ହେଲୋ ଫ୍ରେଣ୍ଡ୍ ଆସି ଯାଇଛି ଗୋଟେ ବୋହୁତ ବଡ ଖୁସୀ ଖବର । ବାହା ହେବାପାଇଁ ଯାଉଛନ୍ତି ନମିତା ଅଗ୍ରୱାଲ ଙ୍କ ପୁଅ । ତେବେ ସେ କାହାକୁ ବିବାହ କରିବେ ଓ କେଉଁ ହିରୋଇନଙ୍କୁ ବିବାହ କରିବେ ଏବଂ ତାଙ୍କର ବାହା ଘର କେବେ ହବ ଏହା ବିଷୟରେ କଣ ରହିଛି ଅପଡେଟ ଆସନ୍ତୁ ଜାଣିବା ।
ଆପଣମାନେ ଓଲିଉଡ଼ର ଜବର୍ଦ୍ରଶ୍ ସୀଙ୍ଗର ନମିତା ଅଗ୍ରୱାଲଙ୍କୁ ଭଲ ଭାବରେ ଜାଣିଥିବେ । 1980 ମସିହାରୁ ସେ ଗୀତ ଗାଇବା ଆରମ୍ଭ କରିଛନ୍ତି । ଓଲିଉଡରେ ସେ ପ୍ରାୟ 1 ହଜାରରୁ ଅଧିକ ଗୀତ ଗାଇ ସାରିଲେଣି । ସେ ବୋହୁତ ସାରା ଭଜନ ଗାଇବା ସହିତ କିଛି ଆଧୁନିକ ଗୀତ ଗାଇ ଥିବାର ମଧ୍ୟ ଶୁଣିବାକୁ ମିଳିଛି । 1994 ମସିହାରେ ସୀତାରାମ ଅଗ୍ରୱାଲଙ୍କୁ ବିବାହ କରିଥିଲେ ।
ବାହାଘର ପରେ ତାଙ୍କର 2 ଟି ପୁତ୍ର ସନ୍ତାନ ଜନ୍ମ ନେଇଥିଲେ । ଜଣଙ୍କ ନାଁ ସିଦ୍ଧାର୍ଥ ହୋଇଥିବା ବେଳେ ଅନ୍ୟ ଜଣଙ୍କ ନାଁ ସାର୍ଥକ ଅଗ୍ରୱାଲ । ଦୁହେଁ ବର୍ତ୍ତମାନ୍ ସମୟରେ ନିଜର ବାପା ମା ଙ୍କ ବିଜନେସ କୁ ସମ୍ଭାଳୁ ଥିବାର ନଜର ଆସିଛନ୍ତି । ଆଗାମୀ କିଛି ଦିନ ମଧ୍ୟରେ ନମିତା ଅଗ୍ରୱାଲଙ୍କ ବଡ ପୁଅ ସିଦ୍ଧାର୍ଥ ଙ୍କର ବାହାଘର କରିବା ପାଇଁ ଯାଉଛନ୍ତି ।
ସେ ଜଣେ ଓଡ଼ିଆ ହିରୋଇନଙ୍କୁ ବିବାହ କରିବେ ବୋଲି ସୂଚନା ଦେଇଛନ୍ତି । ହେଲେ ସେ କେଉଁ ଓଡ଼ିଆ ହିରୋଇନ୍ ଙ୍କୁ ବିବାହ କରିବେ ତାହା ଏ ପର୍ଯ୍ୟନ୍ତ ଜଣା ପଡି ନାହିଁ । ସେ ହିରୋଇନ୍ ଜଣଙ୍କ ବୋହୁତ ସାରା ସିରିଏଲ ଓ ଫିଲ୍ମ ରେ ଅଭିନୟ କରି ସାରିଛନ୍ତି । ଆଗାମୀ କିଛି ଦିନ ମଧ୍ୟରେ ବାହା ହେବା ପାଇଁ ଯାଉଛନ୍ତି ନମିତା ଅଗ୍ରୱାଲଙ୍କ ବଡ ପୁଅ ।
ଏହାରି ମଧ୍ୟରେ ନମିତା ଅଗ୍ରୱାଲ ତାଙ୍କ ପୁଅକୁ ଗୀତ ଗାଇବା ଶିଖାଉଥିବାର ନଜର ଆସିଛନ୍ତି । ଆପଣମାନଙ୍କୁ ନମିତା ଅଗ୍ରୱାଲ କେମିତି ଲାଗନ୍ତି ଓ ତାଙ୍କର ଗୀତ କେମିତି ଲାଗେ କମେଣ୍ଟ ରେ ଜାଣନ୍ତୁ ।
Check Also
ରାଜେଶ୍ୱରୀଙ୍କ ଏହି ପର୍ଶନାଲ କଥା କେହି ଜାଣି ନାହାନ୍ତି, ଏହି କଥା ସବୁ ବାହାର ଲୋକ ଜାଣିଲା ପରେ କଣ ଯେ ଘଟିଲା….ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ…
ଓଲିଉଡ ଅଭିନେତ୍ରୀ ରାଜେଶ୍ଵରୀଙ୍କର ଏହି ଶେଷ ଇଚ୍ଛା ଅପୁରଣ ହୋଇ ରହି ଗଲା ଜାଣିଲେ ଆପଣଙ୍କ ଆଖି ଓଦା ହୋଇଯିବ …