Breaking News

ଆସିଲା ବଡ ଖବର ଅନୁଭବଙ୍କ ଘର ଛାଡ଼ିବେ ବର୍ଷା, ସାମ୍ନାକୁ ଆସିଲା ଏମିତି Sata, ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେଇଯିବେ

ହେଲୋ ଫ୍ରେଣ୍ଡ୍ ଅନୁଭବଙ୍କ ଘର ଛାଡ଼ିଲେ ବର୍ଷା ଆସିଲା କୋର୍ଟ ର ବଡ ନିଷ୍ପତି ମାତ୍ର 30 ଦିନ ଭିତରେ ଅନୁଭବଙ୍କ ଘର ଛାଡ଼ିବେ ବର୍ଷା ପ୍ରିୟଦର୍ଶିନୀ ଆପଣମାନେ ଜାଣିଥିବେ ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀ 2014 ମସିହାରୁ ପରସ୍ପରକୁ ବିବାହ କରିଥିଲେ କିନ୍ତୁ ପରବର୍ତ୍ତୀ ସମୟରେ ଦୁହିଁଙ୍କ ମଧ୍ୟରେ କଳହ କାରଣରୁ ବର୍ଷାଙ୍କ ଠାରୁ ଅଲଗା ହେବା ପାଇଁ ଅନୁଭବ ମହାନ୍ତି କୋର୍ଟ ରେ ହାଜର ହୋଇଥିଲେ ।

ଆଉ ଏହା ପରେ ବର୍ଷା ପ୍ରିୟଦର୍ଶିନୀ ଓ ଅନୁଭବଙ୍କ କେଶ ଟି ଦିନ ପରେ ଦିନ ଗଡି ଚାଲିଛି ଆଉ ଏହାରି ଭିତରେ ବର୍ଷା ପ୍ରିୟଦର୍ଶିନୀ ଅନୁଭବ ମହାନ୍ତି ଘରେ ରହୁଛନ୍ତି ହେଲେ ଅନୁଭବ ଓ ତାଙ୍କର ପରିବାର ଲୋକମାନେ ତାଙ୍କ ନିଜ ଘର ଛାଡ଼ି ଅନ୍ୟତ୍ର ଭଡା ଘରେ ରହୁଛନ୍ତି । ଦ୍ରିଘ ଦେଢ଼ ବର୍ଷ ଧରି ଅନୁଭବ ଓ ତାଙ୍କ ପରିବାର ଲୋକ ମାନେ ଭଡା ଘରେ ରହି ଆସୁଛନ୍ତି ଆଉ ଏହା ବାବଦରେ ଅନୁଭବ ମହାନ୍ତି ତାଙ୍କ ପରିବାର ଲୋକଙ୍କୁ ପୁଣି ଥରେ ଘରକୁ ଫେରେଇ ନେବା ପାଇଁ କଟକ STGM କୋର୍ଟ ରେ ଆବେଦନ କରିଥିଲେ ତ କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ବର୍ଷା ପ୍ରିୟଦର୍ଶିନୀ ଅନୁଭବଙ୍କ ଘର ଛାଡିବେ ।

ଆଉ ବର୍ଷାଙ୍କ ଭରଣ ପୋଷଣ ପାଇଁ ଅନୁଭବ ମହାନ୍ତି ମାସିକ 30 ହଜାର ଟଙ୍କା ଦେବେ ତେବେ ବର୍ଷା ନିଜ ପାଇଁ ଘର ନିଜେ ହିଁ ଠିକ୍ କରିବେ ଆଉ ଏଥି ପାଇଁ ଅନୁଭବ ମହାନ୍ତି ମାସରେ ତାଙ୍କୁ 30 ହଜାର ଟଙ୍କା ଲେଖାଏଁ ଦେବେ ଏହି ଭଳି ନିଷ୍ପତି ପରେ ବର୍ଷା ଜିଲ୍ଲା ଜଜ କୋର୍ଟ କୁ ଯାଇ ଥିଲେ ଆଉ ସେଠାରେ ଏହି ଅର୍ଡର୍ ବିରୁଦ୍ଧରେ ଷ୍ଟେ ବାହାର କରୁଥିଲେ । କିନ୍ତୁ ବର୍ତ୍ତମାନ୍ ଜିଲ୍ଲା ଜଜ କୋର୍ଟ ରେ ଅର୍ଡର୍ କୁ ନେଇ ଶୁଣାଣି ହୋଇଛି ଆଉ ଏଥିରେ ଜିଲ୍ଲା ଜଜ୍ ମଧ୍ୟ STGM କୋର୍ଟ ର କରାଯାଇଥିବା ରାୟ କୁ କାୟମ ରଖିଛନ୍ତି ଆଉ ବର୍ଷା ଆସନ୍ତା 30 ଦିନ ମଧ୍ୟରେ ଅନୁଭବଙ୍କ ଘର ଛାଡି ବେ ବୋଲି ନିଷ୍ପତି ନେଇଛନ୍ତି ।

