Breaking News

ଆସିଯାଇଛି ବହୁତ ବଡ଼ ଖୁସି ଖବର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ସାଇ, ସାଇ କାହାକୁ ବିବାହ କରିଛନ୍ତି ଜଣାନ୍ତୁ !

ନମସ୍କାର ବନ୍ଧୁଗଣ ଆସିଯାଇଛି ବହୁତ ବଡ଼ ଖୁସି ଖବର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଓଲିଉଡର ଜବରଦସ୍ତ ଯୋଡି ସାରା ଓ ସାଇ | ଆପଣ ମାନେ ଜାଣିଥିବେ ଗତ କିଛି ପୂର୍ବେ ସାରା ସାଇଙ୍କ ନାଁ ରେ ପୋଲିସ ଥାନାରେ ଅଭିଯୋଗ କରିଥିଲେ | ଆଉ ଏହା ପରେ ପୋଲିସ ସାଇଙ୍କୁ ଗିରଫ କରିଥିଲେ ତାହାଲେ ଜେଲରୁ ଫେରିଲା ପରେ ବର୍ତମାନେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ସାରା ଓ ସାଇ ତାହାଲେ ସାରା ଓ ସାଇ ଦୁହେଁ ପରସ୍ପର ସୁଟିଂ ସେଟରୁ ଭଲ ପାଇଥିଲେ |

ଦୀର୍ଘ ଦିନ ଧରି ଦୁହେଁ ପରସ୍ପରକୁ ଭଲ ପାଇ ଥିଲେ ଆଉ ଏହା ପରେ ଦୁହେଁ ପରସ୍ପର ଙ୍କ ସହିତ ଲେଭି ରିଲେସନ ସିପି ରେ ରହିଥିଲେ | କିନ୍ତୁ ପରବର୍ତୀ ସମୟରେ ସାଇ ସାରାଙ୍କୁ ଧୋକା ଦେଇଥିଲେ ଅନ୍ୟ ଜଣେ ହିରୋଇନ ଙ୍କ ସହିତ ସେ ଭଲ ପାଇଥିଲେ ସେ ସାରଙ୍କ ସହିତ କଥା ହୋଇନଥିଲେ ତାଙ୍କ ଫୋନ କୁ ମଧ୍ୟ ଉଠାଇନଥିଲେ |

ତାହାଲେ ସାରାଙ୍କ କହିବା ଅନୁଯାଇ ସାରା ଓ ସାଇ ଦୁହେଁ ଭୁବନେଶ୍ୱର ର ଗୋଟେ ଭଡ଼ା ଘରେ ଏକାଠି ରହୁଥିଲେ ଦୀର୍ଘ ଏକ ବର୍ଷ ଧରି ଦୁହେଁ ଏକାଠି ରହିଥିଲେ ତାହାଲେ ସିରିଏଲ କରିବା ସମୟରେ ସାଇ ଅନ୍ୟ ଜଣେ ହିରୋଇନି ଙ୍କ ଭଲ ପାଇଥିଲେ | ଆଉ ଏହି କାରଣରୁ ସାରା ଓ ସାଇ ଙ୍କ ମଧ୍ୟରେ ଝଗଡା ହୋଇଥିଲା ପରବର୍ତୀ ସମୟରେ ସାଇ ସାରଙ୍କୁ ଛାଡି ଦେଇଥିଲେ ଏହାର ଅଭଯୋଗ କରିଥିଲେ ସାରା ପୋଲିସ ଙ୍କ ପାଖରେ |

ଯାହା ଦ୍ଵାରା ସାଇ ଗିରଫ ହୋଇଥିଲେ ଦୀର୍ଗ ଦିନ ଧରି ଜେଲର ରହିବା ପରେ ବର୍ତମାନେ ଜେଲରୁ ଫେରି ସାରଙ୍କ ପାଖକୁ ଫୁଣି ଥରେ ଆସିଛନ୍ତି ସାଇ | ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇ ସାରିଛନ୍ତି ଦୀର୍ଘ ଦିନ ଧରି ଦୁହେଁ ପରସ୍ପରକୁ ଭଲ ପାଇଥିଲେ ଆଉ ବର୍ତମାନେ ବିବାହ ବନ୍ଧରେ ବାନ୍ଧି ହୋଇ ସାରିଛନ୍ତି | ତାହାଲେ ଓଲିଉଡର ଏହି ଜବରଦସ୍ତ ଯୋଡି ସାରା ଓ ସାଇଙ୍କ ଯୋଡି ଆପଣ ମନକୁ କେମିତି ଲାଗିଛି ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଭାବରେ ଜଣାନ୍ତୁ |

About odisha news

Check Also

ବିବାହ ପରେ କିଭଳି ଦୁଃଖରେ ଶାଶୂଘରେ ଚଳୁଛନ୍ତି ସୋନାଲି, ଦେଖିଲେ ଆପଣଙ୍କ ଆଖିରେ ଲୁହ ରହିବ ନାହିଁ !

ନମସ୍କାର ବନ୍ଧୁଗଣ ଓଡ଼ିଆ ସିରିଏଲର ଅଭିନେତ୍ରୀ ନିବେଡ଼ିତାଙ୍କୁ ଆପଣ ମାନେ ବେଶେ ଭଲ ଭାବରେ ଜାଣିଥିବେ ବହୁ ସାରା ଓଡ଼ିଆ …

Leave a Reply

Your email address will not be published.