ଦର୍ଶକବନ୍ଧୁ ଆପଣ ମନେ ସମସ୍ତେ ଜାଣିଥିବେ ଏହି ମର୍ତ୍ତଲୋକରେ ଯେଉଁମାନେ ସବୁ ଜନ୍ମ ନେଇଛନ୍ତି ସେମାନଙ୍କ ମୃତୁ ସନିଶ୍ଚିନ୍ତ ଏବଂ ଏହା ହେଉଛି ଦୁନିଆର ସବୁଠାରୁ ବଡ଼ ସତ୍ୟ। ଆପଣ ମନେ ଧ୍ୟାନ ଦେଇଥିବେ ହିନ୍ଦୁ ଧର୍ମରେ ସେତେବେଳେ କେହି ମରି- ଯାନ୍ତି ତାଙ୍କ ସବଯାତ୍ରା ସମୟରେ ପଛରେ ଥିବା ଲୋକମାନେ ରାମ ନାମ ସତ୍ୟ ହେ କହିଥାନ୍ତି। ତେବେ ଆସନ୍ତୁ ଜାଣିବେ ଆମର ଏହି ପେଜ୍ ଜରିଆରେ ଏପରି କଣ ପାଇଁ କୁହାଯାଇଥାଏ। ଏହି ପ୍ରାସଙ୍ଗରେ ମହାଭାରତ ରେ ମଧ୍ୟ ବର୍ଣ୍ଣନା ଅଛି। ଧର୍ମ ଗ୍ରନ୍ଥ ରେ ଏହା ବି କୁହାଯାଇଛି କି ମୃତ୍ୟୁ ଏକ ଅଟଳ ସତ୍ୟ ଅଟେ।ଠିକ ସେହିପରି ରାମ ର ନାମ ବି ସତ୍ୟ ଅଟେ।
ସବ ଯାତ୍ରା ସମୟରେ ରାମ ନାମ କହିବାର ଅର୍ଥ ହେଉଛି ସାଥିରେ ଆସୁଥିବା ପରିଜନ ଏବଂ ମିତ୍ର ମାନଙ୍କୁ ଏହା ବୁଝାଇବା ହୋଇଥାଏକି ଜୀବନ ଏବଂ ଜୀବନ ଶେଷ ହେବାପରେ ବି କେଵଳ ରାମ ନାମ ହିଁ ସତ୍ୟ ଅଟେ ବାକିସବୁ ବ୍ୟର୍ଥ ଅଟେ। କେବଳ ଏବେ ନୁହେଁ କାହିଁ କୋଉ କାଳରୁ ଏହି ପରମ୍ପରା ଚାଲି ଆସୁଛି।ବନ୍ଧୁଗଣ ଏବେ ଆପଣ ଭାବୁଥିବେ କି କେବଳ ରାମ ର ନାମ ସତ୍ୟ କଣ ପାଇଁ ଅଟେ ତ ଆପଣଙ୍କୁ କହିଦେଉଚୁ କି ଯେବେ ରାମନାମ କୁହାଗଲେ ହିଁମୃତ ବ୍ୟକ୍ତିର ଆତ୍ମା କୁ ଶାନ୍ତି ମିଳିଥାଏ। ଏହା କୁହାଯାଇଥାଏ କି ମୃତ ବ୍ୟକ୍ତି ପଖରେ ରାମ ନାମ କହିବା ଦ୍ଵାରା ତାକୁ ଜନ୍ମମୃତୁ ଚକ୍ର ରୁ ମୁକ୍ତି ମିଳିଥାଏ ଏବଂ ରାମ ଙ୍କ ପାଦଚରଣରେ ଲୀନ ହେବାର ସୁଯୋଗ ମିଳିଥାଏ।
ଏମିତି ମଧ୍ୟ କୁହାଯାଇଥାଏ କି ରାମ ନାମ କହିବା ଦ୍ଵାରା ମଣିଷ ମନରେ ଥିବା ଅସତ ଚିନ୍ତା ଧାରା ଦୁରେଇ ଯାଇଥାଏ ଏବଂ ସେ ସର୍ବଦା ସତ ମାର୍ଗ ରେ ଚାଲିବା ପାଇଁ ମନ ବଳେଇଥାଏ। ଏତିକି ନୁହେଁ ଏହି ମନ୍ତ୍ର ଜପ କରିବା ଦ୍ଵାରା ମୃତ ବ୍ୟକ୍ତି ର ପରିବାର ଲୋକ ଓ ପ୍ରିୟଜନ ଙ୍କୁ ତାକୁ ଭୁଲିବା ପାଇଁ ସହଜ ହୋଇଥାଏ କାରଣ ଯେତେବେଳେ କେଉଁ ପରିଜନ ର ମୃ -ତୁ ଘଟେ ତାର ପରିବାର ଲୋକ ବହୁତ ନିରାଶ ହୋଇଯାଆନ୍ତି ତେଣୁ ରାମ ନାମ କହିବା ଦ୍ଵାରା ସେମାନଙ୍କର ନିରାଶ ଭାବ ଦୁରେଇଯାଇଥାଏ ଏବଂ ମନରେ ଶାନ୍ତି ମିଳିଥାଏ।
ଏହା ସବୁ ପରେ ଶିବପୁରାଣରେ କୁହାଯାଇଛି ଭଗବାନ ଶିବ ବି ରାମନାମ ଜପ କରିଥାନ୍ତି।ଏହକଥା ଅନୁସାରେ ରାମାୟଣ ରଚୟିତା ବାଲ୍ମୀକି ପୂର୍ବେ ଏକ ଡାକୁ ଥିବେ ସେବୀ ରାମ ନାମ ଜପ କରି ଏତେ ବଡ଼ ଋଷି ହୋଇପାରିଛନ୍ତି ଏବଂ ପବିତ୍ର ଗ୍ରନ୍ଥ ରାମାୟଣର ରଚନା କରିପାରିଛନ୍ତି। ରାମ କେବଳ ଏକ ନାମ ନୁହେଁ ଏହା ଭଗବାନ ଙ୍କର ଚରଣ କୁ ଯିବାକୁ ଏକ ରାସ୍ତା।
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