Breaking News

ଆଶ୍ଚର୍ଯ ଲାଗିଲେ ସତ ! କୁକୁର ନାମ ରେ କୋଟି କୋଟି ସମ୍ପତି

ଏହି ଏକ ଅଜବ ଧରଣର ନିଉଜ ର ହେଡଲାଇନ ଶୁଣି ଆପଣଙ୍କୁ ନିଶ୍ଚିନ୍ତ ଭାବେ ଆଶ୍ଚର୍ଯ୍ୟ ଲାଗୁଥିବ | କିନ୍ତୁ ଏହା ପ୍ରକୃତରେ ସତ ଅଟେ !!! ଆମେରିକାର ଟେନେସ ସହରରେ ରହୁଥିବା ଜଣେ ଅଧିବାସୀ ବିଲ୍ ଡୋରିସଙ୍କ ନିକଟରେ ଦେହାନ୍ତ ହେବା ପରେ ନିଜ କୁକୁର ପାଇଁ ସେ ୩୬ କୋଟି ର ସମ୍ପତି
ଛାଡିଯାଇଛନ୍ତି |

ଯେଉଁଠାରେ ଲୋକମାନେ ଖାଇବାକୁ ପାଉନାହାନ୍ତି ସେଠାରେ ଏକ କୁକୁର ପାଇଁ କୋଟି କୋଟି ଟଙ୍କା ର ସମ୍ପତି ରହିଛି | ସେ ଏହି କୁକୁର କୁ ଏତେ ଭଲ ପାଉଥିଲେ ଯେ, ସେ ମାରିବା ପୂର୍ବରୁ ତାଙ୍କର ସମସ୍ତ ସମ୍ପତ୍ତି ଏହି କୁକୁର ନାମ ରେ କରିଦେଇ ଯାଇଛନ୍ତି |


ଆହୁରିମଧ୍ୟ ବରଂ ବିଲ୍‌ ବଂଚିଥିବା ସମୟରେ ତାଙ୍କର ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିକୁ ଏକ ଟ୍ରଷ୍ଟକୁ ଦାନ କରିଦେଇଥିଲେ। ଆଉ ଏହି ଦାନର ପ୍ରତି ବଦଳରେ ତାଙ୍କ ଜୀବନଠୁ ବି ଅଧିକ ଭଲ ପାଉଥିବା କୁକୁର ଲୁଲୁର ଭଲ ଭାବରେ ଦେଖାଶୁଣା ହୋଇପାରିବ।

ଅନ୍ତର୍ଜାତୀୟ ଗଣମାଧ୍ୟମ ବିବିସି ନ୍ୟୁଜର ରିପୋର୍ଟ ଅନୁସାରେ, ବିଲ୍‌ଙ୍କ ସାଙ୍ଗ ଏବେ ଏହି କୁକୁଡ଼ା ଲୁଲୁର ଯତ୍ନ ନେଉଛନ୍ତି। ସେ ଯେଉଁ ସମ୍ପତ୍ତି ବିଲ୍‌ ଚ୍ରଷ୍ଟ ନାଁରେ କରିଥିଲେ ସେହି ଟ୍ରଷ୍ଟରୁ ହିଁ ଲୁଲୁର ମାସିକ ଯେତିକି ଟଙ୍କା ଖର୍ଚ୍ଚ ହେଉଛି ତାହା ମିଳିଯାଉଛି।


ବିଲ୍‌ ଙ୍କର କେବଳ ୩୬ କୋଟି ର ସମ୍ପତ୍ତି ନୁହେଁ ତାଙ୍କର ଆହୁରି ମଧ୍ୟ ବହୁତ ଛୋଟ ବଡ କମ୍ପାନି ମଧ୍ୟ ଅଛି | ସବୁଠୁ ବଡ କଥା ଏହିକି ଯେ ଯେତିକି ଟଙ୍କା ଲୁଲୁ ନାମରେ ଅଛି ଏବଂ ଏହାକୁ ଯିଏ ଦେଖାଶୁଣା କରୁଛନ୍ତି ସେ ମନ ଇଚ୍ଛା ଟଙ୍କା ଖର୍ଚ କରିପାରିବେ ନାହିଁ | କେବଳ ସେତିକି କରିପାରିବେ ଯେତିକି ଲୁଲୁର ଖର୍ଚ ପାଇଁ ଦରକାର |

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

E-Shram କାର୍ଡରେ ମିଳିବ ପଇସା, ଶୀଘ୍ର ଆବେଦନ କରନ୍ତୁ, ଜାନ୍ତନୁ କେତେ ଟଙ୍କା ମିଳିବ ଓ କେଉଁ ମାନେ ଏହା ପାଇବେ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ଇଶ୍ରମ କାର୍ଡ କୁ ନେଇ ଆସିଗଲା ବଡ ଖବର ଯେ , ଯେଉଁ …

Leave a Reply

Your email address will not be published. Required fields are marked *