Breaking News

ଆସିଯାଇଛି ବହୁତ ବଡ଼ ଦୁଃଖ ଖବର ରାଇମୋହନଙ୍କ ପରେ ଏହି ପ୍ରସିଦ୍ଧ ଅଭିନେତ୍ରୀ ଙ୍କର ମୄ-ତ୍ୟୁ ହୋଇଛି, ଦେଖନ୍ତୁ କେମିତି ମୄ-ତ୍ୟୁ ବାରଣ କଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ…..

ନମସ୍କାର ବନ୍ଧୁଗଣ ବର୍ତମାନେ ଦୁଃଖ ଖବର ସାମ୍ନାକୁ ଆସିଛି ଏହି ବର୍ଷ ଆରମ୍ଭରୁ ଅନେକ ପ୍ରିୟ କଳାକାର ମାନଙ୍କୁ ହରାଇଛେ ଲତାମଙ୍ଗେଶକର ରାଇମୋହନ ଙ୍କ ଭଳି କଳାକାରଙ୍କୁ ହରାଇ ଦୁଃଖ ପ୍ରକାଶ କରିଛୁ | କିନ୍ତୁ ବର୍ତମାନେ ଏହି ପ୍ରସିଦ୍ଧ ଅଭିନେତ୍ରୀଙ୍କୁ ଦେହାନ୍ତ ସଭଙ୍କୁ ମର୍ମାନ୍ତ କରିଛି ବର୍ତମାନେ ସମୟରେ ଆସିଥିବା ଦୁଃଖ ଖବର ସଭିଙ୍କୁ ସବ୍ଧ କରିଦେଇଛି | ଅନ୍ୟ କଳାକାର ମାନେ ଏହି ଅଚାନକ ମୄ-ତ୍ୟୁ ଖବର ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ |

ବିଜେପି ନେତ୍ରୀ ତଥା ସୋନାଲି ଫୋଗଡ ଦେହାନ୍ତ ଗୋଆରେ ବନ୍ଧୁମାନଙ୍କ ସହ ବୁଲୁବାକୁ ଯାଇଥିଲା ବେଳେ ହୃଦଘାତରେ ଶିକାର ହେବା ପରେ ତା ପରେ ତାଙ୍କର ଦେହାନ୍ତ ହୋଇଯାଇଛି |ସୋନାଲି ଫୋଗଡ ଜଣେ ଟିକିଟୋକା ଷ୍ଟାର ଭାବରେ ପରିଚିତ ଥିଲେ ସୋନାଲି 2019 ହରିଆନା ବିଧାନ ସଭା ନିର୍ବାଚନ ବେଳେ ବିଜେପିରେ ସାମିଲୀ ହୋଇଥିଲେ ସେ ନିର୍ବାଚନରେ ଆଦମବପୁର ନିର୍ବାଚନରେ ବିଧାୟକ ପାର୍ଥି ହୋଇଥିଲେ |

ସୂଚନା ଅନୁସାରେ ସୋନାଲି ତାଙ୍କର କିଛି ସାଙ୍ଗଙ୍କ ସହିତ ଗୋଆ ଯାଇଥିଲେ ସୋନାଲି ମୄ-ତ୍ୟୁ ର କିଛି ସମୟ ପୂର୍ବରୁ ନିଜର ଏକ ଭିଡ଼ିଓ ପୋଷ୍ଟ କରି ଥିଲେ ଏହା ସହିତ ନିଯ ଟୁଇଟ୍ରର ପ୍ରୋଫାଇଲି ଫୋଟ ମଧ୍ୟ ବଦଳାଇଥିଲେ | ତେବେ କେଉଁ କାରଣ ପାଇଁ ସୋନାଲି ହୃଦଘାତରେ ଶିକାର ତାହା ଜଣା ପଡ଼ିନାହିଁ ଡାକ୍ତରୀ ଟିମି ଓ ପ୍ରଶାସନ ଏନେଇ ତଦନ୍ତ କରୁଥିବା ସୂଚନା ରହିଛି |

2019 ବିଧାନ ସଭା ନିର୍ବାଚନ ରେ ସୋନାଲି କଂଗ୍ରେସ ନେତା କୁଳଡିପି ବିଷ୍ଣୁଙ୍କୁ ହାରିଲେ ହରିହାନାରେ ସୋନାଲୀଙ୍କୁ ମହିଳା ମୄଛା ଭାବରେ ନିଯୁକ୍ତି କରିଥିଲା ନିକଟରେ ସେ କୁଲଦୀପ ବିଷ୍ଣୁଙ୍କୁ ଭେଠିଥିଲେ ନିକଟତମ ଅନେକ ସୋସିଆଲ ମିଡିଆରେ ନିଜର ପରିଚୟ ସୃଷ୍ଟି କରିଥିଲେ ସୋନାଲି | ସୋନାଲି ମଧ୍ୟ ଛୋଟ ପରଦାରେ ଅନେକ କାମ କରିଛନ୍ତି |

About odisha news

Check Also

ଓଲିଉଡ଼ ସୁପରଷ୍ଟାର ଅନୁଭବ ମହାନ୍ତି ବର୍ଷା ଙ୍କୁ ଦେଲେ ଏପରି Gift ଆପଣମାନେ ଜାଣିଲେ ଖୁସି ହୋଇଯିବେ ଆଉ କହିବେ ଏ ଗିଫ୍ଟ କଣ ପାଇଁ ଦେଲେ…

ବର୍ତ୍ତମାନ ସମୟରେ ଯାହା ଗୋଟେ ଖବର ସାମ୍ନାକୁ ଆସିଛି ଓଲିଉଡ଼ ର ସୁପରଷ୍ଟାର ଅନୁଭବ ମହାନ୍ତି ଓଲିଉଡ଼ କୁଇନ ବର୍ଷା …

Leave a Reply

Your email address will not be published.