Breaking News

ଆସୁଛି ବଡ଼ ଧରଣ ର ବର୍ଷା Saha ବଜ୍ରପାତ ଏହି ସବୁ ଜିଲ୍ଲା କୁ ସତର୍କ କରାଇଲା ପାଣିପାଗ ବିଭାଗ, ଆପଣଙ୍କ ଜିଲ୍ଲା ରେ କଣ ରହିବ ଏହାର ପ୍ରଭାବ !

ନମସ୍କାର ବନ୍ଧୁଗଣ ମିଳିଛି ଏକ ବଡ଼ ଖବର ଏବେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ରୁ ଏକ ବଡ଼ ଖବର ସାମ୍ନା କୁ ଆସିଛି ବର୍ତ୍ତମାନ୍ ଗୋଟିଏ ଲଘୁଚାପ ନ ସରୁଣୁ ପୁଣି ଥରେ ଆଉ ଏକ ସୃଷ୍ଟି ହେବାର ସମ୍ଭାବନା ରହିଛି ତେବେ ସୂଚନା ମିଳିଛି କି ଏହି ଲଘୁଚାପ ଗତ ଲଘୁଚାପ ଠାରୁ ଭୟାନକ ଅଟେ ତେବେ ଏହି ଲଘୁଚାପ ର ପ୍ରଭାବ ନେଇପାରେ କି ଭୟଙ୍କର ବାତ୍ୟା ରୂପ ଆସନ୍ତୁ ଜାଣିବା କଣ ରହିଛି ପାଣିପାଗ ସୂଚନା ଏବଂ ତା ସହିତ ବାତ୍ୟା ହେଲେ କେଉଁ କେଉଁ ଜିଲ୍ଲାରେ ରେ ବାତ୍ୟା ର ପ୍ରଭାବ ପଡ଼ିବ।

ତେବେ ଯାହା ସୂଚନା ମିଳିଛି ଆସନ୍ତା ୪୮ ଘଂଟା ଭିତରେ ବା ଆସନ୍ତା ୭ ତାରିଖ ରୁ ବଙ୍ଗୋବସାଗର ର ରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ ଏହାର ପ୍ରଭାବ ରେ ପରବର୍ତ୍ତୀ ୪୮ ଘଂଟା ବା ୯ ତାରିଖ ବେଳକୁ ପଶ୍ଚିମ ବଙ୍ଗୋସାଗର ଏକ ବଡ଼ ଲଘୁଚାପ ସୃଷ୍ଟି ହେବ ବୋଲି ଆଞ୍ଚଳିକ ପାଣିପାଗ ପକ୍ଷ ରୁ ଆଜି ପୂର୍ବାନୁମାନ କରାଯାଇଛି ତେବେ ଘୂର୍ଣ୍ଣିବଳୟ ପ୍ରଭାବରେ ମଙ୍ଗଳବାର ଦିନ ରାଜ୍ୟ ରେ ପ୍ରବଳ ହେବାର ସମ୍ଭାବନା ରହିଛି |

କେନ୍ଦ୍ର ର ସୂଚନା ମୁତାବକ ଆଜି ଗଞ୍ଜାମ କନ୍ଧମାଳ ମାଲକାନଗିରି କୋରାପୁଟ ରାୟଗଡ଼ା ଏବଂ ନବରଙ୍ଗପୁର ଆଦି ଜିଲ୍ଲା ରେ ମଧ୍ୟ ପ୍ରବଳ ବର୍ଷା ହେବ ବୋଲି କୁହାଯାଉଛି ଏଥି ସହିତ ପୁରୀ ଖୋର୍ଦ୍ଧା ନୟାଗଡ଼ ଗଞ୍ଜାମ ଗଜପତି କଟକ ଜଗତ ସିଂହପୁର ମାଲକାନଗିରି କୋରାପୁଟ କଳାହାଣ୍ଡି କନ୍ଧ ମାଳ ବୌଦ୍ଧ ଅନୁଗୁଳ ଢେଙ୍କାନାଳ ଯାଜପୁର ମୟୂରଭଞ୍ଜ ଏହି ସବୁ ଜିଲ୍ଲା ମାନଙ୍କ ରେ ବିଯୁନି ଘଡଘଡି ସହ ବର୍ଷା ହୋଇପାରେ ବୋଲି କୁହାଯାଉଛି |

