Breaking News

ଆସୁଛି ଆଉ ଏକ ଲଘୁଚାପ ଏହି ସବୁ ଜିଲ୍ଲାରେ ପ୍ରବଳ ଛେଚିବ ?

ଦର୍ଶକବନ୍ଧୁ ତାତିରେ ମିଳିବ ଆସ୍ବସ୍ତି ଆଜି ଠାରୁ ରାଜ୍ୟରେ ବର୍ଷା 6 ତାରିକରୁ ଲଘୁଚାପ ଆଶଙ୍କା ଏଇ ନେଇ ପାଣିପାଗ ବିଭାଗ ପକ୍ଷରୁ ନୂଆ ଗାଇଡି ଲାଇନି ତେବେ ଆସନ୍ତା 6 ତାରିକରେ ଉତ୍ତର ପୂର୍ବ ବଙ୍ଗପ ସାଗରରେ ଏକ ଘୁର୍ନି ଝଡ ହେବାର ଆଶଙ୍କା ରହିଛି ଏହା ଲଘୁଚାପ ରୂପ ନେଇ ପରେ | ତେବେ ଏହାର ପ୍ରଭାବରେ ଉପକୂଳ ଓଡ଼ିଶାରେ ବର୍ଷାର ସମ୍ଭାବନା ରହିଛି ତେବେ କେଉଁ ଜିଲା ମାନଙ୍କରେ ବର୍ଷା ହେବ କାନରହିଛି ପାଣିପାଗ ବିବାହାଗର ସୂଚନା |

ଆଜି ଠାରୁ ରାଜ୍ୟରେ ଜାରି ରହି ବର୍ଷା କେଉଁଝର , ବାଲେଶ୍ୱର ,ଭଦ୍ରକ କେନ୍ଦ୍ରାପଡା , ରାୟଗଡା ,ଗଜପତି , କୋରାପୁଟ ଓଏ ମାଲକାନଗିରି ଜିଲ୍ଲାରେ ହାଲୁକରୁ ମଧ୍ୟମ ଧରଣ ବର୍ଷା ହୋଇ ପରେ | ଠିକି ସେହିଭଳି ଆସନ୍ତା କାଲି ମଧ୍ୟ ରାଜ୍ୟର ଉତ୍ତର ଉପକୂଳ ସମତେ ବିଭିନ୍ନ ସ୍ଥାନରେ ବର୍ଷା ହେବ ବୋଲି ପାଣିପାଗ ବିବାହାଗ ଆକଳନ କରିଛି | ତେବେ ଏପ୍ରିଲ ମାସରେ ପଶ୍ଟିମ ଓଡିଶା ଜଳିବ ବୋଲି ପାଣିପାଗ ବିବାହାଗ ଆକଳନ କରିଛି |

ତେବେ ମାର୍ଚ୍ଚ ମାସରେ ତାପ ମାତ୍ର 1022 ବର୍ଷର ରେକର୍ଡ ଭାଙ୍ଗିଛି ଏବର୍ଷ ବହୁତ ଶୀଘ୍ର ଗରମ ହୋଇଛି ଏପ୍ରିଲ ମାସରେ ରାଜ୍ୟସ୍ତନ ଆଡୁ ରାଜ୍ୟକୁ ଗରମ ଓ ଉତ୍ତରା ପବନ ବହିବ ଗତ ସପ୍ତାହରୁ ଏହି ପବନ ବହିବା ଆରମ୍ଭ ହେବ ତେବେ ପଶ୍ଟିମ ଓଡ଼ିଶାରେ ପଶ୍ଚିମା ପବନ ସୀମିତ ରହିଛି ଓ ଏହା ପୁଞ୍ଜି ଭୁତ ହେବାପରେ ଗରମ ବଢୁଛି ତେବେ ସୂର୍ଯ୍ୟଙ୍କ ଉତ୍ତାପ ଯୋଗୁଁ ସୂର୍ଯ୍ୟ କିରଣ ପଖର ହେବ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି |

ଆଉ ତା ଛଡା ପଶ୍ଟିମ ଓଡ଼ିଶାର କିଛି ଜିଲ୍ଲାରେ 3ଦିନ ହେବ ଗ୍ରୀଷ୍ମ ଲହରୀ ଜାରି ରହିଛି ଆଜି ଠାରୁ ମଧ୍ୟ ଏହାକୁ ମଧ୍ୟ ପ୍ରତିହାର କରି ନିଆଯାଇଛି ପାଣିପାଗ କେନ୍ଦ୍ର ଅନୁଯାଇ ଆସନ୍ତା 5 ଦିନ ମଧ୍ୟରେ ତାପମାତ୍ର ବିଶେଷ ପରିବର୍ତନ ହେବାକୁ ନଥିବା ବେଳେ ଅନେକ ସ୍ଥାନରେ ତାପମାତ୍ର 3 ରୁ 4 ଡିଗ୍ରୀ ଉପରେ ରହିବ | ଏହା ଛଡା ଆସନ୍ତା କଲି ମଧ୍ୟ ମୟୁରଭଞ୍ଜ , କେଉଁଝର , ବାଲେଶ୍ୱର ଭଦ୍ରକ,ଯାଜପୁର , କେନ୍ଦ୍ରାପଡା ଜଗସିଂହପୁର , କଟକ ,କନ୍ଦମାଲ , ଗଞ୍ଜାମ, ଗଜପତି କୋରାପୁଟ , ମାଲକାନଗିରି ଜିଲ୍ଲାରେ ଗୋଟିଏ ଦୁଇଟି ସସ୍ଥାନରେ ଘଡ ଘଡ଼ି ସହ ବର୍ଷା ହେବାର ପାଣିପାଗ ବିବାହାଗ ସୂଚନା ଦେଇଛି |

About odisha news

Check Also

ଶକ୍ତିଶାଳୀ ହେଉଛି ଲଘୁଚାପ, ପୁଣି ଓଡିଶାକୁ ମାଡି ଆସୁଛି ଭୟଙ୍କର ଲଘୁଚାପ, ଆଜିଠାରୁ ପ୍ରବଳ ବର୍ଷା, Panipaga ବିଭାଗ ଦେଲେ ଭୟଙ୍କର ସୂଚନା… ଦେଖନ୍ତୁ ପୁରା ଖବର…

ବର୍ତମାନର ବଡ଼ ଖବର ପାଣିପାଗକୁ ନେଇ ଆସୁଛି ଆଉକିଛି ବଡ଼ ଖବର ଆହୁରି ଶକ୍ତି ଶାଳୀ ହେବ ଲଘୁଚାପ ରାଜ୍ୟରେ …

Leave a Reply

Your email address will not be published.