Breaking News

ଆସିଲା ବଡ଼ ଖୁସି ଖବର, ଭରତୀୟ ସେନାରେ ଯୋଗ ଦେଲେ ସିଦ୍ଧାନ୍ତ ମହାପାତ୍ରଙ୍କ ଝିଅ…

ନମସ୍କାର ବନ୍ଧୁଗଣ ଓଲିଉଡର ଜବରଦସ୍ତ ଆକ୍ଟର ସିଦ୍ଧାନ୍ତ ମହାପାତ୍ର କୁ ଆପଣ ମାନେ ବେଶେ ଭଲ ଭାବରେ ଜାଣିଥିବେ ତାହାଲେ ସିଦ୍ଧାନ୍ତ 90 ଦଶକରେ ଓଲିଉଡ ଇଣ୍ଡ୍ରଷ୍ଟି ବହୁ ସାରା ସିନେମାରେ ଅଭିନୟ କରିଛନ୍ତି ତାହାଲେ ସିଦ୍ଧାନ୍ତ ଙ୍କର ଅବିନୟ କାରଣରୁ ଆଜି ପର୍ଯ୍ୟନ୍ତ ସାରା ଓଡ଼ିଶାର ଲୋକ ମାନେ ତାଙ୍କୁ ଭଲ ପାଇବା ଦେଇଛନ୍ତି ବର୍ତମାନ ସିଦ୍ଧାନ୍ତ ଙ୍କୁ ନେଇ ବହୁତ ବଡ଼ ଖବର ଆସିଯାଇଛି | ସିଦ୍ଧାନ୍ତ ତାଙ୍କ ଝିଅ ବର୍ତମାନ indian army ରେ ଯୋଗ ଦେବା ପାଇଁ ଯାଉଛନ୍ତି |

ଓଡିଶାରୁ ଜଣେ ଝିଅ ବର୍ତମାନ ସମୟରେ indian army ରେ ଯୋଗ ଦେବା ପାଇଁ ଯାଉଛନ୍ତି ଆଉ ଏଥିପାଇଁ ସେ ସମ୍ପୂର୍ଣ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି ଆପଣ ମାନେ ଜାଣିଛନ୍ତି ସିଦ୍ଧାନ୍ତ 2004 ମସିହାରେ ମାମା ମିଶ୍ର ଙ୍କୁ ବିବାହ କରିଛନ୍ତି ଆଉ ବାହାଘର ପରେ ତାଙ୍କର ଗୋଟେ ପୁଅ ଆଉ ଗୋଟେ ଝିଅ ହୋଇଥିଲା ପୁଅଙ୍କ ନାଁ ରହିଛି ସାଇସିଦ୍ଧି ଓ ଝିଅଙ୍କ ନାଁ ରହିଛି ସାଇ ସମର୍ଥ ତାହାଲେ ପୁଅଙ୍କୁ ବର୍ତମାନ ସମୟରେ 21 ବର୍ଷ ହୋଇଥିଲା ବେଳ ସିଦ୍ଧାନ୍ତ ଝିଅଙ୍କୁ ବର୍ତମାନ ସମୟରେ 17 ବର୍ଷ ହୋଇଛି |

ଗତ ଦିନମାନଙ୍କର ସେ ସିଦ୍ଧାନ୍ତ ମହାପତ୍ର ଗୋଟେ interview ସେଠାରେ ତାଙ୍କୁ ପ୍ରଶ୍ନ ପଚରାଯାଇଥିଲା ଆପଣଙ୍କ ଝିଅ ବଡ଼ ହୋଇ କଣ ହେବେ ଆକ୍ଟର ହେବେ ନ ଆଉ କୌଣସି କାମ କରିବେ ଏହାର ପ୍ରଶ୍ନର ଉତର ଦେବା ପାଇଁ ସିଦ୍ଧାନ୍ତ କହିଥିଲେ ମୋ ପୁଅ ଓ ଝିଅ ଦୁଇ ଜଣ indian army ରେ ଯିବା ପାଇଁ ମୁଁ ଚାହିଁବି ସେମାନଙ୍କୁ କେବେବି ହେଲେ ଓଲିଉଡ ଇଣ୍ଡ୍ରଷ୍ଟି ଅବିବାକୁ ଚାହିଁବିନି ସେମାନେ ବଡ଼ ହୋଇ ନିଶ୍ଚୟ ଭାବରେ indian army ରେ ଯିବେ ଆଉ ଭାରତ ମାତାର ସେବା କରିବେ |

ଏହି ଭଳି କିଛି କଥା କହିଥିଲେ ସିଦ୍ଧାନ୍ତ ମହାପାତ୍ର ଆପଣ ମାନେ ତ ସିଦ୍ଧାନ୍ତ ମହାପତ୍ରଙ୍କ ଅଭିନୟ ଆପଣ ମାନକୁ କେମିତି ଲାଗେ ଆମକୁ କମେଣ୍ଟ ମାଧ୍ୟମରେ ନିଚୟ ଭାବରେ ଜଣାଇବେ |

About odisha news

Check Also

ରାଜେଶ୍ୱରୀଙ୍କ ଏହି ପର୍ଶନାଲ କଥା କେହି ଜାଣି ନାହାନ୍ତି, ଏହି କଥା ସବୁ ବାହାର ଲୋକ ଜାଣିଲା ପରେ କଣ ଯେ ଘଟିଲା….ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ…

ଓଲିଉଡ ଅଭିନେତ୍ରୀ ରାଜେଶ୍ଵରୀଙ୍କର ଏହି ଶେଷ ଇଚ୍ଛା ଅପୁରଣ ହୋଇ ରହି ଗଲା ଜାଣିଲେ ଆପଣଙ୍କ ଆଖି ଓଦା ହୋଇଯିବ …

Leave a Reply

Your email address will not be published.