Breaking News

ଧଳା କେଶକୁ କଳା କରିବା ପାଇଁ ଆପଣାନ୍ତୁ ଏହି ଘରୋଇ ଉପାୟ

ଦର୍ଶକବନ୍ଧୁ ଆପଣ ମାନେ ଜାଣିଥିବେ ଗୋଟେ ନାରୀ ର ସୌନ୍ଦର୍ଯ୍ୟରେ ଵିଶେଷ ଭୂମିକା ଗ୍ରହଣ କରିଥାଏ ତାର କେଶ। କେଶ ଯେତେ ଘନ ଲମ୍ବା ଓ କଳା ହେବ ଝିଅ ଟିଏ ସେତେ ସୁନ୍ଦର ଏବଂ ଆକର୍ଷିତ ଦେଖାଯିବ। କିନ୍ତୁ ଆଜିକାଲି ର ଜଳବାୟୁ ଯୋଗୁଁ ପ୍ରାୟତଃ ଝିଅ ମାନଙ୍କର କମ ବୟସରୁ ଚୁଟି ଧଳା ହେବାକୁ ଲାଗୁଚି ଏହି ସମସ୍ୟାକୁ ଦୂର କରିବାପାଇଁ ଆମେ ଭିଭିନ୍ନ ଉପାୟ ଅବଲମ୍ଭନ କରିଥାଉ। କେତେଜଣ ଦେଶୀ ଉପାୟରେ ପ୍ରତିକାର କରନ୍ତି ତ ଆଉ କେତେଜଣ ବିଭିନ୍ନ ପ୍ରଡକ୍ଟସ ଵ୍ୟଵହାର କରନ୍ତି।

ଏହି ସବୁ ପ୍ରଡକ୍ଟସ ରୁ ବହୁ ସାଇଡ ଇଫେକ୍ଟ ମଧ୍ୟ ଦେଖାଦେଇଥାଏ । ଯାହାଫଳରେ ଚୁଟି କଳା ହେବା ବଦଳରେ ଅଧିକ ରୁ ଅଧିକ ଧଳା ହବାକୁ ଲାଗେ। କିଛି ଜଣ ମେହେଦ୍ଦୀ ର ବ୍ୟବହାର ମଧ୍ୟ କରନ୍ତି ମାତ୍ର ଯେଉଁ ମହିଳା ମାନଙ୍କର ଥଣ୍ଡା ଜନିତ କିଛି ପ୍ରୋବ୍ଲେମ ଥାଏ ମେହେନ୍ଦୀ ଲଗାଇବାଦ୍ୱାରା ଏହା ସେମାନଙ୍କ ପାଇଁ ଅତ୍ୟନ୍ତ ଅପକାରୀ ସାବ୍ୟସ୍ତ ହୋଇଥାଏ। ଏଭଳି ପରିସ୍ଥିତିରେ ମେହେନ୍ଦୀ ନ ଲଗାଇ ମଧ୍ୟ ଅସ୍ଥାୟୀ ଭାବରେ ଆପଣ କେଶ କୁ ରଙ୍ଗ କରିପାରିବେ।

ହଁ ଆଜ୍ଞା ଆଜି ଆମ ପେଜ୍ ମାଧ୍ୟମରେ ଆମେ ଜଣାଇବୁ କିପରି ଆପଣ ଅସ୍ଥାୟୀ ଭାବରେ ନିଜର କେଶ କୁ ରଙ୍ଗ କରିପାରିବେ ଏବଂ ନିଜର ଧଳା କେଶ କୁ ଲୁଚାଇବା ପାଇଁ ସଫଳ ହୋଇପାରିବେ। ହେୟାର ମତ୍ସକରା ଆପଣଙ୍କ କେଶକୁ ରଙ୍ଗ କରିବା ପାଇଁ ଅତ୍ୟନ୍ତ ଫାଇଦା ଯୁକ୍ତ ହେବ।ଏହା ଏକ କ୍ରେନ ଭଳି ହୋଇଥାଏ ୟାର ଲଗାଇବା ଏବଂ ଛଡାଇବା ପ୍ରଣାଳୀ ଅତ୍ୟନ୍ତ ସହଜ। ଯେପଯ୍ୟନ୍ତ ଅପଣ ଚୁଟି ଧୋଇବେନି ସେପଯ୍ୟନ୍ତ ଏହି ମାସ୍କ ଟି କେସ ରୁ ଛାଡିବନାହିଁ। ଅନ୍ୟ ଏକ ଉପାୟ ବିଷୟରେ ମଧ୍ୟ ମୁଁ ଆପଣଙ୍କୁ ଜଣାଇବି ।ମେହେନ୍ଦୀ ବଦଳରେ ଆପଣ ହର୍ବଲ ହେୟାର କଲର ମଧ୍ୟ ଇଉଜ୍ କରିପାରିବେ। ଏହା କୁ ଲଗାଇବାର 30 ମିନିଟ ପରେ କେଶକୁ ଧୋଇପାରିବେ

ଏହାଦ୍ଵାରା ଆପଣଙ୍କ ଧଳା କେଶ ଲୁଚିଯିବ।ବ୍ଲାକ ଏବଂ ବ୍ରାଉନ କେଶ ପାଇଁ ହର୍ବଲ ହେୟାର ଟଚପ ଆତ୍ୟନ୍ତ ଉପକାରୀ ହୋଇଥାଏ ଏହା ସମ୍ପୁର୍ଣ ରୂପେ ନ୍ୟାଚୁରାଲ ହୋଇଥାଏ ଯଦ୍ୱାରା କେଶ କୁ କୌଣସି ପ୍ରକାର କ୍ଷତି ପହଞ୍ଚି ନଥାଏ। କିଛିଜଣ ମହିଳା ନିଜ କେଶକୁ ଲାଲ ରଙ୍ଗ କରିବାକୁ ଭଲପାଅନ୍ତି। ଯଦି ଆପଣ ମଧ୍ୟ ନିଜ କେଶକୁ ଲାଲ କରିବାକୁ ଇଚ୍ଛା କରନ୍ତି ତେବେ ନ୍ୟାଚୁରାଲ ଉପାୟରେ ବିଟ ଇଉଜ୍ କରିପାରିବେ। ଏହାଦ୍ଵାରା ଆପଣ ନିଜ କେଶ କୁ ଡାର୍କ, ବ୍ରାଉନ ଏବଂ ରେଡ଼ କଲର ର ସେପ ଦେଇପାରିବେ। ଏହିପରିଭାବେ ଆପଣ ମେହେନ୍ଦୀ ର ଵ୍ୟଵହାର ନକରି ମଧ୍ୟ ନିଜ ଧଳା କେଶକୁ ରଙ୍ଗୀନ କରିପାରିବେ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଝିଅର ବେଷ୍ଟ ଫ୍ରେଣ୍ଡ ସହ ଥିଲା ବାପାଙ୍କ ଆ-ଫେ-ୟା-ର: ଖୁଲାସା ପରେ…

ଦର୍ଶକ ବନ୍ଧୁ ଆପଣ ମାନେ ପ୍ରତିଦିନ ସୋସିଆଲ ମିଡିଆ ରୁ ବହୁ ଖବର ପାଇଥିବେ ଯେ ପରିବାର କଳହ ରୁ …

Leave a Reply

Your email address will not be published. Required fields are marked *