ବର୍ତମାନର ବଡ଼ ଖବର ଯାହାକି ଆପଣ ମାନେ ସମସ୍ତେ ରାସନ କାର୍ଡ ଜାଣିଥିବେ ଯଦି ଆପଣ ମାନଙ୍କର ରାସନ କାର୍ଡ ରହିଛି ତେବେ ଏହି ଖବର ଟି ବେଶେ ଗୁରୁତ୍ୱ ପୂର୍ଣ୍ଣ ସୂଚନା ବନ୍ଦ ହେବ ମାଗଣା ଖାଦ୍ୟ ଯୋଜନା ବନ୍ଦ ହେବ ଆପଣଙ୍କ ରାସନ ତେବେ ରିଜର ବ୍ୟାଙ୍କ ପରେ ଅର୍ଥ ମନ୍ତ୍ରାଳୟ ମଧ୍ୟ ମାଗଣା ଯୋଜନା ଉପରେ ପ୍ରଶ୍ନ ଉଠାଇଛନ୍ତି କୋରାନ ମହାମାରୀ ସମୟରୁ ଗରିବ ଲୋକଙ୍କୁ ରଧାନ ମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ରାସନ ସାମଗ୍ରୀ ଯୋଗାଇ ଦିଆଯାଉଛି ଶେଷ ଥର ପାଇଁ ଗତ ମାର୍ଚ୍ଚରେ ୬ ମାସ ପାଇଁ ଅର୍ଥାତ ଆସନ୍ତା ସେପ୍ଟେମ୍ବର ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ତେବେ ସେପ୍ଟେମ୍ବର ପରେ ଏହି ଯୋଜନାର ଅବଧି ଆଉ ନ ବଢାଇବାକୁ ଅର୍ଥ ମନ୍ତ୍ରାଳୟ ବେୟବିଭାଗ ଯୁକ୍ତି ଦର୍ଶାଇଛି |
କେବଳ ମାଗଣା ଖାଦ୍ୟ ଯୋଜନା ନରେ କେବଳ ମାଗଣା ଖାଦ୍ୟ ଯୋଜନା ନୁହେଁ କୌଣସି ପ୍ରକାର ବଡ଼ ଧରଣର ଟିକସ ହ୍ରଶ ମଧ୍ୟ ବେୟ ବିଭାଗ ବିରୋଧ କରୁଛି ଏସବୁ କର ଗଲେ ସରକାର ଦ୍ୱତୀୟ ସ୍ତିତି ବିଗିଡି ଯିବା ବୋଲି ବେୟ ବିଭାଗ ସତର୍କ କରିଦେଇଛି | ତେବେ 2021 ଓ 2022 ଆର୍ଥିକ ବର୍ଷରେ ସରକାର ସଂଦ୍ଧିତ ଅଟକଳରେ ଖାଦ୍ୟ ସବସିଟି ବେୟ 2ଦଶମୀକି 86 କୋଟି ଟଙ୍କା ରଖିଥିଲେ ତେବେ 22 ଓ 23 ରେ ଏବାବଦ ବେୟ 2ଦଶମିକି 07 କୋଟି ଟଙ୍କା ରହିବା ନେଇ ବଜେଟରେ ଆକଳନ କରାଯାଇଛି କିନ୍ତୁ ସେପ୍ଟେମ୍ବର ପର୍ଯ୍ୟନ୍ତ ପ୍ରଧାନ ମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ବୃଦ୍ଧି କରାଯାଉଥିବାରୁ ଉକ୍ତ ସବିଶିଟି ବିଲି 2 ଦଶମିକି 87 ଲକ୍ଷ ଟଙ୍କାକୁ ବୃଦ୍ଧି ପାଇବ |
