Breaking News

ଆସିବାକୁ ଯାଉଥିବା ଏହି ଜୁନୁ ମାସରେ, ଏହି ୪ଟି ରାଶିରେ ଘଟିବାକୁ ଯାଉଛି ଭୟଙ୍କର ଘଟଣା !

ଦର୍ଶକବନ୍ଧୁ ରାଶି ଚକ୍ରରେ 12 ଗୋଟି ରାଶି ରହିଛି ଓ 12 ଗୋଟି ରାଶିର ରାଶିଫଳ ଗ୍ରହମାନଙ୍କ ପରିବର୍ତନ ପରିଚାଳନାରୁ ନିଦ୍ଧାରିତ ହୋଇଥାଏ ଗ୍ରହମାନଙ୍କର ସିଧା ପ୍ରଭାବ ଏହି ରାଶି ମାନଙ୍କ ଉପରେ ପଡିଥାଏ ପ୍ରତେକ ବ୍ୟକ୍ତିର କୁଣ୍ଡଳୀ ଜାତକ ଏହି ରାଶି ମାନଙ୍କ ସହିତ ଜଡିତ ରହିଥାଏ ଏହି ଗ୍ରହମାନଙ୍କ ଚଳନ କିଛି ରାଶି ମାନଙ୍କ ଉପରେ ଶୁଭ ପ୍ରଭାବ ପକାଇଥାଏ | କିଛି ରାଶି ମାନଙ୍କ ଉପରେ ଖରାପ ପ୍ରଭବ ମଧ୍ୟ ପକାଇଥାଏ ପ୍ରେତକ ଦିନରେ ଗ୍ରହରେ କିଛିନା କିଛି ପରିଵର୍ତନ ଘଟୁଛି | ସେହି ପରି 4ଟି ରାଶି ଉପରେ ଆଜି ଠାରୁ ଗ୍ରହମାନଙ୍କ କୁ ପ୍ରଭାବ ପଡ଼ିବାକୁ ଜୁଯାଉଛି | ଏହି 47 ଗୋଟି ରାଶିର ଲୋକ ମାନଙ୍କୁ ସାବଧାନ ସହିତ ରହିବାକୁ ପଡିବ ଜାଣି ନିଅନ୍ତୁ ସେହି ରାଶି ମାନଙ୍କ ବିଷୟରେ |

ମିଥୁନ ରାଶି
ଏହି ରାଇରେ ଲୋକ ପ୍ରିୟତା ହ୍ରସ ପାଇବ ନିଜର ଆସ ହରାଇବେ ଅର୍ଥ ଅଭାବ ଅନୁଭବ କରି ପାରନ୍ତି ଆକସ୍ମିତା କୌଣସି କଲହରେ ପଡି ପାରନ୍ତି ଆର୍ଥିକ ଖେତୀ ସହିବେ ପାଇଥିବା ଦ୍ରବ୍ୟ ହରାଇ ବସିବେ କୌଣସି ଏକ ବଡ ଧରଣର ଯୋଜନାରେ ପରିବର୍ତନ କରିବେ | ପରିବାରରେ ଜଞ୍ଜାଳ ବଢିବ ଓ ଖର୍ଚ୍ଚ ବଡିବାରେ ଲାଗିବ କୋୖଣଇ ଆତ୍ମୀୟ ମାନଙ୍କ ଦ୍ୱାରା ଅସୁବିଦାରେ ପଡି ପାରନ୍ତି ଆପଣଙ୍କ ପାଇଁ ପ୍ରତିକାର ହେଉଛି ଗାଈକୁ ସବୁଜ ଘାସ ବା ଅନ୍ୟ କିଛି ଖାଦ୍ୟ ଖାଇବାକୁ ଦିଅନ୍ତୁ |

କର୍କଟ ରାଶି
ଆପଣ ମାନଙ୍କର ମାନସିକ ଆସନ୍ତି ବଢିପାରେ ଦୂର ବାନ୍ଧୁଙ୍କର ଦ୍ୱାରା ଅପମାନିତ ହୋଇପାରନ୍ତି ଅଯଥା କାମରେ ଟଙ୍କା ବିନିଯୋଗ କରିବେ କୋୖଣଇ ଜାଗାରୁ ଅପମାନିତ ହୋଇପାରନ୍ତି ଶାରୀରିକ କଷ୍ଟ ଭୋଗିବାକୁ ପଡିବ ଆପଣଙ୍କ ପାଇଁ ପରିବାରରେ କଳହ ସୃଷ୍ଟି ହୋଇପାରେ ଆପଣଙ୍କ ପାଇଁ ପ୍ରତିକାର ହେଉଛି ଗରିବ ଲୋକଙ୍କୁ ଅର୍ଣ୍ଣ ବା କିଛି ସାହାଯ୍ୟ କରନ୍ତୁ |

