Breaking News

ଆସନ୍ତୁ ଜାଣିବା କ’ଣ କଲେ ଶନି ଦେବଙ୍କ କୃପା ଲାଭ କରି ହେବ

ଜ୍ୟୋତିଷ ଶାସ୍ତ୍ର ରେ ଶନି ଦେବ ଙ୍କର ଏକ ବିଶେଷ ମହତ୍ତ୍ଵ ରହିଛି |ତାଙ୍କୁ ଗ୍ରହ ମାନଙ୍କର ରାଜା ବୋଲି ମଧ୍ୟ କୁହା ଯାଏ |କିନ୍ତୁ ସାଧାରଣ ଲୋକଙ୍କର ଶନି ଙ୍କ ପ୍ରତି ମନରେ ଏକ ଭୟ ରହି ଥାଏ |ଶନି ଙ୍କ ସାଢେ ସାତି ,ଶନି ମହା ଦଶା ଆଦି ଜାଣିଲେ ଲୋକ ଙ୍କ ହାତ ଗୋଡ ଯେମିତି ଥରି ଯାଏ |କାଳେ ଶନି ଙ୍କ ଖରାପ ଦ୍ରୁଷ୍ଟି ପଡିଯିବ |କାଳେ ବିରାଟ କ୍ଷତି ହେଇଯିବ ସେଥିପାଇଁ |ହେଲେ ଶନି ଦେବ ସବୁବେଳେ ଖରାପ ଫଳ ଦିଅନ୍ତି ନାହିଁ |ରାଶି ରେ ଶନି ଚଳନ ଥାଇ ମଧ୍ୟ ବ୍ୟକ୍ତି ସୁଖ ସୁବିଧା ଲାଭ କରେ |

ଅଳ୍ପ ସମୟ ରେ ଅନେକ ଧନ ଲାଭ ମଧ୍ୟ କରି ଥାନ୍ତି |ଶନି ଙ୍କ ରାଶି ପରିବର୍ତ୍ତନ ପ୍ରାୟ ଅଢେଇ ବର୍ଷ ରେ ଥରେ ହୁଏ |କାରଣ ଶନି ଦେବ ଅନ୍ୟ ରାଶି ଅପେକ୍ଷା ବହୁତ ଧୀର ଗତି ରେ ଚାଲି ଥାନ୍ତି |ବର୍ତ୍ତମାନ ସମୟ ରେ ସେ ମକର ରାଶି ରେ ଥିବା ବେଳେ ଆସନ୍ତା ବର୍ଷ ଅର୍ଥାତ ୨୦୨୨ ରେ ସେ କୁମ୍ଭ ରାଶି ରେ ପ୍ରବେଶ କରିବେ |ଏହା ପରେ ଧନୁ ରାଶି ବ୍ୟକ୍ତି ମାନଙ୍କ ର ସାଢେ ସାତି ପ୍ରଭାବ ସରିଯିବ |ଏହା ସହ ମିଥୁନ ଓ ତୁଳା ରାଶି ବ୍ୟକ୍ତି ବିଶେଷ ଙ୍କ ଉପରେ ପ୍ରଭାବ ମଧ୍ୟ ସରିଯିବ |ଆସନ୍ତୁ ଜାଣିବା ଶନି ଦେବ ଙ୍କ ଠାରୁ ଶୁଭ ଫଳ କେମିତି ପାଇବେ |

 

ଶନି ଦେବ ଙ୍କୁ ପ୍ରସନ୍ନ କରିବା ପାଇଁ ମହାଦେବ ଙ୍କୁ ଉପାସନା କରିବା ଉଚିତ |ନିୟମିତ ଭାବେ ଶିବ ପଞ୍ଚାକ୍ଷରୀ ମନ୍ତ୍ର ବା ଶିବ ସହସ୍ର ନାମ ଜପିଲେ ସମସ୍ତ ଯାତନା ରୁ ମୁକ୍ତି ମିଳି ଥାଏ |ଏହା ସହ ନ କାରାତ୍ମକ ଶକ୍ତି କବଳ ରୁ ରକ୍ଷା ମିଳି ଥାଏ |ଏହା ସହ ମହାଦେବ ଙ୍କ ଅଂଶ ଭାବେ ଜଣା ବଜରଙ୍ଗ ବାଲୀ ଙ୍କ ଉପାସନା କଲେ ମଧ୍ୟ ଶନି ଙ୍କ ଶୁଭ ଦ୍ରୁଷ୍ଟି ପ୍ରାପ୍ତ ହୋଇ ଥାଏ |ସୁନ୍ଦରା ଖଣ୍ଡ ପାଠ କରିବା ସହ ନିଜ କ୍ଷମତା ଅନୁସାରେ କିଛି ମିଠା ପ୍ରସାଦ ଆକାର ରେ ଚଢାନ୍ତୁ |କଳା ରଙ୍ଗ ର ଅପରାଜିତ ଫୁଲ ଚଢେଇବା ସହ ରାଶି ତେଲ ରେ ଦୀପ ଟିଏ ଜଳାନ୍ତୁ |

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About mahendra kumar

Check Also

ଭୋଜନ କେଉଁଠି ଓ କେମିତି କରୁଛନ୍ତି, ଜାଣି ନିଅନ୍ତୁ ଏହି ଭ-ୟ-ଙ୍କ- ର କଥା ,ନଚେତ ….

ଆସନ୍ତୁ ଭୋଜନ ବିଷୟ ରେ ଜାଣିବା କିଛି ନୂଆ ତଥ୍ୟ ମହାଭାରତ ସମୟ ରେ ମନ୍ୟୁଷ କୁ ଭୋଜନ କରିବା …

Leave a Reply

Your email address will not be published. Required fields are marked *