ଦର୍ଶକବନ୍ଧୁ ସିନେମା ଜଗତ ପାଇଁ ଫୁଣି ଆସିଛି ଆଉ ବଡ଼ ଖବର ଫୁଣି ଆ-ତ୍ମ-ହ-ତ୍ୟା କରିଛନ୍ତି ପ୍ରସିଦ୍ଧ ଅଭିନେତା ଏହି ପ୍ରସିଦ୍ଧ ଅଭିନେତାଙ୍କ ଘର ବାହାରେ ଏକ ଗଛ ଝୁଲନ୍ତା ଅବସ୍ତାରେ ତାଙ୍କ ମୃ-ତ୍ୟୁ ଦେହ ଦେଖିବାକୁ ମିଳିଛି ସେ ତାଙ୍କ ସ୍ତ୍ରୀ ଓ ଦୁଇ ପିଲାଙ୍କ ସହ ରହୁଥିଲେ ତାଙ୍କ ପିଲା ମାନେ ତାଙ୍କୁ ଗଛରେ ଝୁଲିଥିବା ଅବସ୍ଥାରେ ଦେଖିଥିଲେ ପରେ ସେମାନେ ତାଙ୍କ ପଡୋଶୀଙ୍କୁ ଜଣାଇଥିଲେ ପଡୋଶୀ ଏହି ବିଷୟରେ ପୋଲିସ କୁ ସୂଚନା ଦେଇଥିଲେ ପରିବାର କାରଣରୁ ସେ ଆ-ତ୍ମ-ହ-ତ୍ୟା କରିଛନ୍ତି ବୋଲି ଜଣା ପଡିଛି |
ତାଙ୍କର କିଛି ମାନସିକ ଓ ଘେରେଇ ସମସ୍ୟା ଥିଲା କିଛି ମାସ ହେଲା ତାଙ୍କ ସ୍ତ୍ରୀ ତାଙ୍କ ଠାରୁ ଦୁରେଇ ରହୁଥିଲେ ମୃ-ତ୍ୟୁ ର କିଛି ଦିନ ପୂର୍ବରୁ ସେ ମାନସିକ ଚାପରେ ଥିଲେ ବୋଲି ସେ ପୋଲିସ ଆଦିକାରୀଙ୍କୁ ସୂଚନା ଦେଇଛନ୍ତି ଏହି ପ୍ରସିଦ୍ଧ ଅଭିନେତା ଅନେକ ଚଳଚିତ୍ରରେ ଅଭିନୟ କରିଛନ୍ତି କିନ୍ତୁ ଫିଲ୍ମ ଆକ୍ସନ ହେର ସିନେମାରେ ଖଳନାୟକ ଭୂମିକାରେ ଭଲ ଅଭିନୟ କରି ସେ ଦର୍ଶକଙ୍କ ଭଲ ଭାବରେ ପରିଚିତ ହୋଇ ପାରିଥିଲେ |
ପ୍ରସିଦ୍ଧ ଅଭିନେତା ଏଣ୍ଡି ପ୍ରସଦ୍ଧଙ୍କ ନାଁ ରେ ନିଶାସେବନ ସହିତ ଅନେକ ମାମଲା ରହିଛି 2021 ରେ ନିଶା ଦ୍ରବ୍ୟ ରଖିବା କାରଣରୁ ଅବକାରୀ ବିଭାଗ ତାଙ୍କୁ ଗିରଫ କରିଥିଲା ତାଙ୍କ ପାଖରୁ ମାରନା ଅସ୍ତ୍ର ମଧ୍ୟ ଜବତ ହୋଇଥିଲା | ପ୍ରସିଦ୍ଧ ଅଭିନେତା ବହୁତ ଭଲ ଭଲ ଫିଲ୍ମ ରେ ଅଭିନୟ କରିଛନ୍ତି ତେବେ ପ୍ରସିଦ୍ଧ ଅଭିନେତା ଏଣ୍ଡି ପ୍ରଶେଧଙ୍କ ଅନେକ କଳାକାର ଦୁଃଖ ପ୍ରକାଶ କରିଛନ୍ତି |
Check Also
ମୋଦୀ ସରକାରଙ୍କ ଏହି ଯୋଜନାରେ ପ୍ରତି ମାସକୁ ମିଳିବ ୫ ହଜାର ଟଙ୍କା, ଦେଖନ୍ତୁ କଣ କଲେ ଆପଣକୁ ମିଳିବ ଟଙ୍କା !
ଦର୍ଶକବନ୍ଧୁ ବଡ଼ ଖବର ମୋଦି ସରକାରଙ୍କର ଏହି ଯୋଜନାରେ ପ୍ରତି ମାସ ମିଳିବ 5000 ଟଙ୍କା ଏପର୍ଯ୍ୟନ୍ତ 4 କୋଟି …