ବର୍ତମାନ ସୂଚନା ମିଳୁଛି ପାଖେଇ ଆସୁଛି ମୌସୁମୀ ରାଜ୍ୟରେ ପ୍ରବଳ ବର୍ଷାକୁ ନେଇ ଆକଳନ କରିଛି ପାଣିପାଗ ବିବାହାଗ ତେବେ ଆସନ୍ତ 24 ଘଣ୍ଟ ମଧ୍ୟରେ ଏହି ସବୁ ଜିଲ୍ଲାକୁ ପ୍ରବଳ ବର୍ଷା ହେବାର ସମ୍ଭବାନ ରହିଛି | ତେବେ ଉତର ପଶ୍ଟିମ ରାଜସ୍ଥାନରେ ଦକ୍ଷିଣ ଉତ୍ତର ପ୍ରଦେଶ ବିହାର ମଦ୍ୟ ଦେଇ ଉତ୍ତର ବଂଗଳା ଦେଶ ଯାଏଁ ପୂର୍ବ ପଶ୍ଟିମ ଭାବେ ବାୟୁ ମଣ୍ଡଳ 0.9 କିଲୋ ମିଟର ଯାଏଁ ଲମ୍ବିଥିବା ନିମ୍ନ ଚାପ ରହିଛି ତଥା ଝାଡ଼ଖଣ୍ଡ ପାଖ ବ୍ରତୀ ଅଞ୍ଚଳରେ ସମୁଦ୍ର ପତନ ଠାରୁ 1.5 ଉତରେ ଥିବା ଏହି ଘୁନି ବଳୟ ପ୍ରଭାବରେ ଆକାଶ ମେଘୁଆ ରହୁଛି |
ତେବେ ଏହାର ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟରେ ବାଲେଶ୍ୱର ଭଦ୍ରକ ଯାଜପୁର କେନ୍ଦ୍ରାପଡା କଟକ ଜଗସିଂଗିପୁରୁ ପୁରୀ ଖୋର୍ଦ୍ଧା ନୟାଗଡ଼ ଗଞ୍ଜାମ ଗଜପତି ମାଲକାନଗିରି କୋରାପୁଟ ରାୟଗଡ଼ ନବରଙ୍ଗପୁର କଳାହାଣ୍ଡି ଓ କେନ୍ଦୁଝର ସୁନ୍ଦରଗଡ଼ ଏବଂ ମୟୁରଭଞ୍ଜ ଜିଲ୍ଲାରେ ଗୋଟେ କିମ୍ବା ଦୁଇଟି ସ୍ଥାନରେ କଲା ବୈଶାଖୀ ସହିତ ଘୁନି ଝଡ଼ ଘଡଘଡି ସହିତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି |
ସେହିପରି ଏହି ସମୟ ମଧ୍ୟରେ ଉପକୂଳ ଓଡିଶା ସମତେ ମାଲକାନଗିରି ରାୟଗଡା ନବରଙ୍ଗପୁର କଳାହାଣ୍ଡି କନ୍ଧମାଳ ସୁନ୍ଦର ଗଡ଼ କେନ୍ଦୁଝର ମୟୁରଭଞ୍ଜ ଜିଲ୍ଲାରେ ଗୋଟେ କିମ୍ଭା ଦୁତି ସ୍ତନରେ ହାଲୁକା ମାଧ୍ୟମ ଧରଣର ବର୍ଷା କିମ୍ବା ଘଡଘଡି ହେବାର ମଧ୍ୟ ସମ୍ଭାବନା ରହିଛି | ତେବେ ଭୁବେନଶ୍ୱର ଓ ଏହାର ଅଖା ପାଖ ଅଞ୍ଚଳରେ ସାନ୍ଧ୍ୟ ବା ରାତି ବେଳକୁ ଆକାଶ ମେଘୁଆ ରହିବାସହ ଘଡଘଡି ସହ ବର୍ଷା ମଧ୍ୟ ହୋଇପାରେ |
ସେପଟେ ବିଶେଷଜ୍ଞ ମାନେ ସୂଚନା ଦେଉଛନ୍ତି ସୋଭଵିକା ସମୟରେ 3ଦିନ ପୂର୍ବରୁ କେରଳ ଛୁଇଁଛି ଦକ୍ଷିଣ ପଶ୍ଟିମ ମୌସୁମୀ ବାୟୁ ତେବେ ମୌସୁମୀ କେବେ ଓଡିଶା ଛୁଇଁବ ସେ ନେଇ କିଛି ଆକଳନ କରାଯାଇନାହିଁ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଉଛି ତେବେ ପାଗ ଅନୁକୂଳ ରହିଲେ ଜୁନୁ 8 ରୁ 10 ତାରିଖ ମଧ୍ୟରେ ଓଡିଶା ଛୁଇଁ ପରେ ବୋଲି ଆକଳନ କରାଯାଇଛି ସେହି ପରି ମୌସୁମୀ ଦକ୍ଷିଣ ଆରବ ସାଗର ଲଖ୍ୟଧିକ କେରଳରେ ଅଞ୍ଚଳରେ ଗତ କାଲି ଠାରୁ ଘୁନି ବଳୟ ଆରମ୍ଭ ହୋଇଛି |
Check Also
Big News : ସାବଧାନ ଓଡିଶା ମୁହାଁ ପୁଣି ବାତ୍ୟା IMD ଦେଲା ଭୟଙ୍କର ଖବର, ଏହି ସବୁ ଜିଲ୍ଲା ହୋଇ ଯାଆନ୍ତୁ ସାବଧାନ !
ବର୍ତମାନର ବଡ଼ ଖବର ପାଣିପାଗକୁ ନେଇ ବଡ଼ ସୂଚନା ଓଡ଼ିଶାରେ ମୌସୁମୀ ବାୟୁ ଦୁଇ ରୀ ତିନି ଜିଲ୍ଲାରେ କିଛି …