Breaking News

ଆସିଗଲା ବହୁତ ବଡ଼ ଦୁଃଖ ଖବର, ୩ବର୍ଷର ପୁଅକୁ ଛାଡି ଦୁନିଆରୁ ଚାଲିଗଲେ ରଜେଶ୍ୱରୀ….ଦେଖନ୍ତୁ କଣ ପାଇଁ ମୄ-ତ୍ୟୁ ବରଣ କଲେ ରଜେଶ୍ୱରୀ !

ଆଉ ନାହାନ୍ତି ଓଲିଉଡର ଲୋକ ପ୍ରିୟ ଅଭିନେତ୍ରୀ ରଜେଶ୍ୱରୀ ରାୟ ମହାପାତ୍ର ଆରପାରିରେ ଓଲିଉଡ ଅଭିନେତ୍ରୀ ରଜେଶ୍ୱରୀ ରାୟ ମହାପାତ୍ର ଆଗରୁ କ୍ୟାନ୍ସରେ ପିଡୀତ ହୋଇ ସୁସ୍ତ ହୋଇଥିଲେ ସେ ବୁଧବାର ରାତି ପ୍ରାୟ 3ଟାରେ ତାଙ୍କର ଡେହେନ୍ତା ହୋଇଛି ଗତ କାଲି ହଟାତ ସେ ଅସୁସ୍ଥ ହୋଇଥିଲେ ତା ପରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ମୃତ୍ୟୁ ସମୟରେ ମାତ୍ର 37 ବର୍ଷ ହୋଇଥିଲା |

ଗତକାଲି ବାଲେଶ୍ୱର ହସ୍ପିଟାଲରେ ତାଙ୍କୁ ଭର୍ତି କରାଯାଇଥିଲା ପରେ ସେ ଗୁରୁତର ହେବାରୁ ସମକୁ ହସ୍ପିଟାଲକୁ ପଠାଯାଇଥିଲା ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ | ଏତେ ବୟସରେ ଦୁନିଆକୁ ହସ ଖୁସିରେ ଚାଲି ଯାଇଛନ୍ତି |

ଦର୍ଶକବନ୍ଧୁ ରଜେଶ୍ୱରୀ ରାୟ ଓଡ଼ିଆ ଟେଲିଭିଜନ ଜଗତର ଜଣାଶୁଣା ଚେହେରା ଅଭିନେତ୍ରୀ ରଜେଶ୍ୱରୀ ରାୟ ମହାପତ୍ରଙ୍କ ନିଧନ ହୋଇଛି ଗତ ଜୁଲାଇ 20 ବିଳମ୍ବିତ ରାତିରେ ରାଜଧାନୀ ଭୁବନେଶ୍ୱର ଏକ ଘେରେଇ ହସ୍ପିଟାଲରେ ନିଶ୍ୱାସ ତ୍ୟାଗ କରିଥିଲେ ଅଭିନେତ୍ରୀ ରଜେଶ୍ୱରୀ ରାୟ କ୍ୟାନ୍ସର ରୋଗରେ ପୀଡିତ ଥିଲେ |

ତାଙ୍କର ଏକ ଘେରେଇ ହସ୍ପିଟାଲରେ ଚିଖିଚ୍ୟ ଚାଲୁଥିଲା ସେ ଧାରା ବାହିକରେ ମଧ୍ୟ ଅଭିନୟ କରିଛନ୍ତି ଏହା ପୂର୍ବରୁ 2019 ସେ ଫେସବୁକୁ ପୋଷ୍ଟ ମାଧ୍ୟମରେ ଜଣାଇଥିଲେ |

About odisha news

Check Also

ରାଜେଶ୍ୱରୀଙ୍କ ଏହି ପର୍ଶନାଲ କଥା କେହି ଜାଣି ନାହାନ୍ତି, ଏହି କଥା ସବୁ ବାହାର ଲୋକ ଜାଣିଲା ପରେ କଣ ଯେ ଘଟିଲା….ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ…

ଓଲିଉଡ ଅଭିନେତ୍ରୀ ରାଜେଶ୍ଵରୀଙ୍କର ଏହି ଶେଷ ଇଚ୍ଛା ଅପୁରଣ ହୋଇ ରହି ଗଲା ଜାଣିଲେ ଆପଣଙ୍କ ଆଖି ଓଦା ହୋଇଯିବ …

Leave a Reply

Your email address will not be published.