Breaking News

ଆଶ୍ଚର୍ଯ୍ୟ ଖବର : ଛେଳି ଜନ୍ମ ଦେଲା ମଣିଷ ଛୁଆ, ଦେଖିବାକୁ ଲାଗିଲା ଲୋକଙ୍କ ଭିଡ଼…

ନମସ୍କାର ବନ୍ଧୁଗଣ ଅନେକ ସମୟରେ ଦେଶ ବିଦେଶରୁ କିଛି ଖବର ସାମ୍ନାକୁ ଆସିଥାଏ ଯାହାକୁ ଦେଖି ସଭିଏଁ ଆଶ୍ଚଯ୍ୟ ଚକିତ ରହିଯାନ୍ତି | ଯାହାକୁ ଆଖିରେ ନଦେଖିଲେ ବିଶ୍ୱାସ କରିବା ଅସମ୍ଭବ ହୋଇଥାଏ ସେଇବହଳିଏକ ଘଟଣା ସାମ୍ନାକୁ ଆସିଛି ଯେଉଁଠି ଏକ ଛେଳି ଏକ ମଣିଷ ଛୁଆକୁ ଜନ୍ମ ଦେଇଛି ସାଦାରଣତ୍ଵ ଦେଖାଯାଏ ସବୁଜିବଜନ୍ତୁ ନିଜରୂପର ଛୁଆକୁ ଜନ୍ମ ଦେଇଥାନ୍ତି |

ସେଇଭଳି ମଣିଷ ମଧ୍ୟ ମଣିଷ ଛୁଆକୁ ଜନ୍ମ ଦେଇଥାନ୍ତି ହେଲେ ଆପଣ କେଉଁଠି ଦେଖିନଥିବେ କୌଣସି ଏକ ଛେଳି ମଣିଷ ଛୁଆକୁ ଜନ୍ମ ଦେବା | ଘଟଣାଟି ଶୁଣିବା ପରେ ହୁଏତ ସମସ୍ତେ ଆଶ୍ଚଯ୍ୟ ହୋଇପାରନ୍ତି ହେଲେ ଘଟଣାଟି ସତ ଅଟେ ଏଭଲିଏକ ବିଚିତ୍ର ଘଟଣା ଦେଖିବାକୁ ମିଳିଛି କର୍ଣ୍ଣାଟକର ମୟୁଶୂର ଠାରେ ଏଠାରେ ଛେଳି ଏକ ମଣିଷ ଛୁଆ ଭଳି ଦିଶୁଥିବା ଏକ ଛୁଆକୁ ଜନ୍ମ ଦେଇଛି |

ଯାହାର ଫୋଟୋ ଏବେ ସୋସିଆଲ ମିଡ଼ିଆରେ ଖୁବ ଦ୍ରୁତ ଗତିରେ ଭାଇରଲ ହେବାରେ ଲାଗିଛି ଭାଇରଲ ହେଉଥିବାର ଏହି ଫୋଟରେ ଛେଳିଟିର ମଣିଷ ଚୂଆଭଳି ଦୁଇଟି ହାତ ଦୁଇଟି ଗୋଡ ମୁହଁ ଶରୀର ଓ ଆଖିସହିତ ତାର ଶରୀରର ଗଠନ ଏକଦମ ମଣିଷ ଶରୀର ଭଳି ହେଇଛି | ଏହାସହିତ ପେଟର ନାଭି ମଧ୍ୟ ଦେଖିବାକୁ ମିଳିଛି ଏହି ଫୋଟବି ଭାଇରଲ ହେବାପରେ ଦେଶରେ ତଥା ଦେଶ ବାହାରେ ମଧ୍ୟ ଏହାକୁନେଇ ଚର୍ଚ୍ଚା ଜୋର ଧରିଛି |

କେହି ଲୋକ ଏହାକୁ ଫେକ କହୁଥିବା ବେକେ ଅନ୍ୟ କିଛିଲୋକ ଏହାକୁ ବିଶ୍ୱାସ କରିଛନ୍ତି ଅନ୍ୟ କିଛି ଅଶ୍ଵସ୍ତି ଲୋକ ଏହାକୁ ଭଗବାନଙ୍କର ଚମତ୍କାର ବୋଲି କହିଛନ୍ତି | ତେବେ ମିଳିଥିବା ଖବର ଅନୁଯାଇ ଜନ୍ମ ଦେଇଥିବା ଏହି ଛେଳିଟି କର୍ଣ୍ଣାଟକ ମୟୁଶୂର ସୋଲପୁର ନିବାସୀ ଭାସ୍କର ନାମ ଜଣେ ବ୍ୟକ୍ତିଙ୍କର ଛେଳିଟି ଏକ ଏଭଳି ବିଚିତ୍ର ପିଲାକୁ ଜନ୍ମ ଦେବା ଦେଖି ଭାସ୍କର ଆଶ୍ଚଯ୍ୟ ଚକିତ ହୋଇଯାଇଛନ୍ତି |

ଏହି ଖବର ନିଆଁ ଭଳି ଖୁବ କାମ ସମୟ ମଧ୍ୟରେ ଭାଇରଲ ହେଇଗଲା ଛେଲିଛୁଆଟିର ଅଧରୁ ଅଧିକ ଗଠନ ମଣିଷ ଛୁଆ ଭଲଇଥିଲା କେବଳ ଏହାର କାନ ଓ ଗୋଡ ଛେଳି ଭଲଇଥିଲା ଏହିଖବର ସ୍ଥାନୀୟ ପଶୁ ଡାକ୍ତରଙ୍କୁ ଦିଆଯାଇଥିଲା ଚାରିଆଡେ ଏହିଖବର ପ୍ରଚାରିତ ହେବାପରେ ଏଭଳି ବିଚିତ୍ର ଛୁଆକୁ ଦେଖିବାପାଇଁ ସେଠାରେ ସ୍ଥାନୀୟ ଲୋକ ମାନଙ୍କର ଭିଡ ଜମିଥିଲା କିନ୍ତୁ ଦୁଃଖର ବିଷ୍ୟୟ ହେଉଛି ଜନ୍ମ ନେବାର କିଛି ସମୟ ଅଜବ ଦିଶୁଥିବା ଛେଳି ଛୁଆଟି ଅରପରିକି ଚାଲିଯାଇଥିଲା ଏହାର ଫୋଟୋ ଏବେ ସୋସିଆଲ ମିଡିଆରେ ଭାଇରଲ ହେଉଛି |

About odisha news

Check Also

ପ୍ରେମ କରୁଥିବା ସମୟରେ ଧରା ପଡିଲେ ପ୍ରେମୀ ଯୁଗଳ, ଗାଁ ଲୋକ ତାଙ୍କ ସହ ଏପରି କଲେ ଜାଣିଲେ ଆପଣ ମୁଣ୍ଡରେ ହାତ ଦେଇଦେବେ…

ନମସ୍କାର ବନ୍ଧୁଗଣ ପ୍ରେମ କରିବା ସମୟରେ ଧରି ନେଲେ ଗାଁ ଲୋକେ। ସାମ୍ନାକୁ ଆସିଛି ଏପରି ଏକ ଭିଡିଓ ଯାହା …

Leave a Reply

Your email address will not be published.