Breaking News

ଆସିଗଲା ସରକାରଙ୍କ ତରପରୁ ବହୁତ ବଡ ଖୁସିଖବର ସରକାର କଲେ ବଡ ଘୋଷଣା ଯଦି ଆପଣଙ୍କର Ration କାର୍ଡ ଅଛି ତାହାଲେ ଜଲ୍ଦି ଦେଖନ୍ତୁ !

ନମସ୍କାର ବନ୍ଧୁଗଣ ସରକାର ସମସ୍ତ କ ରାସନ୍ କାର୍ଡ ଧରି କ ପାଇ ଏବେ ଏହି ସୁବିଧା ଲାଗୁ କରିବାକୁ ଯାଉଛନ୍ତି ଏବେ ରାସନ୍ କାର୍ଡ ଧରି ମାନେ ଘରେ ବସି ବସି କରି ପାରିବେ ରାସନ୍ କାର୍ଡ ତେବେ ଯଦି ଆପଣ ରାସନ୍ କାର୍ଡ ପାଇ ହନ୍ତ ସନ୍ତ ହେଉଛନ୍ତି | ତାହେଲେ ଆପଣ କ ପାଇ ଆସିଲା ଏହି ସୁବିଧା ତେବେ କିପରି ଆପଣ ମାନେ ଘରେ ବସି ପ୍ରସ୍ତୁତ କରି ପାରିବେ ରାସନ୍ କାର୍ଡ ଆସନ୍ତୁ ସଂପୂର୍ଣ୍ଣ ପ୍ରକ୍ରିୟା ଜାଣିବା ସାଙ୍ଗମାନେ ସରକାର କ ପକ୍ଷ ରୁ ଗରିବ ଲୋକ କୁ କମ ମୂଲ୍ୟ ରେ ଗହମ ଏବଂ ଚାଉଳ ରାସନ୍ ମଧ୍ୟମ ରେ ଯୋଗ ଯାଉଛି କେନ୍ଦ୍ର ସରକାରଙ୍କ ପ୍ରଧାନ ମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା |

ଅଧିକ ଲୋକ କୁ ମାଗଣା ଚାଉଳ ଯୋଗ ଯାଉଛି ଯଦି ଆପଣ ମଧ୍ୟ ସରକାର କ ରାସନ୍ ଯୋଜନା ରେ ଲାଭ ଉଠେଇବା ପାଇଁ ଚାହୁଛନ୍ତି କିମ୍ବା ରାସନ୍ କାର୍ଡ ଟିଏ ପ୍ରସ୍ତୁତ କରିବା ପାଇ ଚାହୁଛନ୍ତି ତେବେ ଆସନ୍ତୁ ଜାଣିବା ଏହାର ପ୍ରୋଷେସ ରାସନ୍ କାର୍ଡ କୁ ପ୍ରସ୍ତୁତ କରିବା ପାଇଁ ଅନେକ ସରକାରୀ ପ୍ରମାଣ ପତ୍ର ଆବଶ୍ୟକ ହୋଇଥାଏ ଏହାକୁ ତିଆରି କରିବା ପାଇଁ ଅନେକ ଥର ଗୋଟିଏ ଅଫିସ୍ ରୁ ଆଉଗୋଟେ ଅଫିସ୍ କୁ ବୁଲିବାକୁ ପଡ଼େ କିନ୍ତୁ ଆପଣ ଘରେ ବାସି ରାସନ୍ କାର୍ଡ ରେ ମଧ୍ୟ ତିଆରି କରି ପାରିବେ ଏହାକୁ ତିଆରି କରିବା ପୂର୍ବରୁ ଶ୍ରେଣୀ ଅନୁସାରେ କେଉଁ ରାସନ୍ କାର୍ଡ ଟି ତାହା ଜାଣିବା ଆପଣ କ ପାଇ ଜରୁରୀ ଅଟେ |