ମୀନ ରାଶି
ଅର୍ଥ ଅଭାବର ଆଭାସ ମିଳିବ ଇଜର ପରିବେଶରେ ପରିବର୍ତନ ହେବ ମାନସନମାନରେ ହାନି ଘଟିବ ଉପଯୁକ୍ତ ନ୍ୟାୟ ପାଇବେ ନାହିଁ ପରିବାରରେ ବିଶୁଙ୍ଖଳ ଦେଖା ଦେଇପାରେ ଆଳସ୍ୟ ଅନୁଭବ କରିବେ ହଟାତ ଦୃଘଟଣା ଗ୍ରସ୍ତ କରିବେ ତେଣୁ ସର୍ବଦା ସାବଧାନ ରୁହନ୍ତୁ ମାନସିକ ଉଡୁବେଗ ବଢ଼ିଯିବ କାର୍ଯ୍ୟରେ ଅବନତି ଘଟିବ ଆପଣଙ୍କ ପାଇଁ ପ୍ରତିକାର ହେଉଛି ପ୍ରତେକ ମଙ୍ଗଳବାର ଦିନ ହନୁମାନ ଚାଳିଶିଆ ପାଠ କରନ୍ତୁ ଏବଂ ହନୁମାନ ମନ୍ଦିର ଯାଇ ହନୁମାନଙ୍କ ଚରଣରେ ମୁଣ୍ଡିଆ ମରାନ୍ତୁ |

ବିଛା ରାଶି
ଭୟ ବିତ ସମୟରେ ଜୀବନ ଅତି ବାହିତ ହେବ ବହୁତ ଦିନ ଅନୁସନ୍ଧାନରେ ବି ବିଫଳ ହେବେ ଯାତ୍ରା ସତର୍କତା ଅବଲମ୍ବନ କରନ୍ତୁ ମାନସିକ ଚାପ ପଡି ପରେ ବେସ୍ତତା ବିଷୟରେ ସମୟ କଟୀପରେ ଗୃହରେ କ୍ଳେଶ ଦେଖା ଦେଇପାରେ ଅଭାବ ଅନଟନରେ ଦିନ କଟୀପରେ ବିଶ୍ୱାସ ଘଟକତାର ଶିକାର ହୋଉପାରନ୍ତି ନିଜର ଦେହ ଉପରେ କଷ୍ଟ ରହିଛି ସତର୍କ ରୁହନ୍ତୁ ଶାରୀରିକ କଷ୍ଟ ଅନୁଭବ କରିପାରନ୍ତି ଆପଣଙ୍କ ପାଇଁ ପ୍ରତିକାର ହେଉଛି ଅସହାୟ ବ୍ୟକ୍ତିଙ୍କୁ ସାହାଯ୍ୟ କରନ୍ତୁ ବା ବସ୍ତ୍ର ଦାନ କରନ୍ତୁ | ଦର୍ଶକବନ୍ଧୁ ଏହା ଥିଲା ସେହି 4ଟି ରାଶି ଯେଉଁ ମାନଙ୍କର ଭାଗ୍ୟ ଆଗାମୀ ଦିନ ଗୁଡିକରେ ବହୁତ ଖରାପ ରହିଛି

About odisha news

Check Also

ଆଉ ରହିଲା ମାତ୍ର କିଛି ସମୟ ତାପରେ ବଦଳିବ 5ଟି ରାଶିର ଭାଗ୍ୟ, ସ୍ୱୟଂ ମା ଲକ୍ଷ୍ମୀ ଆସିବେ ଆପଣଙ୍କ ଦୁଆର ମୁହଁକୁ ଦେଖିବେ…

ଦର୍ଶକବନ୍ଧୁ ଗ୍ରହ ମାନଙ୍କର ହେବାକୁ ଯାଉଛି ଏକ ବଡ଼ ଧରଣର ପରିବର୍ତ୍ତନ ଯାହା ଦ୍ଵାରା ରାଶି ଚକ୍ର ରେ ଥିବା …

Leave a Reply

Your email address will not be published.