Breaking News

ଆଶ୍ଚର୍ଯ୍ୟ ଖବର ଶେଷରେ ନ୍ୟାୟ ମାଗିଲେ ଓଡ଼ିଆ ହିରୋଇନ Prakruti ମିଶ୍ର , କାରଣ ଜାଣିଲେ ଆପଣ ମୁଣ୍ଡରେ ହାତଦେବେ…

ଦର୍ଶକବନ୍ଧୁ ମୋ ସହ ଯାହାବି ହୋଇଛି ଆପଣ ମାନେ ଜାଣିଛନ୍ତି ମୋର ଆଶା ଉଚ୍ଚ ନିୟାଲୟ ମତେ ନିୟା ବେବେ ବୋଲି ଏହା କହିଛନ୍ତି ପ୍ରକୃତି ମିଶ୍ର | ଆପଣ ମାନେ ଜାଣିଥିବେ କି କିଛି ଘଟଣା ଘଟିଥିଲା ଯାହାକି ସୋସିଆଲ ମିଡିଆରେ ଭାଇରଲ ହୋଇଛି ଆପଣ ମାନେ ସବୁବେଳେ ସାଇଲ ମିଡିଆରେ କିଛିନା କିଛି ଭିଡ଼ିଓ ଭାଇରଲ ହେବାରେ ଲାଗିଛି ତେବେ ଆପଣ ମାନେ ଜାଣିଥିବେ ଏହି ବିଷୟରେ ଆପଣ ମାନେ ସମ୍ପୂର୍ଣ ଖବରଟି ଜଣାନ୍ତୁ |

ତେବେ ଏହି ଖରାପ ପ୍ରଭାବ କେବଳ ସାଧାରଣ ଲୋକଙ୍କ ଉପରେ ନୁହେଁ କି ସେନେମା ଉପରେ ନୁହେଁ ଏହା କିଛି ଲୋକଙ୍କ ବ୍ୟକ୍ତି ଗତ ଭାବରେ ପଡିଥିବ | ବାବୁଶାନ ହେଉ କିମ୍ବା ପ୍ରକୃତି ଏମାନେ କେବଳ ସେଲିବ୍ରେଟି ନୁହନ୍ତି ଏମାନେ ଗୋଟେ ଗୋଟେ ପରିବାରର ସଦସ୍ୟ ଅଟନ୍ତି ତେଣୁ ଏହି ଝଗଡା ମଧ୍ୟ ଥମିନାହିଁ ଏହି କିଛି ଦିନ ତଳେ ବାବୁଶାନ ସୋସିଆଲ ମିଡ଼ିଆ ମାଧ୍ୟମରେ ଖେମା ମାଗିଥିଲେ ଆଉ କହିଥିଲେ ଏମିତି ଭୁଲୁ ଏଉ ହେବ ନାହିଁ |

ବାବୁଶାନଙ୍କର ଏହି ଭିଡ଼ିଓ ଭାଇରଲ ହେବାରେ ଆଉ ଏପଟରେ ପ୍ରକୃତି ମିଶ୍ରଙ୍କର ଭିଡ଼ିଓ ନିଆଁ ଭଳି ଭାଇରଲ ହେଲାଣି ଯେଉଁଥିରେ ସେ କହିଛନ୍ତି ତାଙ୍କୁ ନିୟା ଦେବା ପାଇଁ | ପ୍ରକୃତି ମିଶ୍ର କହିଛନ୍ତି ମୋ ସାଙ୍ଗରେ ଯାହାବି ହୋଇଛି ଆପଣ ମାନେ ସବୁ ଜାଣିଛନ୍ତି ବା ସାରା ଦୁନିଆ ଦେଖୁଚି ମୋର ମାନ୍ୟବର କୋର୍ଟ ଉପରେ ବିଶ୍ୱାସ ଓ ଭରସା ଅଛି |

About odisha news

Check Also

ପ୍ରଥମ ଥର ଦେଖନ୍ତୁ Anu Chaudhury ଜୀବନୀ ଓ ପରିବାର ତାଙ୍କ ଘରେ କିଏ କିଏ ସବୁ ଅଛନ୍ତି ଏବଂ ତାଙ୍କ ସ୍ୱାମୀ କିଏ !

ଆପଣମାନେ ଅନୁ ଚୌଧୁରୀ ଙ୍କୁ ସିନେମାରେ ବିଭିନ୍ନ କ୍ୟାରେକ୍ଟର ରେ ଅଭିନୟ କରିଥିବାର ଆପଣମାନେ ନିଶ୍ଚିତ ଦେଖିଥିବେ ସାଙ୍ଗମାନେ ଆପଣ …

Leave a Reply

Your email address will not be published.