Breaking News

୮ମରୁ ୧୦ମ ପିଲାଙ୍କ ପାଇଁ ଆରମ୍ଭ ହେଲା ସ୍କଲାରସିପ୍‌ ( scholarship ) ଛାତ୍ର ଛାତ୍ରୀ ମାନକୁ ମିଳିବ ୩୬ ହଜାର ଟଙ୍କା….ଦେଖନ୍ତୁ ଏହି ନିୟମ କେବେଠାରୁ ଲାଗୁହେବାକୁ ଯାଉଛି !

ନମସ୍କାର ଦର୍ଶକବନ୍ଧୁ ଅଷ୍ଟମରୁ ଦଶମ ପିଲାଙ୍କ ପାଇଁ ଆରମ୍ଭ ହେଲା ଉର୍ନତି ସ୍କଲାରସିପ୍‌ ଛାତ୍ର ଛାତ୍ରୀ ମାନକୁ ମିଳିବ 36 ହଜାର ଟଙ୍କା ଆର୍ଥିକ ଭାବେ ଡ଼ରୁବଲ ପୀଲାନାଙ୍କ ପାଇଁ ଆରମ୍ଭ ହୋଇଛୁ ଉର୍ନତି ସ୍କଲାରସିପ୍‌ | ଏହି ସ୍କଲାରସିପ୍‌ ମାଧ୍ୟମରେ ସ୍କୁଲ ଛାତ୍ର ଛାତ୍ରୀ ମଧ୍ୟ ଲାଭ ଉଠାଇ ପାରିବେ ଅଷ୍ଟମରୁ ଦଶମ ଶ୍ରେଣୀ ପଢ଼ୁଥିବା ଛତ୍ର ଛାତ୍ରୀ ଓ ITI ପଢ଼ୁଥିବା ଓ ଡ଼ିପ୍ଲୋମା ର ଛାତ୍ର ଛାତ୍ରୀ ଏହି ସ୍କଲାରସିପ୍‌ ପାଇଁ ଆବେଦନ କରି ପାରିବେ CNHE ଇଣ୍ଡସି ପକ୍ୟରୁ ଏହୁ ଉର୍ନତି ସ୍କଲାରସିପ୍‌ ପାଇଁ ଏହା ଛତ୍ର ଛାତ୍ରୀ ଆବେଦନ କରି ପାରିବେ |

ଏହି ସ୍କଲାରସିପ୍‌ ପାଇଁ ନୟାଗଡ ଦିଲ୍ଲୀ ଏବଂ ଗୁରୁ ଗାଁ ର ନିବେଶି ମାନେ ଏହି ସ୍କଲାରସିପ୍‌ ଆବେଦନ କରି ପାରିବେ ଆବେଦନ କରୁଥିବା ଛତ୍ର ଛତ୍ରୀ ଅଷ୍ଟମ ରୁ ଦଶମ ଶ୍ରେଣୀ ପଡୁଥିବା ଅବଶକ୍ୟ ଏବଂ ITI ଓ ଡିପ୍ଲୋମା କରୁଥିବା ପ୍ରଥମ ବର୍ଷ ଛାତ୍ର ଛତ୍ରୀ ମାନେ ଏହି ସ୍କଲାରସିପ୍‌ ଆବେଦନ କରିପାରିବେ | ଆବେଦନ କରୁଥିବା ସ୍କଲାରସିପ୍‌ ବାର୍ଷିକ ଆୟ 5 ଲଷ ଟଙ୍କାରୁ ଅଧିକ ହୋଇ ନଥିବା ଦରକାର ଅଷ୍ଟମରୁ ଦଶମ ଶ୍ରେଣୀ ପିଲା ଏହି ସ୍କଲାରସିପ୍‌ ରେ ବର୍ଷକୁ 12 ହଜାର ଟଙ୍କା ହିସାବରେ 3 ବର୍ଷ ଯାଏଁ ମୋଟା 36 ଟଙ୍କା ମିଳିବ |

ସେହିପରି ଦୀପିଲିଅମ ବା ITI ଛାତ୍ର ଛତ୍ରୀ ମାନକୁ ବର୍ଷିକ 18 ହଜାର ଟଙ୍କା ଦିଆଯିବ ଏହି ଅର୍ଥ ସେମାନଙ୍କୁ 2 ବର୍ଷ ଯାଏଁ ମିଳିବ ଏହି ସ୍କଲାରସିପ୍‌ ପାଇଁ ଆବେଦନ କରିବା ଶେଷ ତାରିଖ ରହିଛି 31 ଜୁଲାଇ 2022 ଏହି ଫାର୍ମ online ମାଧ୍ୟମରେ ଆବେଦନ କରି ପାରିବେ ଏବଂ କିଏ କରି ପାରିବେ ଆବେଦନ |

ଅଷ୍ଟମରୁ ଦଶମ ଛାତ୍ର ଛାତ୍ରୀ ଏବଂ ITI ଓ ଡିପ୍ଲୋମ ଛାତ୍ର ଛାତ୍ରୀ ପ୍ରଥମ ବର୍ଷ ଛାତ୍ର ଛାତ୍ରୀ ଦିଲ୍ଲୀ ଓ ଗୁରୁଗାଁ ରେ ହୋଇ ଥିବା ଅବଶକ୍ୟ ପ୍ରଥମରୁ ଦଶମ ଛାତ୍ର ଛାତ୍ରୀଙ୍କୁ 3 ବର୍ଷ ଯାଏଁ 12 ହଜାର ଯାଏଁ ମିଳିବ ଡିପ୍ଲୋମ ଓ ITI ଛତ୍ର ଛାତ୍ରୀ ଙ୍କୁ ଦୁଇ ବର୍ଷ ଯାଏଁ ବର୍ଷିକା 18 ହଜାର ଟଙ୍କା ମିଳିବ ତେବେ କିପରି କରିବେ ଆବେଦନ | ଅଷ୍ଟମରୁ ଦଶମ ରୁ ଛାତ୍ର ଛାତ୍ରୀ କରିବାକୁ ITI ଓ ଡିପ୍ଲୋମ ଛାତ୍ର ଛାତ୍ରୀ ଆବେଦନ କରିବାକୁ ଅଫିସିଆଲ ୱାବେ ସାଇଟିରେ ଚେକ କରନ୍ତୁ |

About odisha news

Check Also

ଘୋଷଣା ହେଲା ଦଶମ ବୋର୍ଡ଼ ପରୀକ୍ଷାର ରେଜଲ୍ଟ, ଦେଖନ୍ତୁ ଏହି ତାରିଖରେ ପ୍ରକାଶ ପାଇବା ଦଶମ ପରୀକ୍ଷା ରେଜଲ୍ଟ !

ଯାହାକି ଆମ ରାଜ୍ୟରେ ମାଟ୍ରିକ ଫଳ କୁ ନେଇ ଆସୁଛି ଆଉ କିଛି ବଡ଼ ସୂଚନା ଫୁଣି ଆସିଲା ମାଟ୍ରିକ …

Leave a Reply

Your email address will not be published.