Breaking News

ଆସିଗଲା India ପୋଷ୍ଟାଲ ର ବଡ଼ ସ୍କିମ ରଖନ୍ତୁ କମ ପାଆନ୍ତୁ ବେଶି ଜାଣନ୍ତୁ କେତେ ଟଙ୍କା ରଖିଲେ କେତେ ଟଙ୍କା ମିଳିବ ବର୍ଷକୁ !

ବନ୍ଧୁଗଣ ପୋଷ୍ଟାଲ ଗ୍ରାହକ ମାନଙ୍କ ପାଇଁ ଆସି ଯାଇଛି ଏକ ଖୁସୀ ଖବର ପୋଷ୍ଟାଲ ଦବ ଆପଣମାନଙ୍କୁ ଲକ୍ଷ ଲକ୍ଷ ଟଙ୍କାର ଫାଇଦା ତେବେ ପୋଷ୍ଟାଲର ସମସ୍ତ ଗ୍ରାହକ ମାନଙ୍କ ପାଇଁ ଆସି ଯାଇଛି ପୋଷ୍ଟ ଅଫିସ ତରଫରୁ ଏକ ଖୁସୀ ଖବର ମିଳିବାକୁ ଯାଉଛି ଏବେ ଆପଣମାନଙ୍କୁ ଜବର୍ଦ୍ରସ ଲାଭ ଆସନ୍ତୁ ଜାଣିବା ପୋଷ୍ଟାଲର ଏହି ସ୍କିମ ଗୁଡ଼ିକ କଣ ଏବଂ ଆପଣମାନଙ୍କୁ କିପରି ମିଳି ପାରିବ |

ତେବେ ଦର୍ଶକବନ୍ଧୁ ଏହାର ଜବରଦସ୍ତ ଫାଇଦା ପୋଷ୍ଟ ଅଫିସରେ ଟଙ୍କା ନିବେଶ କରିବା ସବୁଠାରୁ ଏକ ସୁରକ୍ଷିତ ବିକଳ୍ପ ବୋଲି ବିବେଚନା କରାଯାଏ ଯଦି ଆପଣ ମାନେ ବି ଟଙ୍କା ନିବେଶ କରିବା ପାଇଁ କୌଣସି ସରକାରୀ ଯୋଜନା ଖୋଜୁଛନ୍ତି ଯେଉଁ ଥିରେ ଆପଣମାନେ ଟଙ୍କାର ସୁରକ୍ଷା ସହିତ ଭଲ ସୁଧ ପାଇ ପାରିବେ ତେବେ ଆମେ ଆପଣଙ୍କୁ 3 ଟି ଯୋଜନା ବିଷୟରେ କହିବୁ ଯେଉଁଥିରେ ଆପଣମାନେ ଭଲ ସୁଧ ପାଇବା ସହିତ ଆପଣମାନଙ୍କର ରିତନ୍ସ ମଧ୍ୟ ଭଲ ପାଇ ପାରିବେ |

ତେବେ ବନ୍ଧୁଗଣ ନମ୍ବର 1 ଯୋଜନାଟି ହେଉଛି ପବ୍ଲିକ ପ୍ରୋଭିଦେଣ୍ଟ ପଣ୍ଡ PPF ଏକ ଭଲ ବିନିଯୋଗ ବିକଳ୍ପ ଅଟେ ଏଥିରେ ଆପଣମାନେ 7.1 ପ୍ରତିଶତ ହାରରେ ବାର୍ଷିକ ସୁଧ ଲାଭ ପାଇ ପାରିବେ ଏହି ଯୋଜନା ଲକ୍ ଇନ୍ ପିରିଆଡ୍ ହେଉଛି 5 ବର୍ଷ ଏହି ଯୋଜନାରେ ବିନିଯୋଗ କରି ଆପଣମାନେ ଇନ୍କମଟ୍ୟାକ୍ସ ଧାରା ଆଶିଷ ଅଧୀନରେ ଛାଡ୍ ପାଇ ପାରିବେ ଏହି ଯୋଜନାରେ ଆପଣମାନେ ଆର୍ଥିକ ଯୋଜନାରେ ସର୍ବନିମ୍ନ 5 ଶହ ଟଙ୍କା ଏବଂ ସର୍ବାଧିକ 1 ଲକ୍ଷ 50 ହଜାର ଟଙ୍କା ବିନିଯୋଗ କରି ପାରିବେ ଯେଉଁଥିରେ କି ଆପଣମାନଙ୍କୁ ଏକ ଭଲ ରିଟନ୍ସ ମିଳି ପାରିବ |

