Breaking News

ଆସିଲା ବହୁତ ବଡ଼ ଖୁସିର ଖବର ଏହି ମାନଙ୍କୁ ଖୁବ ଶୀଘ୍ର ମିଳିବାକୁ ଯାଉଛି Biju ପକା ଘର, ଦେଖନ୍ତୁ ଲିଷ୍ଟ ରେ ଆପଣଙ୍କ ନାଁ ଅଛି କି ନାହିଁ !

ବନ୍ଧୁଗଣ ଏବେ ଆସିଲା ବିଜୁ ପାକଘରର ନୂଆ ଲିଷ୍ଟ ଏହି ତାରିକ ସୁଦ୍ଧା ମିଳିବ ଘର ବନ୍ଧୁଗଣ ରାଜ୍ୟରେ ଏବେ ବି ବିଜୁ ପାକଘର ଯୋଜନାକୁ ନେଇକି ଆସୁଛି ବଡ ଖୁସି ଖବର ଯାହା ମଧ୍ୟ ଖୁବ ଶୀଘ୍ର ନୂଆ ବର୍ଷ 2022 ଓ 2023 ଏବେ ଆପଣଙ୍କ ଖାତାରେ ଜମାହେବ ଟଙ୍କା ଓ ଆପଣ ମଧ୍ୟ ତିଆରି କରିପାରିବେ ବିଜୁ ପାକଘର ଯୋଜନାରେ ଘର ନିର୍ମାଣ |

ବନ୍ଧୁଗଣ 2022 ଓ 2023 ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣକ ବଜେଟ ଉପସ୍ଥାପନା କରିଛନ୍ତି ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ସେ ପ୍ରଥମ ଲାଗି ବଜେଟ ଅଟକଳ 2ଲକ୍ଷ କୋଟି ଟଙ୍କା ହୋଇଛି ଯାହାକି ଗତ ଆର୍ଥିକ ବର୍ଷ ତୁଳନାରେ 17.6 ପ୍ରତିସଦ ଅଧିକ ପୂର୍ବ ବର୍ଷ ମାନଙ୍କ ଭଳି ଚଳିତ ବର୍ଷ ମଧ୍ୟ ରାଜ୍ୟ ବଜେଟକୁ କୃଷି ବଜେଟ ସାଧରଣ ବଜେଟ ଏହି ପରି ମଧ୍ୟ ବିଭକ୍ତ କରାଯାଇଛି |

ଦର୍ଶକବନ୍ଧୁ ଯାହା ବିଜୁ ପାକଘର ପାଇଁ 596କୋଟି ଟଙ୍କା ଧାର୍ଯ୍ୟ କରାଯାଇଛି ଖୁବ ଶୀଘ୍ର ଆପଣମାନଙ୍କ ଖାତାକୁ ଟଙ୍କା ଆସିବାକୁ ଯାଉଛି ଯାହା ମଧ୍ୟ ବିଶେଷ ସୂତ୍ରରୁ ମୁଳୁଥିବା ସୂଚନା ମୁତାବକ ଜୁଲାଇ ମାସ ଶେଷ ସୁଦ୍ଧା କାର୍ଯ୍ୟ ସୁଦ୍ଧା ବଣ୍ଟନ ପ୍ରସ୍ତୁତ ହେବ ୱାର୍କର ଯାହା ମଧ୍ୟ ଜାଣିବାକୁ ପାଇଲେ 2022 ଓ 2023 ନୂଆ ବଜେଟରେ ମଧ୍ୟ ବିଜୁ ପାକଘର ପାଇଁ 5,906 କୋଟି ଟଙ୍କା ବେୟ ମଧ୍ୟ କରାଯିବ |

ବନ୍ଧୁଗଣ ଏଥି ପାଇଁ ଖୁବ ଶୀଘ୍ର ରାଜ୍ୟରେ ଖୁବ ଶୀଘ୍ର ବିଜୁ ପାକଘର ଶୁଭା ଆରମ୍ଭ ଆଉ ଏହାଛଡା ରାଜ୍ୟରେ ବାସ କରୁଥିବା ଗରିବ ଶ୍ରେଣୀର ଲୋକମାନଙ୍କ ବିଶ୍ବସ ବୃଦ୍ଧି କରିବା ଲକ୍ଷ ରଖି ସେମାନଙ୍କୁ ପ୍ରଥମେ ବାସ ଗୃହ ଯୋଗାଇଦେବା ଉଦେଶ୍ୟରେ ରାଜ୍ୟରେ ବିଜୁ ପାକଘର ଯୋଜନାର ଶୁଭ ଆରମ୍ଭ ହୋଇଥିଲା |

ତେବେ ବନ୍ଧୁଗଣ ଗତ ତିନି ବର୍ଷରେ 4,520 କୋଟି ବିଜୁ ପାକଘର ଗଠିତ ହୋଇଛି ଏଥର ମଧ୍ୟ 2022 ଓ 2023 ଖୁବ ଶୀଘ୍ର ବଣ୍ଟନ ହେବାକୁ ଯାଉଛି ଘର ଯାହା ମଧ୍ୟ ୱାର୍କର ଆପଣ ମଧ୍ୟ ତିଆରି କରି ବିଜୁ ପାକଘରେ ଘର ନିର୍ମାଣ |

About odisha news

Check Also

Big Update : ପୁଣି ଚାଷୀଙ୍କ ଖାତାକୁ ଆସିଲା ପିଏମ କିଷାନ ଯୋଜନା 6 ହଜାର ଟଙ୍କା କେଉଁ ଚାଷୀମାନଙ୍କୁ ମିଳିଲା ଟଙ୍କା ଜାଣନ୍ତୁ |

ବନ୍ଧୁଗଣ ଆସନ୍ତୁ ଜାଣିବ PM KISAN ଯୋଜନାର ବଡ ଖବର ତେବେ ଆପଣ ମାନେ ଯଦି PM KISAN ଯୋଜନାର …

Leave a Reply

Your email address will not be published.