Breaking News

ଆସିଯାଇଛି ବହୁତ ବଡ଼ ଖୁସିର ଖବର, ମା ହେବାପାଇଁ ଯାଉଛନ୍ତି ଓଡ଼ିଆ ସିରିଏଲ ଆସୁ…

ନମସ୍କାର ଦର୍ଶକବନ୍ଧୁ ଆସିଯାଇଛି ବହୁତ ବଡ଼ ଖୁସି ଖବର ମା ହେବାପାଇଁ ଯାଉଛନ୍ତି ଓଡ଼ିଆ ସିରିଏଲ ହିରୋନି ଆସୁ ଯାହାକୁ ଆପଣ ମାନେ ଆମ ଘର ଲକ୍ଷ୍ମୀ ସିରିଏଲ ରେ ଅଭିନୟ କରୁଥିବା ଆପଣ ମାନେ ନିଶ୍ଚୟ ଦେଖିଥିବେ | ତାହାଲେ ଆସୁ ବାହାଘର ପରେ ଓଡ଼ିଆ ସିରିଏଲ ଛାଡି କିମ୍ବା ଅଲିଉଡ଼ ଇଣ୍ଡଷ୍ଟ୍ରି ଛାଡି ଦେଇଥିଲେ ତାହାଲେ ଆସୁ ଆମ ଘର ଲକ୍ଷ୍ମୀ ସିରିଏଲ ଛାଡିବା ପରେ ସିରିଏଲଟି ବନ୍ଦ ହୋଇଯାଇଥିଲେ |

ଆସୁ ଜଣେ ବିଜିନେସ ମିଆନ କୁ ବିବାହ କରିଥିଲେ ତାହାଲେ ତାଙ୍କ ସ୍ୱାମୀଙ୍କ ବିଜିନେସ ସେ ତାଙ୍କୁ ସବୁବେଳେ ସାହାଯ୍ୟ କରୁଥିବାର ନଜର ଆସିଥିଲେ ଦୀର୍ଘ 2 ବର୍ଷ ହେବ ତାଙ୍କ ବାହାଘର ହୋଇ ସାରିଛି ତାହାଲେ ବାହାଘର ପରେ ବର୍ତମାନ ମା ହେବା ପାଇଁ ଯାଉଛନ୍ତି ଆସୁ |

ବାହାଘର ପରେ ଆସୁ ସିରିଏଲ ଛାଡି ଦେଇଥିଲେ ଆଉ କିଛି ଆଲବମ ରେ ଅଭିନୟ କରୁଥିବାର ନଜର ଆସିଛନ୍ତି ଆଉ ସେ ନିଜ ସୋସିଆଲ ମିଡ଼ିଆ ରେ ନିଜ ଫ୍ୟାନ ମାନଙ୍କ ସହ ଯୋଡି ହୋଇ ରହିଥିଲେ | ବର୍ତମାନ ସମୟରେ ବହୁତ ବଡ଼ ଖୁସି ଖବର ଆସିଯାଇଛି ମା ହେବ ପାଇଁ ଯାଉଛନ୍ତି ଓଡ଼ିଆ ସିରିଏଲ ଆସୁ | ଆସୁ ବହୁ ସାରା ସିରିଏଲ ରେ ଅଭିନୟ କରିଛନ୍ତି | ଆସୁ ଆପଣ ମାନଙ୍କୁ କେମିତି ଲାଗନ୍ତି ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ |

About odisha news

Check Also

ଓଡିଆ ସିରିଏଲ ଅଭିନେତା ଜଗଜିତ୍ ପାଲ୍ (Swatik) ଗର୍ଲଫ୍ରେଣ୍ଡ ଏବଂ ପରିବାର ଆଗରୁ କେବେ ଦେଖିନଥିବେ ଦେଖନ୍ତୁ |

ନମସ୍କାର ବନ୍ଧୁଗଣ ତରଙ୍ଗ ଟିଭିରେ ପ୍ରସାରିତ ହେଉଥିବା ନୂଆ ବୋହୁ ସିରିଏଲଟିକୁ ଆପଣ ମାନେ ନିଶ୍ଚୟ ଭାବେ ଦେଖୁଥିବେ ତାହାହେଲେ …

Leave a Reply

Your email address will not be published.