ଅତି ଭୟଙ୍କର ହେବ ଗ୍ରୀଷ୍ମ ପ୍ରଭାବ ଠକ ଠାକ କରି ଚାଲିଯିବା ପ୍ରାଣ ଅଂଶୁଘାତ ନେଇଯିବା ହଜାର ହଜାର ଜୀବନ ମାଡି ଆସିବା ସମୁଦ୍ର ଲୀନ ହୋଇଯିବ ତଟବତି ଅଞ୍ଚଳ ଆହୁରି ପ୍ରଳାଙ୍କାରି ହେବ ବାତ୍ୟା ବନ୍ୟା ମରୁଡି ବିପର୍ଯ୍ୟୟ ପିଛା ଛାଡିବ ନାହିଁ ପରିବେଶକୁ ସୁରକ୍ଷା ନକଲେ ଆଗକୁ ଏମିତି ମହା ବିପତି ମାଡି ଆସିବ ସମୁଦ୍ର ମାଡି ଆସୁଛି ଓ଼ଡିଶା ଉପକୂଳର 74 ଗାଁ କୁ ଗିଳିବାକୁ ବସିଲାଣି ସମୁଦ୍ର ପ୍ରତିବର୍ଷ ଓଡିଶା ମୁହାଁ ହେଉଛି ବାତ୍ୟା ନଈ କେଉଁଠି ସୁକିଲାଣି ତ ଓ ଆଉ କେଉଁଠି ଜଳ ପାଲଟିଛି ବିଗିଡି ଗଲାଣି ପାଣିପାଗ କେବେ ସୁକୀଲା ତ କେବେ ବାଦଲ ଫାଟିଲା ଭଳି ବର୍ଷା ପ୍ରତିବର୍ଷ ଶତାଧିକ ଜୀବନ ନେଉଛି ବଜ୍ରପାତ |
ପାଣିପବନ ମାଟିକୁ ବିଷ ଚରି ଗଲାଣି ଅସମ୍ଭାଳ ହେଲାଣି ଗ୍ରୀଷ୍ମ ଜଳ ବିଶେଜ୍ଞ କହନ୍ତି ଏଇତ ଆରମ୍ଭ ଆଗକୁ ଦେଖନ୍ତୁ 1990 ରୁ 2018 ପର୍ଯ୍ୟନ୍ତ ହୋଇଥିବା GIS ରିପୋଟ ଅନୁଯାଇ ରିପଟକୁ ଆଧାର କରି କେନ୍ଦ୍ର ସରକାର ସୂଚନା ଦେଇଛନ୍ତି ଯେ ଦେଶରେ 6672 କିଲୋ ମିଟର ବେଳାଭୂମି 33 ଦଶମିକ 6 ପ୍ରତିଶତ ବିପଦରେ ଏଠି ସମୁଦ୍ର ମୂଳ ଖାଉଛି ଓଡ଼ିଶାର 480କିଲୋ ମିଟର ବେଳାଭୂମିରୁ 140 କିଲୋମିଟର କୁଳ ଗେରୁଚି ସମୁଦ୍ର ବିଭିନ୍ନ ସରକାରୀ ସଂସ୍ଥା ର ତଥ୍ୟ ଓ ସର୍ବକ୍ଷେଣକୁ ଆଧାର କରି ଯେଉଁ ଚିତ୍ର ରହିଛି ତାହା ସମୁଦ୍ର ର ଭୟାନକ ରୂପ ନେବା ବୋଲି ଜଣ ପଡିଛି |
ଓଡିଶା ସମୁଦ୍ର କୂଳର 74ଟି ଗାଁ କୁ ସମୁଦ୍ର ଗୋଡ଼ଉଛି ସମୁଦ୍ର କୂଳ ଲମ୍ବିବାରୁ ତଟବତି ଗାଁ ଗୁରତରେ ଭାବେ ପ୍ରଭାବିତ ଗତ 38 ବର୍ଷରେ ତଟବାଟି ଅଞ୍ଚଳରେ 299 ଦଶମିକ 48 ମିଟର ପେଣ୍ଠ ପାଖ ପଦ୍ମନାଭ ପାଟଣାରେ 293 ଦଶମିକ 93 ଦଶମିକ 34 ମିଟର | ରାଜନଗର ଚଉତିଆ 27ରେ 5 ଦଶମିକ 81 ମିଟର ପାରାଦୀପର ବାଘଡିଆ ଠାରେ 242 ଦଶମିକ 08 ମିଟର ଏହି ବର୍ଷରେ ରାଜ୍ୟରେ କାଳବୈଶାଖୀ ହେବାର ବାଟ ସମ୍ଭାବନା ରହିଛି ଏବଂ ଭୀଷଣ ଗରମରେ ସାରା ଓଡିଶା ଛଟପଟ ହେଉଛି |
Check Also
LIC କୁ ନେଇ ଆସିଲା ବହୁତ ବଡ଼ ଖୁସି ଖବର, LIC ରେ କରନ୍ତୁ ଏହି କାମ ମାସକୁ ମାସ ଆପଣ ପାଇ ପାରିବେ Pension ୧୨ ଟଙ୍କା….ଦେଖନ୍ତୁ କେମିକି କରିବେ ଏହି LIC !
LIC କୁ ନେଇ ଆସିଛି କିଛି ନୂଆ Pension ପ୍ଲାନ ଯେଉଁଥିରେ ଆପଣଙ୍କୁ ମାତ୍ର ଠାରେ ପଇସା ଜମା କଲେ …