Breaking News

ଦେଖନ୍ତୁ ଆଶ୍ଚର୍ଯ ଭିଡିଓ – ନାକ ପଟେ ସା-ପକୁ ଭ-ର୍ତ୍ତି-କ-ରି ପାଟି ପଟେ ବାହାର କଲେ ଏହି ବ୍ୟକ୍ତି ଜଣକ ! ଦେଖିବା ଲୋକ ଅବାକ ହେଲେ .

ଅନେକ ସମୟରେ ଦେଶ ବିଦେଶରୁ ଏଭଳି କିଛି ଘଟଣା ସାମ୍ନାକୁ ଆସିଥାଏ ଯାହାକୁ ଆଖିରେ ନ ଦେଖିଲେ ବିଶ୍ବାସ କରିବା ମଧ୍ୟ ଅସମ୍ଭବ ହୋଇଥାଏ। ନିକଟରେ ସେହିଭଳି ଏକ ଭିଡିଓ ସାମ୍ନାକୁ ଆସିଛି ଯାହା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଆପଣ ମାନେ ବିଭିନ୍ନ ଧରଣର ସାପ ତ ନିଶ୍ଚୟ ଦେଖିଥିବେ। ସାପ ହେଉଛି ଏକ ଏଭଳି ଜନ୍ତୁ ଯାହାକୁ ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବଡ଼ ପର୍ଯ୍ୟନ୍ତ ସମସ୍ତେ ଭ-ୟ କ-ର-ନ୍ତି। ଏମିତିକି ସାପର ପାଖ ମଧ୍ୟ ମାଡନ୍ତି ନାହିଁ। ହେଲେ କେବେ ଆପଣ କାହାକୁ ଦେଖିଛନ୍ତି କି ଗୋଟେ ସାପକୁ ନାକ ଭିତରେ ଭର୍ତ୍ତି କରି ପାଟି ପଟରେ ବାହାର କରିବାର।

ହୁଏତ ଦେଖିନଥିବେ। କାରଣ ଏଭଳି ସାହସୀ ଓ ଅସାଧାରଣ ବ୍ୟକ୍ତି ଦୁନିଆରେ ଖୁବ୍ କମ୍। ତେବେ ଘଟଣାଟି ଶୁଣି ଆଶ୍ଚର୍ୟ୍ଯ ଲାଗୁଥିଲେ ମଧ୍ୟ ଏହା ସତ। ନିକଟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭାଇରାଲ ଭିଡିଓ ଟିରେ ଜଣେ ବ୍ୟକ୍ତି ଏକ ସାପକୁ ନିଜର ନାକ ଭିତରେ ଭ-ର୍ତ୍ତି କରି ପା-ଟି ପଟରେ ବାହାର କରୁଥିବାର ଦୃଶ୍ୟ ଦେଖିବାକୁ ମିଳୁଛି। ଯେଉଁ ଦୃଶ୍ୟ ଦେଖିଲେ ଆପଣଙ୍କ ଦେ-ହ ଥ-ରି ଉଠିବ। ଭିଡ଼ିଓଟିରେ ଏଭଳି ଅଦ୍ଭୁତ କାରନାମା କରୁଥିବା ବ୍ୟକ୍ତି ଜଣକ ଭାରତର ବୋଲି ଜଣା ପଡିଛି।

ତେବେ ସାପଟି ମଧ୍ୟ ବ୍ୟକ୍ତି ଜଣକର କୌଣସି କ୍ଷତି କରୁନାହିଁ। ବ୍ୟକ୍ତି ଜଣକ ଅ-ଧା ସା-ପ ନାକରେ ଆଉ ଅଧା ପାଟିରେ ଏବଂ ଆର ଅଧକ ନିଜ ହାତରେ ଧରିଛନ୍ତି। ଯିଏ ବି ଏହି ଭିଡିଓ ଦେଖିବ ସେ ଡ-ରି-ଯି-ବ। ତେବେ ଭିଡିଓଟି ଭାଇରାଲ ହେବାପରେ ବଲିଉଡ୍ ଅଭିନେତା ବିଦ୍ୟୁତ୍‌ ଜାମଓ୍ବାଲ ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟ୍ ରେ ଏହାକୁ ସେୟାର କରିଛନ୍ତି । ଏହା ସହିତ ସେ ଏକ କ୍ୟାପସନ୍ ଦେଇ ଲେଖିଛନ୍ତି , ଯାହାର ହାର୍ଟ ସେତିକି ଷ୍ଟ୍ରଙ୍ଗ୍‌ ନ ଥିବ ସେ ଏହି ଭିଡିଓ ଦେଖନ୍ତୁ ନାହିଁ।

ତେବେ ଭିଡିଓଟି ଭାଇରାଲ ହେବାପରେ ବିଭିନ୍ନ ଲୋକ ଏହାକୁ ନେଇ ଭିନ୍ନ ପ୍ରତିକ୍ରିୟା ରଖିଛନ୍ତି। କିଛି ଲୋକ ବ୍ୟକ୍ତି ଜଣକ ଏଭଳି ଅସାଧାରଣ କାର୍ଯ୍ୟକୁ ଦେଖି ପ୍ରଶଂସା କରୁଥିବା ବେଳେ ଆଉ କିଛି ଲୋକ ଏହା ଜୀବଙ୍କ ପ୍ରତି ନିର୍ଯାତନା ଓ ପଶୁ ଦୁର୍ବ୍ୟବହାର ବୋଲି କହିଛନ୍ତି।

 

 

View this post on Instagram

 

A post shared by Vidyut Jammwal (@mevidyutjammwal)

 

View this post on Instagram

 

A post shared by Vidyut Jammwal (@mevidyutjammwal)


ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ପବିତ୍ର ମାସ କାର୍ତ୍ତିକ ମାସରେ ପଞ୍ଚୁକରେ ଘଟିଲା ଅଲୌକି ଘଟଣା, ଠାକୁର ଘରୁ ବାହାରିଲା ତମ୍ବା ନାଗ – ଦେଖନ୍ତୁ ଭିଡିଓ

ଆମ ହିନ୍ଦୁ ଧର୍ମ ଶାସ୍ତ୍ର ଅନୁସାରେ ମାସ ମଧ୍ୟରେ ସବୁଠାରୁ ଶ୍ରେଷ୍ଠ ମାସ କାର୍ତ୍ତିକ ମାସକୁ କୁହାଯାଏ । କାରଣ …

Leave a Reply

Your email address will not be published. Required fields are marked *