Breaking News

ଆସିଲା ବହୁତ ବଡ଼ ଖୁସି ଖବର PM କିଷାନ ଯୋଜନା ରେ ଏମାନଙ୍କୁ ମିଳିବାକୁ ଯାଉଛି ଟଙ୍କା, ଏମିତି ଚେକ କରନ୍ତୁ ଆପଣଙ୍କ ନାଁ ଅଛି କି ନାହିଁ !

ଦର୍ଶକବନ୍ଧୁ ଏବେ କିଶାନ ଯୋଜନାର ଟଙ୍କା ଆସିବା କୁ ନେଇ ଆସୁଛି ଆଉ କିଛି ନୂଆ ସୂଚନା ଯାହା ମଧ୍ୟ କିଶାନ ଯୋଜନାର 12 ତମ କିସ୍ତି 2 ହଜାର ଟଙ୍କା ଖୁବ୍ ଶୀଘ୍ର ଆପଣମାନଙ୍କ ଖାତା କୁ ଆସିବା ପାଇଁ ଯାଉଛି ତେବେ କେଉଁ ତାରିଖ ସୁଦ୍ଧା ଆସିବ ଓ କେଉଁ ମାନଙ୍କୁ ଆସିବ ଏ ନେଇ ଜାରି ହୋଇଛି ନୂଆ ସୂଚନା |

ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଅପଡେଟ ଉପରେ ରାଜ୍ୟରେ ଏବେ ନୂଆଖାଇ ଅବସରରେ କାଳିଆ ଯୋଜନାର ଟଙ୍କା ମିଳିବା ପରେ ଖୁବ୍ ଶୀଘ୍ର ମଧ୍ୟ ଆସିବା ପାଇଁ ଯାଉଛି କିଶାନ ଯୋଜନା ଅଧୀନରେ 12 ତମ କିସ୍ତି ଅର୍ଥାତ୍ 2 ହଜାର ଟଙ୍କା ଯଦି ଆପଣ PM କିଶାନ ଯୋଜନା ଅଧୀନରେ EKYC କରି ନେଇଛନ୍ତି |

ତାହାଲେ ମଧ୍ୟ ଆପଣଙ୍କ ଖାତା କୁ ଆସିବା 2 ହଜାର ଟଙ୍କା ତେବେ ମିଳୁଥିବା ସୂଚନା ମୁତାବକ ଏହି ସେପ୍ଟେମ୍ବର ମାସ 15 ତାରିଖରେ 2 ହଜାର ଟଙ୍କା କିଶାନ ଯୋଜନା ଅଧୀନରେ ସରକାର ମଧ୍ୟ ପଠାଇବାକୁ ଯାଉଛନ୍ତି |

ଦର୍ଶକବନ୍ଧୁ ଯଦି ଆପଣ ମାନେ ଏପର୍ଯ୍ୟନ୍ତ EKYC କରି ନାହାନ୍ତି ତାହାଲେ ମଧ୍ୟ ଆପଣଙ୍କ ହାତରେ ସମୟ ରହିଛି ଆପଣ ଚାହିଁଲେ ଏବେବି ମଧ୍ୟ EKYC କରି ପାରିବେ ଜନସେବା କେନ୍ଦ୍ର କୁ ଯାଇ |

About odisha news

Check Also

ବର୍ଷା ସହ ଖେଳ Tunguru ଭୋଳ ପାଇଁ ହେଲା କାଳ ଏହି କେସ ରେ ଜେଲ ଗଲେ ଟୁଙ୍ଗୁରୁ ହାତ ଯୋଡି ସମସ୍ତଙ୍କୁ ମାଗିଲେ ସାହାଯ୍ୟ…

ଦର୍ଶକବନ୍ଧୁ ବର୍ଷା ସହିତ ଖେଳ ଟୁଙ୍ଗୁରୁ ପାଇଁ ହେଲା କାଳ ଅଭିଯୋଗରେ ଶେଷରେ ଜେଲ୍ ଗଲା ଟୁଙ୍ଗୁରୁ ଭୋଳ ତେବେ …

Leave a Reply

Your email address will not be published.