Breaking News

ଆସିଲା ଆଉ ଏକ ବଡ଼ ଖୁସି ଖବର, ଏବେ ହେଲା ବଡ଼ ଘୋଷଣା କନ୍ୟା ବିବାହ ଯୋଜନା ରେ ବଧୂକୁ ମିଳିବ 55000 ଟଙ୍କା, ଏହପରି ଭାବେ Mariage କରିବାକରିବା ଲୋକ ଏହି ସୁବିଦା ପାଇ ପାରିବେ…

ନମସ୍କାର ଦର୍ଶକବନ୍ଧୁ ଆସିଲା ଆଉଏକ ବଡ଼ ଖୁସି ଖବର କନ୍ୟା ବିଭାଗ ଯୋଜନାର ବଧୂଙ୍କୁ ମିଳିବ 55 ହଜାର ତାଙ୍କ ଏହି ଭଳି ବାହାଘର କରୁଥିଲା ଲୋକ ପାଇପାରିବେ | ବର୍ତମାନ ସମୟରେ ବହୁତ ବଡ଼ ଖବର ସାମ୍ନାକୁ ଆସିଛି ସେହି ଖବର ଆପଣ ମାନେ ଜାଣିବା ନିହାତି ଆବଶକ୍ୟ କାରଣ ଏହା ବିଷୟରେ ଜାଣିବା ଦ୍ୱାରା ହିଁ ଆପଣ ଆପଣ ସରକାରଙ୍କ ଦ୍ୱାରା କାରଯୁଥିବା ସମସ୍ତ ପ୍ରକାରର ଯୋଜନାର ଲାଭ ଉଠାଇପାରିବେ |

ଏହା ଫଳରେ ଆପଣ ଅନେକ ସୁବିଦା ପାଇପାରିବେ ସେଭଳି ମିଳିଥିବା ତଥ୍ୟ ଅନୁସାରେ ମୁଖ୍ୟ ମନ୍ତ୍ରୀଙ୍କ ବଡ଼ ଘୋଷଣା ଆରମ୍ଭ ହେବ କନ୍ୟା ବିଭାଗ ଯୋଜନା ସେହି ଯୋଜନା ଅନୁସାରେ ବଧୂକୁ ମିଳିବ 55 ହଜାର ଟଙ୍କା | କୋରନ ଆତଙ୍ଗ କମିବା ପରେ ମୁଖ୍ୟ ମନ୍ତ୍ରୀ କନ୍ୟା ବିଭାଗ ଯୋଜନା ଆରମ୍ଭ ହୋଇଛି ଗୁରୁବାର ଦିନ ମଧ୍ୟପ୍ରଦେଶ ମୁଖ୍ୟ ମନ୍ତ୍ରୀ ଏହି ଯୋଜନା ଆରମ୍ଭ କରିଛନ୍ତି ଆୟୋଜିତ ହୋଇଥିବା ସମାହିକ ଉଛବରେ ଏହି ଯୋଜନା ଲାଗୁ କରାଯଇଛି |

ମୁଖ୍ୟ ମନ୍ତ୍ରୀ କନ୍ୟା ବିଭାଗ ଯୋଜନାରେ କନ୍ୟାକୁ 55 ହଜାର ଟଙ୍କା ମିଳିବ ଏହା ନଗଦ ନୁହେଁ ଚେକ କିମ୍ବା ବିଭିନ୍ନ ସାମଗ୍ରୀ ମାଧ୍ୟମରେ ଦିଆଯିବ ଗୁରୁବାର ଦିନ ଏକ ମଧ୍ୟପ୍ରଦେଶ ଜିଲ୍ଲାର ସାମୁହିକ ବିବାହ ଉଛବରେ ଏହା ଆୟୋଜନ କରାଯାଇଥିଲା | ଏହି ଯୋଜନା ଅନୁସାରେ ପ୍ରତେକ କନ୍ୟାକୁ 38 ହଜାର ଟଙ୍କାର ସାମଗ୍ରୀ 11 ହଜାର ଟଙ୍କାର ଚେକ ଦିଆଯିବାର ଯୋଜନା ରହିଛି |

ଏବଂ ବିବାହ ଆୟାଯୋଗ ପାବିବାହ କ୍ଷେତ୍ରରେ ଲାଗୁହେବ ଏଥିରେ ଜାତି ଧର୍ମ କିଛି ରହିବ ନାହିଁ ମଧ୍ୟପ୍ରଦେଶ ରେ 2006 ମସିହାରେ ଏହି ଯୋଜନା ଆରମ୍ଭ ହୋଇଥିଲା କୋରନା କାଳରେ ସାମୁହିକ ବିବାହ ରେ ଏହି ଯୋଜନା ଉପରେ ରୋକ ଲାଗିଥିଲେ ଏଥିପାଇଁ ଅନେକ ହିତାଧିକାରୀ ମାନେ ଲାଭ ଉଠାଇବାକୁ ବଞ୍ଚିତ ହୋଇଥିଲେ ତେବେ ଏହି ଯୋଜନାର ଶୁଭ ଆରମ୍ଭ ହୋଇଛି | ଏହା କେବଳ ମଧ୍ୟପ୍ରଦେଶ ରେ ହିଁ ଲାଗୁ କରାଯାଇଛି |

About odisha news

Check Also

ଜଗନ୍ନାଥ ମନ୍ଦିରର ଗୁପ୍ତ ରହସ୍ୟ ଜାଣନ୍ତୁ ବିଶ୍ୱ ପ୍ରସିଦ୍ଧ କାହିଁକି, ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ !

ନମସ୍କାର ବନ୍ଧୁଗଣ ଆସନ୍ତୁ ଜାଣିବା ବିଶ୍ୱବ୍ରମହାଣ୍ଡର ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥ ମନ୍ଦିର ଗୁପ୍ତ ରହସ୍ୟ | ତେବେ ଏହିଖବରଟି ଶେଷଯାଏଁ …

Leave a Reply

Your email address will not be published.