ବନ୍ଧୁଗଣ ଘଟିଗଲା ଚମତ୍କାର ଶିବଙ୍କ ଉପରେ ଗାଈ ଆସି ଚଢ଼ାଇଲା କ୍ଷୀର ତାପରେ ଯାହା ହେଲା ଜାଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ। ତେବେ ଦର୍ଶକବନ୍ଧୁ ଶିବ ମନ୍ଦିର ବାହାରେ ଥବା ଶିବଲିଙ୍ଗ ଉପରେ ଗୋଟିଏ ଗାଈ ଆସି ତାର କ୍ଷୀର ଚଢ଼ାଉଥିଲା ଏହା ଦେଖି ସେଠାକାର ଲୋକମାନେ ଆଶ୍ଚର୍ଯ୍ୟ ହୋଇଗଲେ ତେବେ ଆସନ୍ତୁ ଜାଣିବା କଣ ରହିଛି ଏହାକୁ ନେଇ ସଂପୂର୍ଣ୍ଣ ଖବର।
ତେବେ ବନ୍ଧୁଗଣ ଛତିଶଗଡ କୋର୍ବା ଜିଲ୍ଲା ହସଦେବ ନଦୀତଟରେ ଥିବା କନ୍କିରେ ଗୋଟିଏ ଛୋଟ ଗାଁ ଅଛି ଯାହାର ମୁଖ୍ୟାଳୟ ଠାରୁ ପାଖାପାଖି ୨୦ କିଲୋମିଟର ଦୂର କନ୍କିର କାମେଶ୍ୱର ମନ୍ଦିର ଧାର୍ମିକ ଓ ଐତିହାସିକ ଦୃଷ୍ଟିରେ ଏକ ମହତ୍ତ୍ଵପୂର୍ଣ୍ଣ ସ୍ଥାନ ଅଟେ କନ୍କି ରାୟପୁର ଠାରୁ ପ୍ରାୟ ୯୭ କିଲୋମିଟର ଦୂର କବାଟ ଜିଲ୍ଲାରେ ଅବସ୍ଥିତ।
ତେବେ ସେହି ମନ୍ଦିରରେ ପ୍ରତିଦିନ ଗୋଟିଏ ଗାଈ ଆସି ଶିବଲିଙ୍ଗ ଉପରେ କ୍ଷୀର ଚଢ଼ାଉଥାଏ। ଦିନେ ଗାଈକୁ ଗୌଡ଼ ଏମିତି କରୁଥିବାର ଦେଖିଦେଲା ରାଗରେ ସେ ଯେଉଁ ଜାଗାରୁ କ୍ଷୀର ବାହାରୁଥିଲା ସେହି ଜାଗାରେ ବାଡ଼ିରେ ପିଟିବାକୁ ଲାଗିଲା। ଯେମିତି ସେ ବାଡ଼ିରେ ପିଟିବାକୁ ଲାଗିଲା ସେତେବେଳେ କିଛି ଭାଙ୍ଗି ଯିବର ଶବ୍ଦ ଆସିଲା ଏବଂ ଚାଉଳର କିଛି ଅଂଶ ବିଞ୍ଚି ହୋଇଗଲା।
ଦର୍ଶକବନ୍ଧୁ ସେହି ଜାଗା ସଫା କରିବା ପରେ ଗୋଟିଏ ଭଙ୍ଗା ହୋଇଥିବା ଶିବଲିଙ୍ଗ ମିଳିଲା ଏହା ଦେଖୁ ଗୌଡ଼ ସେଠାରେ ଡରିଗଲା ଏବଂ ମହାଦେବଙ୍କୁ କ୍ଷମା ମାଗିଲା। ସେହି ଗୌଡ଼ଟି ସେଠାରେ ପ୍ରତିଶ୍ରୁତି ଦେଲା କି ସେଠାରେ ଏକ ଶିବ ମନ୍ଦିର ତିଆରି କରିବ ଏବଂ ଏହାପରେ ସେହି ସ୍ଥାନରେ ମନ୍ଦିର ନିର୍ମାଣ କରାଗଲା ସେ କହିଲା କି ଶିବଲିଙ୍ଗ ପାଖରେ ଚାଉଳର ଦାନା ପଡ଼ିଥିବା ହେତୁ ମନ୍ଦିରର ନାମ କାନ୍କେଶ୍ୱର ମନ୍ଦିର ରଖାଗଲା।
ଏହାପରେ ସେଠାରେ ପ୍ରତିଦିନ ଭକ୍ତଙ୍କ ଭିଡ଼ ଲାଗେ। ମନ୍ଦିରର ସ୍ଥାପନା କରିବା ପରେ ସେଠାରେ କିଛି ଗାଁ ମଧ୍ୟ ବସିଗଲା କାହାର ନାମ କାନ୍କି ରଖାଗଲା ଏବଂ ପ୍ରତି ବର୍ଷ ଶ୍ରାବଣ ମାସରେ ଭୋଳନାଥଙ୍କ ଭକ୍ତଙ୍କର ବୋହୁତ ଭିଡ଼ ଲାଗେ ଏବଂ ସେଠାରେ ପ୍ରତିବର୍ଷ ଜାଗର ଅମାବାସ୍ୟାରେ ମଧ୍ୟ ବୋହୁତ ଭକ୍ତଙ୍କ ଭିଡ଼ ଲାଗିଥାଏ ଏବଂ ସେହିଦିନ ଠାରୁ ସେହି ମନ୍ଦିର କାନ୍କେଶ୍ୱର ନାମରେ ପୂଜା ପାଆନ୍ତି।
Check Also
ପ୍ରେମ କରୁଥିବା ସମୟରେ ଧରା ପଡିଲେ ପ୍ରେମୀ ଯୁଗଳ, ଗାଁ ଲୋକ ତାଙ୍କ ସହ ଏପରି କଲେ ଜାଣିଲେ ଆପଣ ମୁଣ୍ଡରେ ହାତ ଦେଇଦେବେ…
ନମସ୍କାର ବନ୍ଧୁଗଣ ପ୍ରେମ କରିବା ସମୟରେ ଧରି ନେଲେ ଗାଁ ଲୋକେ। ସାମ୍ନାକୁ ଆସିଛି ଏପରି ଏକ ଭିଡିଓ ଯାହା …