ସେପ୍ଟମ୍ବର ମାସ ପରେ ଉକ୍ତ ଯୋଜନାକୁ ଆଉ 6 ମାସ ବଢ଼ାଇ ଯାଏ ତାହାଲେ ସବିଶିଟି ବୋଝ ଆହୁରି 82 ହଜାର କୋଟି ଟଙ୍କା ଯାହାକି 2022 ଓ 23 ମସିହାରେ ବଢ଼ିଯିବ ଅର୍ଥାତ ଖାଦ୍ୟ ବାବଦ ଖର୍ଚ୍ଚ 3 ଦଶମିକି 7ଲକ୍ଷ ଟଙ୍କା ରେ ପହଞ୍ଚି ଯିବ ତେଣୁ ମାଗଣା ଖାଦ୍ୟ ପ୍ରଦାନର ଅବଧି ବୃଦ୍ଧି କିମ୍ଭା ଟିକସ ହର୍ଷ ସରକାରଙ୍କ ଦ୍ୱିତୀୟ ସ୍ତିତିକୁ ବିଗାଡି ଦେଇ ପାରେ |
ତେଣୁ ସେପ୍ଟମ୍ବର ପରେ ଯୋଜନାର ଅବଧି ଉଭୟ ଖାଦ୍ୟ ସରକାର ଓ ଦ୍ୱିତୀୟ ଦୃଷ୍ଟି କୋଣରୁ ବୃଦ୍ଧି କରିବା ଠିକୀ ହେବକି ନାହିଁ ବୋଲି ଅର୍ଥ ମନ୍ତ୍ରଲ୍ୟାୟ କହିଛନ୍ତି | ତେବେ ନିକଟରେ ସରକାର ମାଗଣା ରାସନ ପ୍ରଦାନର ଅବଧି ବୃଦ୍ଧି ସବସିଟି ରାଶି ବୃଦ୍ଧି ରନ୍ଧନ ଗ୍ୟାସ ଉପରେ ସବସିଟି ପ୍ରଦାନ ପେଟ୍ରୋଲ ଓ ଡିଜେଲ ଉପରେ ଉତ୍ପାଦ ଶ୍ଳୋକ ହ୍ରସ ଏବଂ ଖାଇବା ତେଲ ଅନ୍ୟ କେତେକ ସାମଗ୍ରୀ ଉପରେ ଆମଦାନୀ ଶ୍ଳୋକ ହ୍ରସ ଦେଶର ବିଥି ଭୂମି ଉପରେ ଗୁରୁତ୍ୱ ପ୍ରଭାବ ପକାଉଛି |
ଗତ ମାସରେ ପେଟ୍ରୋଲ ଓ ଡିଜେଲ ଉପରେ ଉତ୍ପାଦ ଶ୍ଳୋକ ହ୍ରାସ ଦ୍ୱାରା ସରକାର ଙ୍କୁ ଏକ ଲକ୍ଷ କୋଟି ଟଙ୍କା ରାଜସ୍ୱ ଖେତୀ ସହିବାକୁ ପଡିଛି ତେବେ ଯାହା ଜଣା ପଡୁଛି ସେପ୍ଟମ୍ବର ମାସରୁ ବନ୍ଦ ହେବ ମାଗଣା ଖାଦ୍ୟ ଯୋଜନା ଆପଣଙ୍କୁ ରାସନ କାର୍ଡ ରେ ଟଙ୍କିଆ ଚାଉଳ ମିଲିଛୁ ତା ସହିତ ଆପଣଙ୍କୁ ସେଥିକି ଟଙ୍କାର ମାଗଣା ଚାଉଳ ମିଳୁଛି | ତେବେ ଆପଣଙ୍କୁ ଯେଉଁ ମାଗଣା ଦିନିଷ ମିଳୁଛି ତେବେ ସେହିଟାକୁ ସେପ୍ଟମ୍ବେର ମାସ ଠାରୁ ବନ୍ଦ କରାଜିରେ ବୋଲି ଏପରି କିଛି ବେଶଷ ସୂତ୍ରରୁ ସୂଚନା ମିଳୁଛି |
Check Also
ଏହି ତାରିଖରେ ମିଳିବାକୁ ଯାଉଛି କାଳିଆ ଯୋଜନାର ଦ୍ୱିତୀୟ କିସ୍ତି ଟଙ୍କା, ଦେଖନ୍ତୁ ଡେଉଁ ମାନଙ୍କୁ ମିଳିବ ଏହି ଟଙ୍କା ଓ କେଉଁ ମାନଙ୍କୁ ମିଳିବ ନାହିଁ ଏହି ଟଙ୍କା !
କାଳିଆ ଯୋଜନାରେ ଏବେ ଆସୁଛି ଆଉ କିଛି ନୂଆ ଯୋଜନ ଆପଣ ମାନେ ସମସ୍ତେ ଜାଣିଥିବେ କାହାକୁ ଟଙ୍କା ମିଳୁଥିବା …