Breaking News

ଆସୁଛି ଆଉ ଏକ ବଡ଼ ଲଘୁଚାପ ସତର୍କ କରାଇଲା Panipaga ବିଭାଗ, ଏହି 15ଟି ଜିଲ୍ଲା କୁ ପ୍ରବଳ ଛେଚିବ, ଜାଣନ୍ତୁ ଆପଣଙ୍କ ଜିଲ୍ଲା ରେ କଣ ରହିବ ଏହାର ପ୍ରଭାବ !

ନମସ୍କାର ବନ୍ଧୁଗଣ ବର୍ତ୍ତମାନ୍ ଯାହା ସୂଚନା ମିଳୁଛି ଆଜି ଠାରୁ ରାଜ୍ୟରେ ବଢିବ ବର୍ଷାର ପରିମାଣ ଆଗାମୀ 24 ଘଣ୍ଟା ମଧ୍ୟରେ କିଛି ଜିଲ୍ଲାରେ ବିଜୁଳି ଘଡଘଡି ସହିତ ପ୍ରବଳ ବର୍ଷାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ କାର୍ଯ୍ୟଳୟ ପକ୍ଷରୁ ଜଣା ପଡ଼ିଛି ତେବେ ସପ୍ତାହ ବାପି ହେଉଥିବା ଗୁଳୁଗୁଳିରୁ ମଧ୍ୟ ଟିକେ ଆଶ୍ୱସ୍ତି ମିଳିବ |

ତେବେ ଆଜି ଠାରୁ ହେବାକୁ ଥିବା ହାଲୁକା ବର୍ଷା ରାଜ୍ୟ ବାସୀଙ୍କୁ ସୋଲ୍ପ ଆରାମ ଦେବ ବୋଲି କୁହାଯାଇଛି ଆସନ୍ତା 4 ରୁ 5 ଦିନ ପର୍ଯ୍ୟନ୍ତ ରାଜ୍ୟର କିଛି ଜିଲ୍ଲାରେ ଗୋଟିଏ ରୁ ଦୁଇଟି ଜିଲ୍ଲାରେ ପ୍ରବଳ ବର୍ଷାର ମଧ୍ୟ ସମ୍ଭାବନା ରହିଛି ଆଞ୍ଚଳିକ ପାଣିପାଗ କାର୍ଯ୍ୟଳୟ ସୂଚନା ଅନୁସାରେ ସେପ୍ଟେମ୍ବର 5 ରୁ ବର୍ଷା ଆହୁରି ଟ୍ରିବ୍ର ଗରମ ସମ୍ଭାବନା ରହିଛି ବୋଲି ଗତ କାଲିଠାରୁ କୁହାଯାଉଥିଲା |

ତେବେ ବର୍ତ୍ତମାନ୍ ଆଜିଠାରୁ ଆରମ୍ଭ ହେବାକୁ ଯାଉଅଛି ଯାହା ଫଳରେ ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ଏବଂ ବର୍ଜ୍ରପାତ ହେବାର ମଧ୍ୟ ସମ୍ଭାବନା ରହିଛି ଏହା ସହିତ ଆସନ୍ତା 4 ରୁ 5 ଦିନ ପର୍ଯ୍ୟନ୍ତ ରାଜ୍ୟରେ କେତେକ ଜିଲ୍ଲାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ପାଇଁ ମଧ୍ୟ ୟେଲୋ ୱାର୍ଣୀଙ୍ଗ ଜାରି କରାଯାଇଛି |

ସେପ୍ଟେମ୍ୱର ୭ ତାରିଖ ସକାଳ 8.30 ପର୍ଯ୍ୟନ୍ତ କେଉଝର ମୟୂରଭଞ୍ଜ କନ୍ଧମାଳ ରାଏଗଡ଼ା ଗଞ୍ଜାମ ଗଜପତି କୋରାପୁଟ ଓ ମାଲକାନଗିରି ରେ ପ୍ରବଳ ବର୍ଷା ପାଇଁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଚେତାବନୀ ଜାରି କରିଛି ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ବଙ୍ଗୋପ ସାଗରରେ ଦୁଇଟି ଲଗାତାର ଲଘୁଚାପ ଅଞ୍ଚଳ ସୃଷ୍ଟି ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ଶୁକ୍ରବାର ଦିନ ପୂର୍ବାନୁମାନ କରିଚି |

ପ୍ରଥମ ଟି ବାଙ୍ଗାଲୋର ମଧ୍ୟ ପଶ୍ଚିମ କେନ୍ଦ୍ରୀୟ ଉପକୂଳରେ ଯାହାକି ଏବଂ ଉତ୍ତର ପଶ୍ଚିମ ବଙ୍ଗୋପ ସାଗରରେ ସେପ୍ଟେମ୍ବର 8 ସୁଦ୍ଧା ଏବଂ ଦ୍ୱିତୀୟଟି ସେପ୍ଟେମ୍ବର 9 ରୁ 15 ମଧ୍ୟରେ ବିକାଶ ହେବ ବୋଲି ଆଶା କରାଯାଇଛି ବୋଲି ଭୁବନେଶ୍ବର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ କହଛନ୍ତି ସେଥି ପାଇଁ ଆପଣ ମାନେ ଆର୍ଲଟ୍ ରୁହନ୍ତୁ |

About odisha news

Check Also

ବର୍ଷା ସହ ଖେଳ Tunguru ଭୋଳ ପାଇଁ ହେଲା କାଳ ଏହି କେସ ରେ ଜେଲ ଗଲେ ଟୁଙ୍ଗୁରୁ ହାତ ଯୋଡି ସମସ୍ତଙ୍କୁ ମାଗିଲେ ସାହାଯ୍ୟ…

ଦର୍ଶକବନ୍ଧୁ ବର୍ଷା ସହିତ ଖେଳ ଟୁଙ୍ଗୁରୁ ପାଇଁ ହେଲା କାଳ ଅଭିଯୋଗରେ ଶେଷରେ ଜେଲ୍ ଗଲା ଟୁଙ୍ଗୁରୁ ଭୋଳ ତେବେ …

Leave a Reply

Your email address will not be published.