Breaking News

ଆସନ୍ତୁ ଜାଣିବା ପେଟ ସଫା ନହବାର ୫ ଟି କାରଣ

ଆସନ୍ତୁ ଜାଣିବା ପେଟ ସଫା ନହବାର ୫ ଟି କାରଣ
ଯଦି ସକାଳୁ ପେଟ ସଫା ହେଉନାହିଁ କିମ୍ବା ବାଥ୍ରୁମ ରେ ଆପଣଙ୍କୁ ଘଣ୍ଟା ଘଣ୍ଟା ଟଏଲେଟ ରେ ବସିବାକୁ ପଡୁଛି ତେବେ ଆମର ସାରା ଦିନ ଖରାପ ହେଇ ଯାଏ |କିଛି ଲୋକ ଟଏଲେଟ ରେ ବସିଲା ବେଳେ ବହୁତ କଷ୍ଟ ହେଇଥାଏ |ଯାହା ଦ୍ଵାରା ସେମାନ ଙ୍କୁ ଟଏଲେଟ ବେଶୀ ସମୟ ବସି ମଧ୍ୟ ସେମାନଙ୍କୁ ଶାନ୍ତି ମିଳି ନଥାଏ |

ଯଦି ଏହି ସମସ୍ଯା କେବେ କେବେ ଦେଖା ଯାଏ ତେବେ କାରଣ ହେଲା ଖାଦ୍ୟ ଅନୀୟମିତତା କିନ୍ତୁ ଯଦି ଏହି ସମସ୍ୟା ପ୍ରତି ଦିନ ଦେଖା ଯାଏ ତେବେ ଏହା ଅନେକ ଗଭୀର ରୋଗ ର ସଙ୍କେତ ମଧ୍ୟ ହେଇପାରେ |ମଳ ତ୍ୟାଗ ବେଳେ ଯଦି ବହୁତ କଷ୍ଟ ହୁଏ ଏବଂ ବାରମ୍ବାର ଯିବାକୁ ପଡେ ତେବେ ଏହାର ଅନେକ କାରଣ ଅଛି |ପ୍ରଥମ କାରଣ ହେଲା କୋଷ୍ଠ କାଠିନ୍ୟ ମାନେ କଷ୍ଟିଫିସନ |ସାଧାରଣତଃ କୋଷ୍ଠ କାଠିନ୍ୟ ହେଲେ ବ୍ୟକ୍ତି ର ପେଟ ଠିକ ଭାବରେ ସଫା ହୁଏ ନାହି |କୋଷ୍ଠ କାଠିନ୍ୟ ହବା ଦ୍ଵାରା ଠିକ ଭାବରେ ଝାଡା ମଧ୍ୟ ହୁଏ ନାହିଁ |ଯେଉଁ କାରଣ ରୁ ସେମାନ ଙ୍କୁ ଟଏଲେଟ ବେଶୀ ସମୟ ବସି ମଧ୍ୟ ସେମାନଙ୍କୁ ଶାନ୍ତି ମିଳି ନଥାଏ |

ଅନେକ ଦିନ ଧରି ଏହା ରହିଲେ ଅନେକ ରୋଗ ଦେଖା ଯାଇଥାଏ |ଏହାପରେ ଆସୁଛି ଇରିଟେବୁଲ ବଲ ଷେଣ୍ଡରମ |ମଳ ତ୍ୟାଗ କରିବା ସମୟ ରେ ପେଟ ରେ ବହୁତ କଷ୍ଟ ହେବା କିମ୍ବା ପେଟ ମୋଡି ହବା ,ପେଟ ଗ୍ଯାସ ହବା ,ପେଟ ଫୁଲିବା ,୨୪ ଘଣ୍ଟା ରେ ଝାଡା ନ ହେବା ଇତ୍ୟାଦି ଏହି ଲକ୍ଷଣ ଅଟେ |ଅନେକ ସମୟ ରେ ବ୍ୟକ୍ତି କୁ ମଳ ତ୍ୟାଗ କରିବା ସମୟ ରେ ବହୁତ ଜୋର ଦବାକୁ ପଡି ଥାଏ |ଯାହା ଦ୍ଵାରା ପେଟ ବହୁତ ଜୋର ରେ ମୋଡି ହୋଇ ଥାଏ |ପାଇଲ୍ସ ମଧ୍ୟ ଏକ କାରଣ ଅଟେ |

ଅନେକ ସମୟ ରେ ପାଇଲ୍ସ ଯୋଗୁଁ ବ୍ୟକ୍ତି କୁ ମଳ ତ୍ୟାଗ କରିବା ସମୟ ରେ ବହୁତ ଜୋର ରେ କଷ୍ଟ ହୋଇ ଥାଏ |ଯାହା ଦ୍ଵାରା ପେଟ ଠିକ ଭାବରେ ସଫା ହୁଏ ନାହିଁ |ଏହା ହେଲେ ମଳ ଦ୍ଵାର ରେ ବଡ ବଡ ଗେଟି ପରି ଦେଖିବାକୁ ମିଳି ଥାଏ |ଏହା ଦ୍ଵାରା ମଳ ରେ ରକ୍ତ ପଡେ |ଅନ୍ୟ କାରଣ ହେଲା ପେଟ ରେ କ୍ୟାନ୍ସର |ପେଟ ର କ୍ୟାନ୍ସର ଏକ ଖତରନାକ ରୋଗ ଅଟେ |ଏହା ହେଲେ ଅତି ସାଧାରଣ ଲକ୍ଷଣ ଆରମ୍ଭ ରୁ ଦେଖା ଯାଏ |ଯଦି ଅଳ୍ପ ମେଡ଼ିସିନ ରେ ଭଲ ନ ହୁଏ ତେବେ ତୁରନ୍ତ ଡାକ୍ତର ଙ୍କୁ ଦେଖାନ୍ତୁ |ଶେଷ କାରଣ ହେଲା ଡାଇବର୍ଷନାଲ ଡିଜିଜ |ଡାଇବେଟିକୁଲାର ହେଲେ ବ୍ୟକ୍ତି ର ଝାଡା ନଳୀ ରେ ଛୋଟ ଛୋଟ ଖଣ୍ଡିଆ ହେଇ ଯାଏ |

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଝିଅର ବେଷ୍ଟ ଫ୍ରେଣ୍ଡ ସହ ଥିଲା ବାପାଙ୍କ ଆ-ଫେ-ୟା-ର: ଖୁଲାସା ପରେ…

ଦର୍ଶକ ବନ୍ଧୁ ଆପଣ ମାନେ ପ୍ରତିଦିନ ସୋସିଆଲ ମିଡିଆ ରୁ ବହୁ ଖବର ପାଇଥିବେ ଯେ ପରିବାର କଳହ ରୁ …

Leave a Reply

Your email address will not be published. Required fields are marked *