Breaking News

ଆସିଲା ବଡ ଖବର, ଅଭିନୟ ଛାଡ଼ି ଏଥର ଅଟୋ ଚଳାଉଛନ୍ତି Jhilik Bhattacharya, ଏମିତି ସତ ଆସିଲା ପଦାକୁ, ସମସ୍ତେ ଆଶ୍ଚର୍ଯ୍ୟ…

ନମସ୍କାର ଦର୍ଶକ ବନ୍ଧୁ ଓଡ଼ିଆ ସିନେମା ଜଗତରେ ଅଭିନୟ କରିବାର ସୁଯୋଗ ନ ମିଳିବାରୁ ଏଥର ଓଡ଼ିଆ ଇଣ୍ଡଷ୍ଟ୍ରି ଛାଡ଼ି ଅଟୋ ଚଳାଉଛନ୍ତି ଅଭିନେତ୍ରୀ ଝିଲିକ୍ ଭଟ୍ଟା ଚାର୍ଜ୍ୟ । ଫ୍ରେଣ୍ଡ୍ ଚାଲନ୍ତୁ ଦେଖିବା ଏପରି ଏକ ଘଟଣା ପଛରେ କଣ ରହିଛି ସତ୍ୟତା ଆସନ୍ତୁ ଜାଣିବା ।

ଆପଣମାନେ ଓଲିଉଡର ବେଶ୍ ଜଣାଶୁଣା ଅଭିନେତ୍ରୀ ଝିଲିକ ଭଟାଚର୍ଯ୍ୟଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ । ଝିଲିକ ଭଟ୍ଟାଚାର୍ଯ୍ୟ 2013 ମସିହାରେ ଓଲିଉଡ଼ ଇଣ୍ଡଷ୍ଟ୍ରି ରେ ପାଦ ଦେଇଥିଲେ । ଆଉ ଏହା ଛଡ଼ା ସେ ଆଗ ଧାଡ଼ିର କଳାକାର ମାନଙ୍କ ସହିତ ବହୁତ ଫିଲ୍ମ୍ କରି ମଧ୍ୟ କରିସାରିଛନ୍ତି ।

କିନ୍ତୁ ଗତ ଦିନମାନଙ୍କରେ ତାଙ୍କର ବାହାଘର ମଧ୍ୟ ହୋଇସାରିଛି ସେ ବିଧାୟକ ପ୍ରୀତି ରଞ୍ଜନ ଘଡେ଼ଇ କୁ ବିବାହ କରିଛନ୍ତି । ତାହେଲେ ବାହାଘର ପରେ ସେ ଓଲିଉଡ଼ ଇଣ୍ଡଷ୍ଟ୍ରି ଠାରୁ ପୁରା ଦୂରେଇ ଯାଇଛନ୍ତି ଆଉ ଗତ ଦିନମାନଙ୍କରେ ତାଙ୍କର ଗୋଟେ ଓଡ଼ିଆ ଫିଲ୍ମ୍ ରିଲିଜ୍ ହୋଇଥିଲା ।

ଆଉ ପରବର୍ତ୍ତୀ ସମୟରେ ତାଙ୍କର ଦୁଇଟି ଝିଅ ମଧ୍ୟ ହୋଇଥିଲା କିନ୍ତୁ ବର୍ତ୍ତମାନ ସମୟରେ ସେ ଅନୁଭବଙ୍କ ସାଙ୍ଗରେ ଗୋଟେ ଫିଲ୍ମ୍ କରିବାକୁ ଯାଉଛନ୍ତି । ଆଉ ଏହି ଫିଲ୍ମରେ ଝିଲିକ ଭଟ୍ଟାଚାର୍ଯ୍ୟ ରାସ୍ତାରେ ଅଟ ଚଳାଉଥିବା ର ନଜରରେ ଆସିଛନ୍ତି । ଝିଲିକ ଏବଂ ଅନୁଭବଙ୍କ ଗତ ଦିନମାନଙ୍କରେ ବହୁତ ସାରା ଫିଲ୍ମ୍ ରିଲିଜ୍ ହୋଇସାରିଛି ।

ଝିଲିକ ଏବଂ ଅନୁଭବଙ୍କ ଯୋଡିଙ୍କୁ ଲୋକମାନେ ବହୁତ ପସନ୍ଦ କରୁଛନ୍ତି । ଆଗାମୀ ଦିନମାନଙ୍କରେ ଝିଲିକ ଏବଂ ଅନୁଭବଙ୍କ ଏକ ଫିଲ୍ମ୍ ରିଲିଜ୍ ହେବାକୁ ଯାଉଛି । ଯାହାର ସୁଟିଂ ବର୍ତ୍ତମାନ ସମୟରେ ଚାଲିଛି ଏହି ଫିଲ୍ମ୍ ସୁଟିଂ ସେଟରେ ଝିଲିକ ଏକ ଅଟୋ ଚଳାଉଥିବାର ନଜରରେ ଆସିଛନ୍ତି । ଆଉ ଏହି ଅଟ ଚଳାଉଥିବା ରେ ସୁଟିଂ ସେଟରୁ ଝିଲିକଙ୍କ ଫୋଟ ବହୁ ମାତ୍ରାରେ ଭାଇରଲ ହେବାରେ ଲାଗିଛି ।

About odisha news

Check Also

ଆପଣ ମାନେ କେବେ ନିତୁ ମିଶ୍ରଙ୍କ ସ୍ୱାମୀକୁ କେବେ ଦେଖିନଥିବେ ଦେଖନ୍ତୁ ସେ କୋଉ Hero ଠାରୁ କମ ନୁହନ୍ତି !

ନମସ୍କାର ବନ୍ଧୁଗଣ ଆପଣ ମାନେ ତ ଶିରିଏଲ ତଥା ଓଡ଼ିଆ ଇଣ୍ଡରଷ୍ଟି ର ଅଭିନେତ୍ରୀ ନିତୁ ମିଶ୍ର କୁ ବେଶ୍ …

Leave a Reply

Your email address will not be published.