ଓଡ଼ିଆ ଇଣ୍ଡଷ୍ଟ୍ରି ପାଇଁ ବଡ଼ ଦୁଃଖଦ ଖବର ସାମ୍ନା କୁ ଆସିଛି ଆଜି ପ୍ରସିଦ୍ଧ ଓଡ଼ିଆ କଣ୍ଠ ଶିଳ୍ପୀଙ୍କ ପରଲୋକରେ ଅନେକ କଳାକାର ଦୁଃଖ ପ୍ରକାଶ କରିଛନ୍ତି ଏବଂ ଜଗତରେ ଶୋକର ଲହରୀ ଖେଳିଯାଇଛି ଆମ ଦେଶ କଳାକାର ଏବଂ ସଂସ୍କୃତିର ଦେଶ ଏଠାରେ ଅନେକ କଳାକାର ଅଛନ୍ତି | ନାଚ ହେଉ କିମ୍ବା ଗୀତ ଭାରତ ସବୁଠାରୁ ଆଗରେ ଏହି ପ୍ରସିଦ୍ଧ ଓଡ଼ିଆ କଣ୍ଠ ଶିଳ୍ପୀ ଏହି ସବୁ ଓଡ଼ିଆ ଫିଲ୍ମ ରେ କଣ୍ଠ ଦାନ କରି ସ୍ୱର୍ତ୍ତାଙ୍କ ମନଜିଣିଥିଲେ |
ସବୁଠାରୁ ବଡ଼ କଥା ହେଲା ତାଙ୍କର ସବୁ ଓଡ଼ିଆ ଗୀତ ଆଜିବି ଲୋକ ପ୍ରିୟ ଏବେ ବି ତାଙ୍କୁ ଝୁରୁଛି ଓଲିଉଡ ଗାୟକ ଗାଇଥିବା ଓଡ଼ିଆ ଗୀତ ମଧ୍ୟରେ ରହିଛି ଶୁଣ ମୋର ବନ୍ଧୁ ଏବଂ ମଧ୍ଯମେଲଣି ଯେବେ ଲାଜରେ ଯମେନି ପ୍ରଥମ ତାଙ୍କର ଏକକ ଗୀତ ଥିବା ବେଳେ ଅରାତିରେ ସେ ଅନୁରାଗଙ୍କ ସହ ମିଶି ସେ କଣ୍ଠ ଦାନ କରିଛନ୍ତି | ଗୋଟେ ଗୀତାରେ କଣ୍ଠ ଦାନ କରିଥିଲେ ଭୁପେନ୍ଦ୍ର ଏହା ଜୀବନ ମୋର ନୁହେଁ ଆହା ଏଥିରେ ସୁରେଶ ଓ ଆରତୀ କଣ୍ଠ ଦାନ କରିଥିଲେ |
ଭୁପେନ୍ଦ୍ର ଗୀତାର ଗୀତିକାର ହେଲେ ସଚି ମହାନ୍ତି ଏହାରିକୁ ସୁରାର ପତି କରିଥିଲେ ସଂଗୀତା ନିଦେଶକ ଯୋଡି ରାଜ ମିଶ୍ର ବିଭୁ ମହାନ୍ତି ଦେବବ୍ରତ ଙ୍କର ପ୍ରଥମ ଗୀତ ସୂର୍ଯ୍ୟ ମିଶ୍ର ରାଜୁ ମିଶ୍ର ଉଲୁକର ନିଦେଶ ଦେଇଥିଲେ | ଅପର ପକ୍ଷରେ ଜଣା ସୁନା ସଂଗୀତ ନିଦେଶକ ବିକାଶ ଦାସଙ୍କ ପ୍ରଥମ ଓଡ଼ିଆ ଛବି ଭାଗ୍ୟ ହାତ ଡୋରିର ଶ୍ରୀଶକ ଗୀତାରେ ବି ଭୁପେନ୍ଦ୍ର କାନ୍ଥ ଦାନ କରିଥିଲେ | ଓଡ଼ିଆ ଏବଂ ହିନ୍ଦୀ ଗୀତାରେ କଣ୍ଠ ଦାନ କରି ବେଶେ ଲୋକ ପ୍ରିୟତା ହାସଲ କରିଥିଲେ ଭୁପେନ୍ଦ୍ର |
ତେବେ ଭୁପେନ୍ଦ୍ର କୁ ଝୁରୁଛି ଓଲିଉଡ଼ ତାଙ୍କ ପର ଲୋକରେ ଅନେକ ସଂଗୀତ ମହଲରେ ଶୋକର ଲହରୀ ଖେଳିଯାଇଛି |
Check Also
ରାଜେଶ୍ୱରୀଙ୍କ ଏହି ପର୍ଶନାଲ କଥା କେହି ଜାଣି ନାହାନ୍ତି, ଏହି କଥା ସବୁ ବାହାର ଲୋକ ଜାଣିଲା ପରେ କଣ ଯେ ଘଟିଲା….ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ…
ଓଲିଉଡ ଅଭିନେତ୍ରୀ ରାଜେଶ୍ଵରୀଙ୍କର ଏହି ଶେଷ ଇଚ୍ଛା ଅପୁରଣ ହୋଇ ରହି ଗଲା ଜାଣିଲେ ଆପଣଙ୍କ ଆଖି ଓଦା ହୋଇଯିବ …