ପାଣିପାଗ ବିଭାଗ ରୁ ୟାଲୋ ୱର୍ଣିଗ ଜାରି କରାଯାଇଛି ପାଣିପାଗ କେନ୍ଦ୍ର ଆହୁରି ମଧ୍ୟ କହିଛନ୍ତି ଯେ ୮ ତାରିଖ ରେ ନବରଙ୍ଗ ପୁରା କୋରାପୁଟ ରାୟଗଡ଼ା କଳାହାଣ୍ଡି କେଉଁଝର ଆଦି ଜିଲ୍ଲା ରେ ମଧ୍ୟ ୱର୍ଣୀଙ୍ଗ କରାଯାଇଛି ତାହା ସହିତ ପୁରୀ ଖୋର୍ଦ୍ଧା ଗଞ୍ଜାମ ଗଜପତି ନବରଙ୍ଗପୁର କୋରାପୁଟ ରାୟଗଡ଼ା ମଧ୍ୟ ପ୍ରବଳ ବର୍ଷା ର ସମ୍ଭାବନା ରହିଛି ତେଣୁ ଏ ସବୁ ଅଞ୍ଚଳ ପାଇଁ ପାଣିପାଗ ବିଭାଗ ରୁ ୟଲୋ ୱାର୍ଣୀଙ୍ଗ ଜାରି କରାଯାଇଛି |

୯ ତାରିଖ ରୁ ଲଘୁଚାପ ଫଳ ରେ ରାଜ୍ୟ ରେ ପରିବର୍ତ୍ତନ ହେବ ୮ ଜିଲ୍ଲା ରେ ପ୍ରବଳ ରୁ ଅତି ପ୍ରବଳ ବର୍ଶିବ ବୋଲି କୁହାଯାଉଛି ସେହି ଜିଲ୍ଲା ଗୁଡ଼ିକୁ ହେଲା ଗଞ୍ଜାମ ଗଜପତି ପୁରୀ ମାଲକାନଗିରି କୋରପୁଟ ନବରଙ୍ଗପୁର ରାୟଗଡା ଏବଂ କଳାହାଣ୍ଡି ସେଇଭଳି କେନ୍ଦ୍ରାପଡା ଜଗତସିଂହପୁର କଟକ ଖୋର୍ଦ୍ଧା ନୟାଗଡ଼ କନ୍ଧମାଳ ରେ ମଧ୍ୟ ପ୍ରବଳ ବର୍ଷା ହୋଇପାରେ ପାଣିପାଗ କେନ୍ଦ୍ର ରେ କୁହାଯାଇଛି |

ତେବେ ମୌସୁମୀ ଜନିତ ନିମ୍ନ ଚାପରେ ମୌସୁମୀ ଦୁର୍ବଳ ରହିଛି ଲଘୁଚାପ ବର୍ଷା ପରେ ରାଜ୍ୟ ରେ ବନ୍ୟା ହବର୍ ଆଶଙ୍କା କରାଯାଉଛି ଅନ୍ୟ ପକ୍ଷରେ ଆସନ୍ତା କଲି ରାଜଧାନୀ ଏବଂ ସଂଲଗ୍ନ ଅଞ୍ଚଳ ଗୁଡ଼ିକ ରେ ପାଗ ସାଧାରଣ ମେଘୁଆ ରହିବ ଅପରାହ୍ନ ଆଡ଼କୁ ମଧ୍ୟ ବର୍ଷା ର ସମ୍ଭାବନା ରହିଛି ସେଥିପାଇଁ ଆପଣ ମାନେ ସତର୍କ ରୁହନ୍ତୁ |

About odisha news

Check Also

Big Update : ପୁଣି ଚାଷୀଙ୍କ ଖାତାକୁ ଆସିଲା ପିଏମ କିଷାନ ଯୋଜନା 6 ହଜାର ଟଙ୍କା କେଉଁ ଚାଷୀମାନଙ୍କୁ ମିଳିଲା ଟଙ୍କା ଜାଣନ୍ତୁ |

ବନ୍ଧୁଗଣ ଆସନ୍ତୁ ଜାଣିବ PM KISAN ଯୋଜନାର ବଡ ଖବର ତେବେ ଆପଣ ମାନେ ଯଦି PM KISAN ଯୋଜନାର …

Leave a Reply

Your email address will not be published.