ପ୍ରଥମ ପିପିଲ କାର୍ଡ ଦାୟିତ୍ଵ କରି ମାନକ ପାଇ ରହିଛି ଏହି କାର୍ଡ ରେ ୨୫ ରୁ ୩୦ କିଲୋ ଗ୍ରାମ ଚାଉଳ ମିଳିଥାଏ ଦ୍ୱିତୀୟ ଏପିଲ୍ କାର୍ଡ ଦାୟିତ୍ଵ ସୀମା ରେଖା ଉପରେ ରହୁଥିବା ଲୋକ କ ପାଇ ରହିଛି ଏହା ରେ ଥିବା ହୀତା ଅଧିକାରୀ ମାନେ ୧୫ କିଲୋ ଗ୍ରାମ ରାସନ୍ ପାଆନ୍ତି ତୃତୀୟ ଟି ହେଉଛି ଅନ୍ତଦେୟ କାର୍ଡ ଯାହା କୁ ବହୁ କର୍ମୀ ଲୋକ କ ପାଇ ତିଆରି କରାଯାଇଛି ତେବେ ଆସନ୍ତୁ ଜାଣିବା ରାସନ୍ କାର୍ଡ ତିଆରି କରିବା ପାଇଁ କେଉଁ ସବୁ ପ୍ରମାଣ ପତ୍ର ଆବଶ୍ୟକ ସର୍ବ ପ୍ରଥମେ ଖାଦ୍ୟ ଏବଂ ଲିଯିଷ୍ଟିକ ବିଭାଗର ଅଫିସିଆଲ୍ ୱେବସାଇଟ କୁ ଯାଆନ୍ତୁ ହୋମ ପେଜ ରେ ଦିଆଯାଇଥିବା |

ଡାଉନଲୋଡ୍ ଫର୍ମ କୁ ଯାଇ କ୍ଲିକ୍ କରନ୍ତୁ ରାସନ୍ କାର୍ଡ ଆପ୍ଲିକେସନ ଅପ୍ସନ୍ ଆସିବ ଏଥିରେ ଗ୍ରାମୀଣ ଏବଂ ସହରୀ ଦୁଇଟି ବିକଳ୍ପ ଉପଲବ୍ଧ ମିଳିବ ସଂପୂର୍ଣ୍ଣ ଫର୍ମ ଡାଉନଲୋଡ଼ କରନ୍ତୁ ଏବଂ ଫର୍ମ କୁ ସଠିକ୍ ଭାବରେ ପୁରାଣ କରନ୍ତୁ ଫର୍ମ ପୂରଣ କରିବା ପରେ ତହସିଲ ସ୍ତର ରେ ଆବଶ୍ୟକ ଡକ୍ୟୁମେଣ୍ଟ ସହିତ ଏହାକୁ ଦାଖଲ କରନ୍ତୁ ତହସିଲ ସ୍ତର ରେ କିଛି ଦିନ ର ଯାଞ୍ଚ ପରେ ଆପଣଙ୍କର ରାସନ୍ କାର୍ଡ ତିଆରି ହୋଇଯିବ ତେବେ ଏହି ପରି ଉପାୟରେ ଆପଣ ମାନେ ଘରେ ବସି ରାସନ୍ କାର୍ଡ ତିଆରି କରି ପାରିବେ |

About odisha news

Check Also

ଫୁଣି ମାଡି ଆସୁଛି ଭୟଙ୍କର Batya ୫ତାରିଖରୁ ପ୍ରବଳ ବର୍ଷା ସହ ବଜ୍ରପାତର ସମ୍ଭାବନା, Panipaga ବିଭାଗ ଦେଲା ସୂଚନା ଏହି ସବୁ ଜିଲ୍ଲା କୁ ପ୍ରବଳ ଛେଚିବ…

ଏବେ ଏବେ ପାଣିପହା ବିବାହାଗ ପକ୍ଷରୁ ଲଘୁଚାପ କୁ ନେଇ ଆସିଲା ଫୁଣି ବଡ଼ ସୂଚନା ଆସୁଛି ଆଉ ଏକ …

Leave a Reply

Your email address will not be published.