Breaking News

ତାଜମହଲ ନିର୍ମାଣ ପଛର ଏମିତି ରହସ୍ୟ ଯାହା ଆପଣ ପୂର୍ବରୁ ଶୁଣି ନଥିବେ

ତାଜମହଲ – ତାଜମହଲ ସମଗ୍ର ବିଶ୍ୱରେ ସାହାଜାହାନ ଓ ମମତାଜଙ୍କ ପ୍ରେମର ପ୍ରତୀକ ଭାବେ ବେଶ ପ୍ରସିଦ୍ଧ।ଏହାକୁ ମୋଗଲ ସମ୍ରାଟ ସାହାଜାହାନ ତାଙ୍କ ପ୍ରିୟର ପତ୍ନୀ ଙ୍କ ସ୍ମୃତିରେ ନିର୍ମାଣ କରିଥିଲେ। ଏହାକୁ ମଧ୍ୟ ଦୁନିଆର ସପ୍ତମ ଅର୍ଶ୍ଚଯ୍ୟ ବୋଲି କୁହାଯାଏ ଯାହାକୁ କି ଦେଖିବା ପାଇଁ ଦୁନିଆର କୋଣ ଅନୁକୋଣରୁ ଲୋକଙ୍କ ର ଭିଡ ଲାଗେ । ତାଜମହଲ ନିର୍ମାଣରେ କେତେ କୋଟି ଟଙ୍କା ବିନିମୟ ହୋଇଥିଲା ଏବଂ ଏହାର ନିର୍ମାଣ କାର୍ଯ୍ୟ କୁ କେତେ ଜଣ ଶ୍ରମିକ କେତେ ବର୍ଷ ରେ ସମ୍ପାଦନ କରିଥିଲେ ଆସନ୍ତୁ ଆମ ପେଜ୍ ମାଧ୍ୟମରେ ଏହି ସବୁ ରହସ୍ୟ ବିଷୟରେ ଜାଣିବେ ।

ବନ୍ଧୁଗଣ ଉତ୍ତରପ୍ରଦେଶ ରାଜ୍ୟ ର ଆଗ୍ରା ସହରର ଯମୁନା ନଦୀ କୂଳରେ ତାଜମହଲ ଅବସ୍ଥିତ। ଏହାକୁ ନିର୍ମାଣ କରିବା ପାଇଁ ବାଇଶି ଏକର ଜମି ଆବଶ୍ୟକ ହୋଇଥିଲା ଏବଂ ଏହାର ଉଚ୍ଚତା 240 ପୁଟ 73 ମିଟର।ଆହୁରି ମଧ୍ୟ ଏହାକୁ ତିଆରି କରିବା ପାଇଁ କୋଡିଏ ବର୍ଷ ଲାଗିଯାଇଥିଲା । ନିର୍ମାଣ କାର୍ଯ୍ୟ ଆରମ୍ଭ ହେଲା 1633 ମସିହାରେ ଏବଂ 1653 ମସିହା ବେଳକୁ ସମ୍ପୂର୍ଣ୍ଣ ହୋଇଯାଇଥିଲା। ତାଜମହଲ ପ୍ରତିଟି କୋଣରେ ଅତି ସୁନ୍ଦର ଏବଂ ମୂଲ୍ୟବାନ ପଥରର କରୁକାଯ୍ୟ ଦେଖିବାକୁ ମିଳେ।

ଏହି ସବୁ ପଥର ଭୀର୍ଣ୍ଣ ଭୀର୍ଣ୍ଣ ଦେଶ ରୁ ସଂଗ୍ରହ କରାଯାଇଛି ଯେପରିକି ଚୀନ,ଉତ୍ତରପ୍ରଦେଶ, ସାଉଥିଆରବ।ସେତେବେଳ ସମୟରେ ତଥା 1650 ମସିହାରେ ଏସବୁକୁ ସଂଗ୍ରହ କରିବା ଅତ୍ୟାନ୍ତ କଷ୍ଟକର ବିଷୟ। ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଏସବୁକୁ ନବା ଆଣିବା କାର୍ଯ୍ୟ କରିବା ପାଈଁ ପାଖାପାଖି ଦେଢହଜାର ହାତୀ ଙ୍କୁ କାମରେ ଲଗାଯାଇଥିଲା। ଚାଲନ୍ତୁ ଜାଣିବେ ଏହାର ନିର୍ମାଣରେ କେତେ ଟଙ୍କା ଖର୍ଚ୍ଚ ହେଇଛି। ସେତେବେଳ ସମୟରେ ତଥା 1653 ମସିହାରେ ଏଥିପାଇଁ 320 ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ଆଜିର ଟଙ୍କା ସହ ଯଦି ତାକୁ ତୁଳନା କରିବା ତେବେ ଏବେକା ସମୟରେ ଯଦି ତାଜମହଲ ନିର୍ମାଣ ହେଇଥାନ୍ତା 7000 କୋଟି ଟଙ୍କା ଖର୍ଚ୍ଚ ହୋଇଥାନ୍ତା।

ଶୁଣିବାକୁ ମିଳିଛି ଏହାକୁ ନିର୍ମାଣ କରିବାରେ ଯେଉଁ 20000 ଶ୍ରମିକ ଲାଗିଥିଲେ ନିର୍ମାଣ କାର୍ଯ୍ୟ ସାରିବାପରେ ରାଜା ସମସ୍ତଙ୍କ ହା-ତ କା-ଟି-ଦେ-ଇ-ଥିଲେ। ଆସନ୍ତୁ ଜାଣିବା ପ୍ରତି ବର୍ଷ ତାଜମହଲ କୁ ଦେଖିବା ପାଇଁ କେତେ ଲକ୍ଷ ଲୋକ ଆସିଥାନ୍ତି ଏବଂ ଏଥିରୁ ସରକାର ଙ୍କର କେତେ ଟଙ୍କା ରୋଜଗାର ହୋଇଥାଏ। ଦେଖିବାକୁ ଗଲେ ପ୍ରତିବର୍ଷ 60 ଲକ୍ଷ ଲୋକ ଆସନ୍ତି ତାଜମହଲ ଦେଖିବା ପାଇଁ। ଅବଶ୍ୟ ଆଗରୁ ଟିକେଟ ର ମୂଲ୍ୟ କାମ ଥିଲା ମାତ୍ର ପରେ ଏହାକୁ ବଢ଼ାଇଦିଆଗଲା।2015 ମସିହାରେ 17 କୋଟି,2016 ମସିହାରେ 55 କୋଟି,2018 ମସିହାରେ 60 କୋଟି ଏବଂ 2019 ମାସିହାରେ 70 କୋଟି ପର୍ଯ୍ୟ ରୋଜଗାର ହୋଇଥାଏ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About mahendra kumar

Check Also

ରାଜ୍ୟ ସରକାର ଙ୍କ ନିଷ୍ପତି , ଏଣିକି ଶବ୍ଦ ପ୍ରଦୂଷଣ କଲେ ଦେବେ 1 ଲକ୍ଷ ଟଙ୍କାର ଜୋରିମାନା

ଆଜିକାଲି ବଡ଼ ବଡ଼ ସହର ମାନଙ୍କରେ ସବୁଠାରୁ ବଡ଼ ସମସ୍ୟା ସାଜିଛି ଶବ୍ଦ ପ୍ରଦୂଷଣ। କେମିତି ବି ନହେବ ଯେଉଁ …

Leave a Reply

Your email address will not be published. Required fields are marked *