ତାହାଲେ ବର୍ଷା ପ୍ରିୟଦର୍ଶିନୀ ବର୍ତ୍ତମାନ୍ ଅନୁଭବଙ୍କ ଘରେ ରହୁଛନ୍ତି ଆଉ ଅନୁଭବ ଭଡା ଘରେ ରହୁଛନ୍ତି ତ ଅନୁଭବ କୋର୍ଟ ରେ ଦର୍ଶାଇଥିଲେ କି ସେ ଘରଟି କେବଳ ତାଙ୍କର ହିଁ ନୁହେଁ ତାଙ୍କ ବାପା ଓ ତାଙ୍କ ବଡବାପାଙ୍କ ଘର ସେହି ଘରଟି ସେମାନେ ନିଜ ଘରେ ବୁଢ଼ା ବୟସରେ କଟାଇବା ପାଇଁ ଆରାମରେ ବା ଶାନ୍ତି ରେ ରହିବା ପାଇଁ ସେହି ଘରଟି ତିଆରି କରିଥିଲେ କିନ୍ତୁ ବର୍ତ୍ତମାନ୍ ବର୍ଷା ପ୍ରିୟଦର୍ଶିନୀ ଜବରଦସ୍ତ ସେହି ଘରଟିକୁ ମାଡ଼ି ବସିଛନ୍ତି ଆଉ ଘର ଛାଡ଼ିବାର ନା ନେଉ ନାହାନ୍ତି ।

ହେଲେ ବର୍ଷାଙ୍କ ଦଲିଲ ଅନୁଯାଇ ବର୍ଷା କହିଥିଲେ କି ସେ ଜଣେ ମହିଳା ତାଙ୍କର ବାପା ଭାଇ ନାହାନ୍ତି ଓ ତାଙ୍କ ମାଆ ରୋଗୀଣା ତେଣୁ କରି ସେ ଘର ଛାଡିବାକୁ ଚାହୁଁ ନାହାନ୍ତି ଆଉ ବର୍ତ୍ତମାନ୍ ଜିଲ୍ଲା ଜଜ୍ ଙ୍କ ଅର୍ଡର୍ ଅନୁଯାଇ ବର୍ଷା ପ୍ରିୟଦର୍ଶିନୀ ଆସନ୍ତା 30 ଦିନ ମଧ୍ୟରେ ନୂଆ ଘର ଠିକ୍ କରି ଅନୁଭବଙ୍କ ଘର ଛାଡିବେ ବୋଲି ରାୟ ଦିଆଯାଇଛି |

About odisha news

Check Also

ଓଲିଉଡ଼ ସୁପରଷ୍ଟାର ଅନୁଭବ ମହାନ୍ତି ବର୍ଷା ଙ୍କୁ ଦେଲେ ଏପରି Gift ଆପଣମାନେ ଜାଣିଲେ ଖୁସି ହୋଇଯିବେ ଆଉ କହିବେ ଏ ଗିଫ୍ଟ କଣ ପାଇଁ ଦେଲେ…

ବର୍ତ୍ତମାନ ସମୟରେ ଯାହା ଗୋଟେ ଖବର ସାମ୍ନାକୁ ଆସିଛି ଓଲିଉଡ଼ ର ସୁପରଷ୍ଟାର ଅନୁଭବ ମହାନ୍ତି ଓଲିଉଡ଼ କୁଇନ ବର୍ଷା …

Leave a Reply

Your email address will not be published.