ତେବେ ଦର୍ଶକବନ୍ଧୁ ନମ୍ବର 2 ହେଉଛି ସୁକନ୍ୟା ସମବୃଧିଯୋଜନା ଯଦି ଆପଣ ମାନେ ନିଜର ଝିଅର ଭବିଷ୍ୟତ ପାଇଁ ଚିନ୍ତିତ ତେବେ ସୁକନ୍ୟା ସମବୃଧି ଯୋଜନାରେ ଟଙ୍କା ବିନିଯୋଗ କରି ପାରିବେ ଏହି ଯୋଜନାରେ ନିବେଶକଙ୍କୁ ବାର୍ଷିକ 7 .6 ପ୍ରତିଶତ ସୁଧ ପାଇଥାନ୍ତି ଏଥିରେ ଆପଣମାନେ ସର୍ବନିମ୍ନ 250 ଟଙ୍କା ଏବଂ ବାର୍ଷିକ ସର୍ବାଧିକ 1 ଲକ୍ଷ 50 ହଜାର ଟଙ୍କା ବିନଯୋଗ କରି ପାରିବେ ଏହି ସ୍କିମ ଅଧୀନରେ କନ୍ୟା ସନ୍ତାନର ବୟସ 1 ବର୍ଷରୁ 10 ବର୍ଷ ବୟସରେ ଖାତା ଖୋଲାଯାଇ ପାରିବ । ଝିଅକୁ 18 ବର୍ଷ ବୟସରେ ପାଠ ପଢା ପାଇଁ ଆଂଶିକ ଟଙ୍କା ଉଠାଇ ପାରିବେ ଝିଅକୁ 21 ବର୍ଷ ପୂରଣ ହେବା ମାତ୍ର ପୁରା ଟଙ୍କା ଆପଣମାନେ ଉଠାଇ ପାରିବେ |

ଦର୍ଶକବନ୍ଧୁ ତୃତୀୟ ଯୋଜନା ଟି ହୋଉଛି ସିନିୟର୍ ସିଟିଜେନ ସେଭିଙ୍ଗ ଆକାଉଣ୍ଟ ପୋଷ୍ଟ ଅଫିସର ସିନିୟର୍ ସିଟିଜେନ୍ ସେଭିଙ୍ଗ ଆକାଉଣ୍ଟ PF ପରେ ସର୍ବାଧିକ ସୁଧ ହାର ପ୍ରଦାନ କରିଥାଏ ଏହି ଯୋଜନାରେ ଆପଣମାନେ 7.4 ପ୍ରତିଶତ ହାରରେ ସୁଧରେ ପାଇବେ 5 ବର୍ଷ ପାଇଁ ଆପଣମାନେ ଏହି ଯୋଜନା ରେ ବିନିଯୋଗ କରି ପାରିବେ ଏହା ପରେ ଯଦି ଆପଣ ମାନେ ଚାହାନ୍ତି ଏହି ଯୋଜନାକୁ 3 ବର୍ଷ ବଢାଇ ପାରିବେ |

ଏଥିରେ ନିବେଶ ଆକାଉଣ୍ଟ କୁ କେବେବି ବନ୍ଦ କରାଯାଇ ପାରିବ ନାହିଁ ସିନିୟର୍ ସିଟିଜେନ୍ ସେଭିଙ୍ଗ ଯୋଜନାରେ ନିବେଶ ମାନେ ସର୍ବନିମ୍ନ 1 ହଜାର ଟଙ୍କା ଏବଂ ସର୍ବାଧିକ 15 ଲକ୍ଷ ଟଙ୍କା ବିନଯୋଗ କରି ପାରିବେ ଯେଉଁ ଥିରେକି ଆପଣ ମାନେ ଭଲ ରିତନ୍ ସହିତ ସେକୁରିଟୀ ମଧ୍ୟ ପାଇ ପାରିବେ ଏହା ଥିଲା ପୋଷ୍ଟାଲର 3 ଟି ଧମକା ଦାର୍ ଯୋଜନା ଯେଉଁ ଠିରେ ଆପଣମାନେ ଯବର୍ଦ୍ରସ ଲାଭ ପାଇ ପାରିବେ |

About odisha news

Check Also

Big Update : ପୁଣି ଚାଷୀଙ୍କ ଖାତାକୁ ଆସିଲା ପିଏମ କିଷାନ ଯୋଜନା 6 ହଜାର ଟଙ୍କା କେଉଁ ଚାଷୀମାନଙ୍କୁ ମିଳିଲା ଟଙ୍କା ଜାଣନ୍ତୁ |

ବନ୍ଧୁଗଣ ଆସନ୍ତୁ ଜାଣିବ PM KISAN ଯୋଜନାର ବଡ ଖବର ତେବେ ଆପଣ ମାନେ ଯଦି PM KISAN ଯୋଜନାର …

Leave a Reply

Your email address will not be published.