ବର୍ତମାନର ବଡ଼ ଖବର ଛାତ୍ର ଛାତ୍ରୀ ଙ୍କ ପାଇଁ ବଡ଼ ଖୁସି ଖବର ଆସନ୍ତା ବୁଧବାର ପ୍ରକାଶ ପାଇବ ପାଇବା ରେଜଲ୍ଟ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେଇଛନ୍ତି ତେବେ ଆପଣମାନଙ୍କ ପାଇଁ ବଡ ଖୁସି ଖବର ଯାହାକି ବୁଢ଼ାବର ଅର୍ଥାତ ଜୁଲାଇ 6 ତାରିଖରେ ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇବା ନେଇ ମନ୍ତ୍ରୀଙ୍କ ବଡ଼ ଘୋଷଣା |
ତେବେ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ବଡ଼ ଖୁସି ଖବର ଆସନ୍ତା ବୁଧବାର ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ 6 ତାରିଖ ଦିନ ଗୋଟାଏରେ ରେଜଲ୍ଟ ପ୍ରକାଶ ପାଇବ ଏନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମିରି ଦାସ ସୂଚନା ଦେଇଛନ୍ତି ତେବେ ସୂଚନା ଯୋଗ୍ୟ ଯେ କୋରନ ମହାମାରୀ ଯୋଗୁଁ ଦୁଇ ବର୍ଷ ପରେ ଏଥର ଅଫଲାଇନୀରେ ଛାତ୍ର ଛାତ୍ରୀ ମାନେ ମାଟ୍ରିକ ପରୀକ୍ଷା ଦେଇଛନ୍ତି ତେବେ ଚଳିତ ବର୍ଷ 3 ହଜାର 203 ପରୀକ୍ଷା କେନ୍ଦ୍ର ମୋଟା 5 ଲକ୍ଷେ 71 ହଜାର 909 ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିଲେ |
ତେବେ ଏପ୍ରିଲ 29 ରୁ ମେ 7 ତାରିଖ ପର୍ଯ୍ୟନ୍ତ ମାଟ୍ରିକ ପରୀକ୍ଷା ମଧ୍ୟ ଚାଲିଥିଲା ମାଧ୍ୟମ ଓ ଓପେନ ସ୍କୁଲ ପିଲାଙ୍କୁ ମିଶାଇଲେ ମୋଟ 5 ଲକ୍ଷେ 85 ହଜାର 730 ଜଣ ପିଲା 3050 କେନ୍ଦ୍ରରରେ ପରୀକ୍ଷା ଦେଇଥିଲେ ମେ 21 ରେ ମାଟ୍ରିକ ଖାତା ମୂଲ୍ୟଯନ ପକ୍ରିୟା ଆରମ୍ଭ ହୋଇଥିଲା ତେବେ ରେଗୁଲାର ପରୀକ୍ଷା ସହିତ ଓ ମାଧ୍ୟମ ପରୀକ୍ଷାର ଖାତା ଦେଖା ହୋଇଥିଲା ତେବେ ରାଜ୍ୟର ମୋଟା 58 ଟି ଖାତା ଦେଖା କେନ୍ଦ୍ରରେ ଖାତା ଦେଖା ହୋଇଥିଲା ଖାତା ଦେଖା ପାଇଁ 481 ଜଣ ମୁଖ୍ୟ ପରୀକ୍ଷକ ଙ୍କ ସହ 900 ଜଣ ଉପ ପରୀକ୍ଷକ 8 ହଜାର 919 ଜଣ ସରକାରୀ ପରୀକ୍ଷକ ଏବଂ 930 ଜଣ ସ୍କୁଟି ନିଜର ଏଥିରେ ନିଓଜିତ ହୋଇଥିଲେ |
ତେବେ ପରୀକ୍ଷା ପରେ କେବେ ରେଜାଲ ବାହାରିବ ସେ ନେଇ ବିଭିନ୍ନ ବୋର୍ଡ ପକ୍ଷରୁ ପ୍ରସ୍ତୁତି ବୈଠକ ବସିଥିଲା ଶେଷରେ ମାଟ୍ରିକ ରେଜଲ୍ଟ ତାରିଖ ଘୋଷଣା କରିଛନ୍ତି ମନ୍ତ୍ରୀ ଜୁଲାଇ 6 ତାରିଖରେ ଦିନ ଗୋଟେ ସମୟରେ ବାହାରିବା ମାଟ୍ରିକ ରେଜଲ୍ଟ | ରେଜଲ୍ଟ ବାହାରିବାର ଏକ ଘଣ୍ଟା ସମୟ ପରେ ୱବେ ସାଇଟିରେ ଉପଲବ୍ଧ ହେବ ବୋଲି କୁହାଯାଉଛି | ତେବେ କଟକ ବୋର୍ଡ କାର୍ଯ୍ୟଳୟରେ ପ୍ରଥମ ରେଜାଲ ପ୍ରକାଶ ପାଇବ ଏବଂ ପରେ ୱବେ ସାଇଟିରେ ଛଡା ଯିବା ଯାହାକି ଏକ ଘଣ୍ଟା ପରେ ଆପଣ ମାନେ odisha result.nic .in ରେ ନିଜର ପରୀକ୍ଷା ଫଳ ଦେଖି ପାରିବେ ଆପଣ ମାନେ ଆପଣଙ୍କ ମାଟ୍ରିକ ରେଜାଲ ଦେଖିପାରିବେ ଆମକୁ କମେଟ ବକ୍ସ ରେ କମେଟ କରନ୍ତୁ |
Check Also
ଏହି ତାରିଖରେ ମିଳିବାକୁ ଯାଉଛି କାଳିଆ ଯୋଜନାର ଦ୍ୱିତୀୟ କିସ୍ତି ଟଙ୍କା, ଦେଖନ୍ତୁ ଡେଉଁ ମାନଙ୍କୁ ମିଳିବ ଏହି ଟଙ୍କା ଓ କେଉଁ ମାନଙ୍କୁ ମିଳିବ ନାହିଁ ଏହି ଟଙ୍କା !
କାଳିଆ ଯୋଜନାରେ ଏବେ ଆସୁଛି ଆଉ କିଛି ନୂଆ ଯୋଜନ ଆପଣ ମାନେ ସମସ୍ତେ ଜାଣିଥିବେ କାହାକୁ ଟଙ୍କା ମିଳୁଥିବା …