Breaking News

ଆସୁଛି ଆଉ ଏକ ବାତ୍ୟା ଏହି ସବୁ ଜିଲ୍ଲାକୁ ସତର୍କ କଲା ପାଣିପାଗ ବିଭାଗ !

ତେବେ ବର୍ତ୍ତମାନ ଯାହା ସୂଚନା ମିଳୁଛି ଫୁଣି ମାଡି ଆସୁଛି ଆଉ ଏକ ବାତ୍ୟା ରାଜ୍ୟରେ ପ୍ରବଳ ବର୍ଷାକୁ ନେଇ ଆକଳନ କରିଛି ପାଣିପାଗ ବିଭାଗ ତେବେ ଆସନ୍ତୁ ଜାଣିବା ଓଡିଶା ଉପରେ ଏହାର କଣ ରହିଛି ପ୍ରଭାବ ଓ କେଉଁ ସବୁ ଜିଲ୍ଲାକୁ ଏହାର ସତର୍କତା ଜାରି କରାଯାଇଛି ଆସନ୍ତୁ ଜାଣିବା ଏହା ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ |

ତେବେ ଗ୍ରୀଷ୍ମ ର ପହଲି ଗରମ ଆରମ୍ଭ ହୋଇଯିବ ବେଳେ ଉଙ୍କି ମାରିଲାଣି ବାତ୍ୟା ଆଶଙ୍କା ଆସନ୍ତା 22 ତାରିଖ ରେ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ପାଇଁ ଦାନା ବାନ୍ଧିବ ଏମିତି ସମ୍ଭାବ୍ୟ ଚିତ୍ର ଦେଖାଇଛନ୍ତି ବିଭିନ୍ନ ପାଣିପାଗ ମଡେଲ ଏହାର ତୀବ୍ରତା ଗତି କୁ ନେଇ ଏବେ ଠାରୁ ଆକଳନ କରିହେବନି କିନ୍ତୁ ଲଘୁଚାପ ସୃଷ୍ଟି ହେବାରେ ସେତେବେଳର ସମ୍ଭାବ୍ୟ ମପାଯାଇପାରିବ |

ଏହା ପୂର୍ବ ଉପକୂଳ କୁ ଗତି କରିବ କି ନାହିଁ ଏହା ଏବେ କହିବା ମୁସ୍କିଲ ତେବେ ଏହା ଉପକୂଳ ଓଡିଶାର ପାଗ ବଦଳିବା ସମ୍ଭାବ୍ୟ ରହିଛି ମାର୍ଚ୍ଚ ମାସ ରେ ବାତ୍ୟା ସୃଷ୍ଟି ହୋଇଥାଏ ତେବେ ବିଶିଷ୍ଟ ପାଣିପାଗ ବୈଜ୍ଞାନିକ କହିଛନ୍ତି କି କିଛି IMD ମଡେଲ ଅନୁସାରେ ଆସନ୍ତା 20 ତାରିଖ ରୁ ଦକ୍ଷିଣ ପୂର୍ବ ବଙ୍ଗୋପ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭବନା ଅଛି |

ଏହା କ୍ରମଶଃ ଘନୀଭୂତ ହୋଇ ଉତ୍ତର ବଙ୍ଗୋପ ସାଗରରେ ପହଞ୍ଚିବ ଏହା କେତେ ଘନୀଭୂତ ହେବ ଗତିପଥ କଣ ରହିବ କେଉଁଠାରେ ସ୍ଥଳଭାଗ ଛୁଇଁବ ସେ ଦିଗ ରେ ବିଭିନ୍ନ ମଡେଲ ରେ ସମ୍ଭାବନା ନାହିଁ | ଜଳବାୟୁ ପରିବର୍ତ୍ତନ ସମ୍ଭାବ୍ୟ ଭାରତୀୟ ଉପକୂଳ ଛୁଇଁବା ସମ୍ଭାବନା ସମ୍ପୁର୍ନ ଏଡାଇ ଦିଆଯାଇନପାରେ ଏହାର ସମ୍ଭାବ୍ୟ ଗତି ଜଣାପଡି ନାହିଁ |

About odisha news

Check Also

ରାଜ୍ୟର ଅନେକ ସ୍ଥାନରେ ଆଜି ପ୍ରବଳ ଛେଚିବ…କାଲି ସୃଷ୍ଟି ହୋଇପାରେ ଘୁର୍ଣ୍ଣିବଳୟ,ଏହି ସବୁ ଜିଲ୍ଲାକୁ ସତର୍କ ସୂଚନା ଦେଲେ ପାଣିପାଗ ବିଭାଗ !

ମୌସୁମୀର ବଙ୍ଗୋପ ସାଗର ଶାଖା ସକ୍ରିୟ ରହିଛି 22 ରୁ 25 ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା …

Leave a Reply

Your email address will not be published.