Breaking News

ଆସନ୍ତୁ ଜାଣିବେ ପଦ୍ମାସନ ର କିପରି କରିବେ ଓ ଏହାର ଉପକାରିତା

ବନ୍ଧୁଗଣ ଆପଣ ମାନେ ଯଦି ଚାହୁଁଛନ୍ତି ଆପଣଙ୍କ ଶରୀର ସବୁଦିନ ପାଇଁ ନିରୋଗ ରହିବ ତେବେ ପ୍ରତିଦିନ ସକାଳୁ କିଛି ଯୋଗ କିମ୍ବା ଆସନର ଅଭ୍ୟାସ କରନ୍ତୁ ଦେଖିବେ ଆପଣଙ୍କ ଶରୀରରେ ଥିବା ସମସ୍ତ ରୋଗ ଦୁରେଇଯିବ ଏବଂ ମୋଟପା ମଧ୍ୟ ରହିବାନହିଁ। ବେଳେ ମଧ୍ୟ ମୋଟା ହେବା କାରଣରୁ ବୟସ ନ ହୋଇ ମଧ୍ୟ ଆମେ ଅଧିକ ବୟସର ବ୍ୟକ୍ତିପରି ଦେଖାଯାଉ।କିନ୍ତୁ ପ୍ରତିଦିନ ଯୋଗ କରିବା ଦ୍ଵାରା ଆପଣ ଦିନକୁ ଦିନ ଅଧିକ ଆଟ୍ରାକ୍ଟିଙ୍ଗ ଦେଖାଯିବେ।ପିଲାବେଳେ ସ୍କୁଲ ରେ ପଢ଼ୁଥିବା ସମୟରେ ଅନେକ ଯୋଗ ବା ଆସନ ଶିକ୍ଷା ନିଶ୍ଚୟ କରିଥିବେ।ଯୋଗ ବା ଆସନ ତ ବିଭିନ୍ନ ପ୍ରକାର ଅଛି କିନ୍ତୁ ଏବେ ଆସନ୍ତୁ ଜାଣିବା ପଦ୍ମାସନ ର କିଛି ଉପକାରୀତା ଓ ଗୁରୁତ୍ୱ ସମ୍ବନ୍ଧରେ ।

ପଦ୍ମାସନ ଏପରି ଏକ ଆସନ ଯାହାଦ୍ଵାରା ଆମେ ବିଭିନ୍ନ ଯନ୍ତ୍ରଣା ରୁ ମୁକ୍ତି ପାଇଥାଉ। ଯେପରିକି ମେରୁଦଣ୍ଡ ଜନିତ କିଛି ଯନ୍ତ୍ରଣା ଥିଲେ ଏହି ଆସନ ଦ୍ଵାରା ଆମକୁ ରିଲିଫ ଫିଲ ହୋଇଥାଏ। ଏହା ଦ୍ଵାରା ଆମର ଡାଇଜେଷ୍ଟିଭ ସିଷ୍ଟମ ବା ହଜମ ଶକ୍ତି ବହୁ ପରିମାଣରେ ବୃଦ୍ଧି ପାଇଥାଏ ଫଳରେ ଆମକୁ ବହୁତ ଜଲଦି ଭୋକ ମଧ୍ୟ ଲାଗିଥାଏ। ଆଉ ମଧ୍ୟ ଆନେକ ରୋଗ ଯେପରି ଆଣ୍ଠୁ ଗଣ୍ଠି ପେଟ ଜନିତ କିଛି ସମସ୍ୟା ଏବଂ ଆଉ ଗୋଟିଏ ହେଲା ଏହା ଦ୍ଵାରା ହାର୍ଟ ରୋଗ ମଧ୍ୟ କେତେକାଂଶ ରେ ଭଲ ହୋଇଥାଏ ଏବଂ ସବୁଠାରୁ ଗୁରୁତ୍ୱ ପୂର୍ଣ୍ଣ କଥା ଆଧିକ ମୋଟା ଲୋକ ବା ଯାହାର ପେଟ ରେ ବହୁ ପରିମାଣରେ ଚର୍ବି ଜମା ହୋଇଛି ସେମାନଙ୍କୁ ତ ନିହାତି ଏହି ଆସନ କରିବା ଆବଶ୍ୟକ।

ଜଦି ଆପଣ ପ୍ରତିଦିନ ଏହି ଆସନ କୁ କରିବେ ତେବେ ଆପଣ ନିଶ୍ଚୟ ନିରୋଗୀ ଜୀବନ ଯାପନ କରିବେ। ହଁ ଆଜ୍ଞା ଏହା ସତ କଥା ଯେ ଏହି ଆସନ କରିବା ଏତେ ସହଜର କଥା ନୁହେଁ । ମୋଟା ଲୋକଙ୍କୁ ବା ଯାହାର ଗୋଡ ବା ନିମ୍ନ ଭାଗରେ ମୋଟାପା ଦେଖାଦେଇଥାଏ ସେମାନଙ୍କ ପାଇଁ ଏହା କରିବା ଅତ୍ୟନ୍ତ କଷ୍ଟକର କାମ।ଏବେ ଆସନ୍ତୁ ଜାଣିବା ପଦ୍ମସନ ଯେଉଁ ମାନଙ୍କର ହେଉ ନାହିଁ ସେମାନେ କିପରି ଏହାକୁ ସହଜରେ କରିପାରିବେ ଏବଂ ଏହାର ଲାଭ ଉଠାଇ ପାରିବେ।

ପ୍ରଥମେ ଗୋଡ ଦୁଇଟି ସିଧା କରି ରଖିବେ ତାପରେ ପାଦ ଦୁଇଟିକୁ ଟିକିଏ ତଳକୁ ବଙ୍କା କରି ରଖିବେ ଏବଂ ତା ପରେ ବାମ ପାଦ ଡାହାଣ ଗୋଡ଼ ଉପରେ ଏବଂ ଡାହାଣ ପାଦ ବାମ ଗୋଡ଼ ଉପରେ ରଖିବେ ତାପରେ ମେରୁଦଣ୍ଡ କୁ ସିଧାକରି ଦୁଇହାତକୁ ଗୋଡ଼ ଉପରେ ରଖିବେ। ଏହିପରି ଆପଣ ପଦ୍ମାସନ କରିପାରିବେ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଝିଅର ବେଷ୍ଟ ଫ୍ରେଣ୍ଡ ସହ ଥିଲା ବାପାଙ୍କ ଆ-ଫେ-ୟା-ର: ଖୁଲାସା ପରେ…

ଦର୍ଶକ ବନ୍ଧୁ ଆପଣ ମାନେ ପ୍ରତିଦିନ ସୋସିଆଲ ମିଡିଆ ରୁ ବହୁ ଖବର ପାଇଥିବେ ଯେ ପରିବାର କଳହ ରୁ …

Leave a Reply

Your email address will not be published. Required fields are marked *