Breaking News

ଆସିଗଲା ବଡ଼ ଦୁଃଖ ଖବର, ଆଜି ଏହି ଲୋକ ପ୍ରିୟ ଅଭିନେତାଙ୍କ ମୃ-ତ୍ୟୁରେ କାନ୍ଦୁଛି ସିନେମା ଜଗତ….ଦେଖନ୍ତୁ ଏମିତି କେମିତି ହେଲା !

ବର୍ତମାନ ସମୟରେ ବଡ଼ ଦୁଖଦଃ ଖବର ସାମ୍ନା କୁ ଆସିଛି ଆଜି ପ୍ରସିଦ୍ଧ ଅଭିନେତାଙ୍କ ପରଲୋକରେ ଅନେକ କଳକାର ଦୁଃଖ ପ୍ରକାଶ କରିଛନ୍ତି ଏବଂ ସିନେମା ଜଗତରେ ଶୋକର ଲହରୀ ଖେଳି ଯାଇଛି କ୍ୟାନସର ପାଇଁ ଜଣେ ବର୍ଷିଅ ଯୁବ ଅଭିନେତା ଏହି ପ୍ରସିଦ୍ଧ ଅଭିନେତା କ୍ୟାନସର ରେ ପିଡୀତ ହୋଇ ଗତ କିଛି ଦିନ ଧରି ଚିଖିଚିତ ହେଉଥିଲେ ତେବେ ଆଜି ସେ କମ ବୟସରେ ଏ ଦୁନିଆକୁ ଏଲବିଡା ଜଣାଇଛନ୍ତି ଏହି ପ୍ରସିଦ୍ଧ ଅଭିନେତାଙ୍କ ମୃତ୍ୟୁ ରେ ତାଙ୍କର ବନ୍ଧୁ ପରିବାର ଓ ତାଙ୍କ ଫ୍ୟାନ ଙ୍କ ମନରେ ଗଭୀର ଦୁଃଖର ଲହରୀ ଖେଳି ଯାଇଛି|

ତେବେ ହସ୍ପିଟାଲ ବେଡ଼ରେ ଚିଖିଚିତ ହେଉଥିବା ଅବସ୍ଥାରେ ଏହି ପ୍ରସିଦ୍ଧ ଅଭିନେତା କିଛି ସମୟ ପୂର୍ବରୁ ନିଜର ଏକ ଫୋଟ ସେୟାର କରିଥିଲେ ଏନେଇ ଏହି ପ୍ରସିଦ୍ଧ ଅଭିନେତା କିଶୋର କହିଥିଲେ ମୁଁ କାମଥରପି ର ଚର୍ତୁଥ ପର୍ଯ୍ୟରେ ଅଛି କାମ ଥେରାଫିର ଅନେକ ସାଇଟି ଇଫେକ୍ଟ ଥିଲା ଦୁର୍ବଳତା ଓ ଚାକରତ ଆସିବା ପରି ସମସ୍ୟ ଦେଇ ଗତି କରୁଛି ଷ୍ଟେଜ ଚାରି କ୍ୟାନ୍ସର ବିଷୟରେ ଜାଣିବା ପରେ ତାଙ୍କ ଜୀବନର ସତ୍ୟତା ବଦଳି ଯାଇଅଛି |

କିଶୋର ନିଜର ଫିଲ୍ମ କ୍ୟାରିଅର 300 ରୁ ଅଧିକ ମୁଜିକି ଭିଡ଼ିଓ ପ୍ରସ୍ତୁତ କରିଛନ୍ତି ତାଙ୍କର ଗୋଟେ ଗୀତାରେ ସେ ଭୁତ ପ୍ରସିଦ୍ଧ ଲାଭ କରିଥିଲେ | ଅସମ ମନୋରଞ୍ଜନ ଇଣ୍ଡଷ୍ଟ୍ରିରେ ଜଣେ ଗୁରୁତ୍ୱ ପୂର୍ଣ୍ଣ ଅପେରା ଭାବରେ ଗାନ ଯାଉଥିଲା ସୋସିଆଲ ମିଡିଆରେ କିଛି ରଙ୍ଗର ଫ୍ୟାନ ରହିଛନ୍ତି |

ଏତେ କାମ ବୟସରେ କିଶୋରଙ୍କୁ ହରାଇବା ଇଣ୍ଡଷ୍ଟ୍ରି କୁ ବଡ଼ ଝଟକା ଲାଗିଛି ଚେନାଇରେ କିଶୋର ଚିଖିଚ୍ୟ ହେଉଥିଲା ହେଲେ ପୂର୍ବରୁ ତାଙ୍କର ଗୁହାଟିରେ ଚିଖିଚ୍ୟ ହେଉଥିଲା କିନ୍ତୁ ଉର୍ନତ ଚିଖିଚ୍ୟ ସୁବିଦା ପାଇଁ ଗତ ବର୍ଷ ମାର୍ଚ୍ଚ ରେ ଚେନାଇ ରେ ଯାଇଥିଲେ ତେବେ ଆସାମ ଅଭିନେତା କିଶୋର ଦାସ ଙ୍କର ଦେହାନ୍ତ ହୋଇଛି ତାଙ୍କ ପରଲୋକରେ ଅନେକ କଳାକାର ଦୁଃଖ ପ୍ରକାଶ କରିଛନ୍ତି ଏବଂ ସିନେମା ଜଗତରେ ଶୋକର ଲହରୀ ଖେଳି ଯାଇଛି |

About odisha news

Check Also

ରାଜେଶ୍ୱରୀଙ୍କ ଏହି ପର୍ଶନାଲ କଥା କେହି ଜାଣି ନାହାନ୍ତି, ଏହି କଥା ସବୁ ବାହାର ଲୋକ ଜାଣିଲା ପରେ କଣ ଯେ ଘଟିଲା….ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ…

ଓଲିଉଡ ଅଭିନେତ୍ରୀ ରାଜେଶ୍ଵରୀଙ୍କର ଏହି ଶେଷ ଇଚ୍ଛା ଅପୁରଣ ହୋଇ ରହି ଗଲା ଜାଣିଲେ ଆପଣଙ୍କ ଆଖି ଓଦା ହୋଇଯିବ …

Leave a Reply

Your email address will not be published.