର ପଶ୍ଟିମ ବଙ୍ଗୋପ ସାଗର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହିବ ନେଇ ସୂଚନା ଦେଇଛି ବିଭାଗ |

ଏହାର ପ୍ରଭାବରେ ଉତର ଉପକୂଳ ଜିଲ୍ଲାରେ ଆଗକୁ ପ୍ରବଳ ବର୍ଷା ରହିଛି ତେବେ ନିଶ୍ଚୟ ଜଣାନ୍ତୁ କେଉଁ ସବୁ ଜିଲ୍ଲା ମାନଙ୍କୁ ଆଗକୁ ଫୁଣି ଠାରେ ପ୍ରଵାଲାରୁ ଅତିପ୍ରବଳ ବର୍ଷା ଦେଖିବା ପାଇଁ ମିଳିବ | ଏବଂ କେବେ ଠାରୁ କେତେ ପର୍ଯ୍ୟନ୍ତ ରାଜ୍ୟରେ ଫୁଣି ଥରେ ଲାଗି ରହିବ ଲାଗାଁ ବର୍ଷା ଲଘୁଚାପକୁ ନେଇ କଣ ଆସିଛି ବଡ଼ ଖବର | ଆସୁଥିବା ସୂଚନା ଅନୁସାରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ଏହାର ପ୍ରସଵର୍ତୀ ଅଂଚଳରେ ସକ୍ରିୟ ରହିଛି ଲଘୁଚାପ କ୍ଷେତ୍ର |

ଆଜି ସନ୍ଧ୍ୟା ସୁଧା ଆହୁରି ଘନୀଭୂତ ହୋଇ ଏହି ସମୟରେ ପବନର ବେଗ ରାଜ୍ୟରେ ପ୍ରସଵର୍ତୀ ଅଞ୍ଚଳରେ 45 ରୁ 50 କିଲୋ ମିଟର ବେଗରେ ବହିବାର ସମ୍ଭାବନା ରହିଛି ସମୟ ସମୟ 65 କିଲୋ ମିଟର ଯାଇପାରେ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ ମାଛଜୀବି ମାନଙ୍କୁ ସୂଚନା କରାଇଛି ପାଣିପାଗ ଆଗାମୀ 13 ତାରିଖ ପର୍ଯ୍ୟନ୍ତ ସମୁଦ୍ର ଯିବାକୁ ବାରନକରାଯାଇଛି |

About odisha news

Check Also

Big Update : ପୁଣି ଚାଷୀଙ୍କ ଖାତାକୁ ଆସିଲା ପିଏମ କିଷାନ ଯୋଜନା 6 ହଜାର ଟଙ୍କା କେଉଁ ଚାଷୀମାନଙ୍କୁ ମିଳିଲା ଟଙ୍କା ଜାଣନ୍ତୁ |

ବନ୍ଧୁଗଣ ଆସନ୍ତୁ ଜାଣିବ PM KISAN ଯୋଜନାର ବଡ ଖବର ତେବେ ଆପଣ ମାନେ ଯଦି PM KISAN ଯୋଜନାର …

Leave a Reply

Your email address will not be published.